Home Coronavirus Outbreak ରାଜ୍ୟରେ ଆଜି ୨୬୭୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୩୮୦୦୩ କୁ ବୃଦ୍ଧି

ରାଜ୍ୟରେ ଆଜି ୨୬୭୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୩୮୦୦୩ କୁ ବୃଦ୍ଧି

78

ଭୁବନେଶ୍ୱର ୬-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୦୦୩ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ : ୨୬୭୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୫୪
– ସ୍ଥାନୀୟ ଅଞ୍ଚଳରୁ୧୧୧୯

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୨୬
୨- ବାଲେଶ୍ୱର ଜିଲ୍ଲାରୁ – ୭୦
୩- ବରଗଡ଼ ଜିଲ୍ଲାରୁ – ୬୮
୪- ଭଦ୍ରକ ଜିଲ୍ଲାରୁ – ୯୭
୫- ବଲାଙ୍ଗୀର ଜିଲ୍ଲାରୁ – ୯୩
୬- ବୌଦ୍ଦ ଜିଲ୍ଲାରୁ – ୧୩
୭- କଟକ ଜିଲ୍ଲାରୁ – ୨୧୪
୮- ଦେବଗଡ଼ ଜିଲ୍ଲାରୁ – ୧୮
୯- ଢେଙ୍କାନାଳ ଜିଲ୍ଲାରୁ – ୩୬
୧୦- ଗଜପତି ଜିଲ୍ଲାରୁ – ୧୧
୧୧- ଗଞ୍ଜାମ ଜିଲ୍ଲାରୁ – ୪୪
୧୨- ଜଗତସିଂହପୁର ଜିଲ୍ଲାରୁ – ୬୮
୧୩- ଯାଜପୁର ଜିଲ୍ଲାରୁ – ୮୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୬୮
୧୫- କଳାହାଣ୍ଡି ଜିଲ୍ଲାରୁ – ୭୭
୧୬- କନ୍ଧମାଳ ଜିଲ୍ଲାରୁ – ୪୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫୧
୧୮- କେନ୍ଦୁଝର ଜିଲ୍ଲାରୁ – ୫୧
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୪୪୮
୨୦- କୋରାପୁଟ ଜିଲ୍ଲାରୁ – ୩୯
୨୧- ମାଲକାନଗିରି : ୩୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୦
୨୩- ନବରଙ୍ଗପୁର ଜିଲ୍ଲାରେ: ୭୨
୨୪- ନୟାଗଡ଼ ଜିଲ୍ଲାରୁ – ୩୫
୨୫- ନୂଆପଡ଼ା ଜିଲ୍ଲାରୁ – ୧୫୯
୨୬- ପୁରୀ ଜିଲ୍ଲାରୁ – ୧୨୪
୨୭- ରାୟଗଡ଼ା ଜିଲ୍ଲାରୁ – ୧୧
୨୮- ସମ୍ବଲପୁର ଜିଲ୍ଲାରୁ – ୭୩
୨୯- ସୋନପୁର ଜିଲ୍ଲାରୁ – ୬୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୮
୩୧- State Pool: ୮୬
– ନୂଆ ସୁସ୍ଥ ହୋଇଥିଲେ୪୦୯୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୫୨୪୨୪୨
– ମୋଟ ଆକ୍ରାନ୍ତ ୨୩୮୦୦୩
– ମୋଟ ସୁସ୍ଛ ହୋଲେଣି ୨୦୬୪୦୦
– ସକ୍ରୀୟ ଆକ୍ରାନ୍ତ – ୩୦୬୧୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.