Home Coronavirus Outbreak ଭଲ ଖବର କମୁଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୬୧, ୨୬୭ ନୂଆ କରୋନା ଆକ୍ରାନ୍ତ,...

ଭଲ ଖବର କମୁଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୬୧, ୨୬୭ ନୂଆ କରୋନା ଆକ୍ରାନ୍ତ, ୮୮୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧, ୦୩, ୫୬୯ କୁ ବୃଦ୍ଧି

71

ନୂଆ ଦିଲ୍ଲୀ ୦୬-୧୦ (ଓଡ଼ିଆ ପୁଅ) ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୬୧, ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୮୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬, ୮୫, ୦୮୩ କୁ ବୃଦ୍ଧି ପାଇଛି ଓ ୯, ୧୯, ୦୨୩ ସକ୍ରୀୟ ଥିବାବେଳେ ଏବଂ ୫୬, ୬୨, ୪୯୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧, ୦୩, ୫୬୯ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.