Home 2020

Yearly Archives: 2020

AMU ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କ ଅଭିଭାଷଣ

0
ନୂଆଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଆୟୋଜିତ ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଂଶଗ୍ରହଣ କରିଛନ୍ତି। ଇତି ମଧ୍ୟରେ...

ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୧ : ଦଶମ ଏବଂ ଦ୍ୱାଦଶଶ୍ରେଣୀ ପରୀକ୍ଷା ତାରିଖ ଆଜି ଶିକ୍ଷାମନ୍ତ୍ରୀ ୱେବିନାରରେ ଘୋଷଣା...

0
ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) CBSE ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଆଜି ଅର୍ଥାତ୍ ୨୨ ଡିସେମ୍ବରରେ ଘୋଷଣା କରାଯାଇପାରେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଆଜି...

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଓ ପ୍ରତିବାଦ ସଭା

କେନ୍ଦ୍ରାପଡା, ୨୧/୧୨(ଓଡ଼ିଆ ପୁଅ/ଟିତ୍ତରଞ୍ଜନ ଦାସ)-ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର କୋମଳମତି ଶିଶୁକନ୍ୟା “ପରୀ”ର ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ପୋଲିସ ତଦନ୍ତରେ ଅବହେଳା ଯୋଗୁ ଘଟଣା ସମ୍ପର୍କରେ ସମଗ୍ର...

ରାଧାଗୋବିନ୍ଦଜୀଉଙ୍କ ସମ୍ପତ୍ତି ଉପରେ ବେଆଇନ ନିର୍ମାଣ ସମ୍ପର୍କରେ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୨୧/୧୨(ଓଡ଼ିଆ ପୁଅ/ଟିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଚାଟରାପାଟଣା ଗ୍ରାମବାସୀମାନଙ୍କ ପକ୍ଷରୁ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଛି ଯେ ସେହି ଗ୍ରାମ ସନ୍ନିକଟ ବଡହାଟ ମୈାଜାରେ ଥିବା...

ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ଓ ଶିଶୁ ନିଖୋଜର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ସମଗ୍ର ଓଡ଼ଶାରେ ଆଜି ପ୍ରତିବାଦ କରାଯାଉଥିବା...

ଶୋଷଣର ଶିକାର ମିର୍ଜାପୁର ସମିତି ଚାଷୀ – ଅସାଧୁ ମିଲର ପରିବର୍ତ୍ତନ ଦାବିରେ ଯୋଗାଣ ଅଫିସ ଘେରାଓ

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଧାନ କିଣାରେ ଅସାଧୁ ମିଲରଙ୍କ ଶୋଷଣରେ ଶିକାର ଖଇରା ବ୍ଲକ ର୍ମିଜାପୁର ସେବା ସମବାୟ ସମିତିର ଚାଷୀମାନେ ଆଜି ଜିଲ୍ଲା ଯୋଗଣ ବିଭାଗ ସମ୍ମୁଖରେ ଧାରଣା ଦେଇଥିଲେ।...

ଓଭର ବ୍ରିଜ୍‍ ମରାମତି କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ପାଇଁ ଦାବି

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶାର ପ୍ରଥମ ଓଭରବ୍ରିଜ୍ ତଥା ବାଲେଶ୍ୱରକୁ ମୁଖ୍ୟ ସଂଯୋଗପଥ ମରାମତି ଅଭାବରୁ ଦୁର୍ବଳ ହୋଇଯାଇଛି। ବାଲେଶ୍ୱର ଉଡ଼ନ୍ତାପୋଲ ସୁରକ୍ଷା ମଞ୍ଚ, ବାଲେଶ୍ୱର ସିଭିଲ୍ ସୋସାଇଟି ଓ ବହୁ...

ଚାଷୀ ସଚେତନତା ପାଇଁ ୩୫ ହଜାର ମଣ୍ଡିକୁ ଯିବ ବିଜେପି କୃଷକ ମୋର୍ଚ୍ଚା

0
ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ କୃଷି ଆଇନ୍ ଏକ ମାଇଲଖୁଣ୍ଟ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ...

ବାତଜ୍ୱର ପାଇଁ ସାମୂହିକ ଔଷଧ ସେବନ ପ୍ରସ୍ତୁତି

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହରେ ସାମୂହିକ ବାତଜ୍ୱର(ଫାଇଲେରିଆ) ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ...

ମୁସଲିମ ୱେଲଫେୟର ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବର

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଏକ ପ୍ରିଭେଌକ୍ଷଗ୍ଧ;ିଭ ହେଲଥ କ୍ୟାମ୍ପ ସହରର ପୁଲ ବଜାରସ୍ଥିତ ନିକାହ ମହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମ ପାଳନ...

ଚରମ୍ପା ସରକାରୀ ଡିପୋରେ ଚାଉଳ ହେରଫେର

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଚାଉଳ ଦୁର୍ନୀତି ପୁଣି ଚର୍ଚାକୁ ଆସିଛି। ଚରମ୍ପା ସରକାରୀ ଚାଉଳ ଗୋଦାମରୁ ଅନ୍ୟୁନ ୧୦୦ କ୍ୱିଂଟାଲ ଚାଉଳ ବାଟମାଣା ହୋଇଥିବା...

କେନ୍ଦୁଝର: ମରଣଯନ୍ତା ପାଲଟିଛ କେନ୍ଦୁଝରର ରାସ୍ତାଘାଟ : ଦୁର୍ଘଟଣାରେ ପଙ୍ଗୁ ପାଲଟି ଦୀର୍ଘ ଚାରିବର୍ଷ ହେବ ମୃତ୍ୟୁ ଯନ୍ତ୍ରଣାରେ...

0
କେନ୍ଦୁଝର, ୨୧ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମରଣଯନ୍ତା ପାଲଟିଛି ଧନୀ ଜିଲ୍ଲା ଭାବେ ପରିଚିତ କେନ୍ଦୁଝର ଜିଲ୍ଲାର ରାସ୍ତା ଘାଟ। ଯେଉଁଥିପାଇିଁ ଅନେକ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ...

ଭାରତ-ଭିଏତନାମ ନେତାଙ୍କ ଭର୍ଚୁଆଲ୍ ସମ୍ମିଳନୀ

0
ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଏତନାମ ସମାଜବାଦୀ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଗୁଏନ ଜୁଆନ ଫୁକଙ୍କ ସହିତ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଦୁଇ...

ସକ୍ରିୟ ମାମଲାରେ ସ୍ଥାୟୀ ହ୍ରାସ; ୧୬୧ ଦିନ ପରେ ମାମଲା ୩.୦୩ ଲକ୍ଷକୁ ଖସିଲା

0
- ଗତ ୨୪ ଦିନ ଧରି ଦୈନିକ ଆରୋଗ୍ୟ ହାର କ୍ରମାଗତ ଭାବେ ନୂତନ ମାମଲାଠାରୁ ଅଧିକ ଭାରତର ମୋଟ ସକ୍ରିୟ କୋଭିଡ ମାମଲା ଆଜି ୩.୦୩ ଲକ୍ଷ (୩, ୦୩, ୬୩୯) କୁ...

ବିଦ୍ୟୁତ (ଖାଉଟିଙ୍କ ଅଧିକାର) ନିୟମ ୨୦୨୦ ମାଧ୍ୟମରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ଅଧିକାର ଘୋଷଣା...

0
- ପରିବର୍ତ୍ତିତ ପରିସ୍ଥିତିରେ ବିଜୁଳି ଉପଭୋକ୍ତାଙ୍କୁ ସଶକ୍ତ କରିବାର ଯୁଗ ଆରମ୍ଭ ସହିତ ସଂପୃକ୍ତ ଖାଉଟିଙ୍କ ସ୍ୱାର୍ଥରକ୍ଷା ଉପରେ ଗୁରୁତ୍ୱ: ଶ୍ରୀ ଆର.କେ. ସିଂହ - ନୂଆ ବିଜୁଳି ସଂଯୋଗ ଏବଂ ଅନ୍‌ଲାଇନରେ ବିଲ୍‌...

ଜଷ୍ଟିସ୍ ଫର୍ ପରୀ: ପଦଯାତ୍ରାର ଦ୍ଵିତୀୟ ଦିନ: ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ...

0
ଭୁବନେଶ୍ୱର: ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା ପରୀ ପାଇଁ ପଦଯାତ୍ରା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ରବିବାର ଦିନ ଲିଙ୍ଗରାଜ ମନ୍ଦିର ନିକଟରୁ...

ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ରୋକିବାରେ ସରକାରଙ୍କ ବିଫଳତା ପ୍ରତିବାଦରେ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଲିସ...

0
ଭୁବନେଶ୍ୱର ୨୧.୧୨ (ଓଡ଼ିଆ ପୁଅ) – ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଚେତନ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା, ୨୧/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା କରାଯିବା ନିମନ୍ତେ କେନ୍ଦ୍ରାପଡା ସଚେତନ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସୋମବାର ଏକ...

ପାଇକା ନଦୀ ବାଲିଘାଟର ବେଆଇନ ନିଲାମକୁ ବିରୋଧ କରି ଆନ୍ଦୋଳନ ରାସ୍ତା ରୋକର ଚେତାବନି

ତିର୍ତ୍ତୋଲ ୨୧/୧୨ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ପଞ୍ଚାୟତରେ ପାଇକା ନଦୀ ବାଲିଘାଟର ବେଆଇନ ନିଲାମକୁ ଭିତ୍ତିକରି ଏକ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ...

ହନୁମାନଜୀଉଙ୍କ ପଞ୍ଚଦଶତମ ବାର୍ଷିକୋତ୍ସବ

ତିର୍ତ୍ତୋଲ ୨୧/୧୨ (ଓଡ଼ିଆ ପୁଅ/ଟୁକନ ସେଠୀ)ତିର୍ତ୍ତୋଲ ବ୍ଲକର ଗୋପାଳପୁର ଶଙ୍ଖେଶ୍ୱର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ହନୁମାନ କୃପା ପରିଷଦର ୧୫ତମ ବାଷିକୋତ୍ସବ ଗତ ୧୪ ତାରିଖରୁ ଆରମ୍ଭ ହୋଇଯାଇଛି। ୧୪ ତାରିଖରୁ...