Home ଓଡ଼ିଶା ପୂର୍ବତନ ବିଧାୟକ ଡା. ପ୍ରଫୁୂଲ୍ଲ ମାଝୀ କଂଗ୍ରେସ ଦଳରୁ ବହିଷ୍କୃତ

ପୂର୍ବତନ ବିଧାୟକ ଡା. ପ୍ରଫୁୂଲ୍ଲ ମାଝୀ କଂଗ୍ରେସ ଦଳରୁ ବହିଷ୍କୃତ

75

ଭୁବନେଶ୍ୱର ୬.୧୨ (ଓଡ଼ିଆ ପୁଅ) – ଦଳ ବିରୋଧି ଏବଂ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ତଳସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସ ଦଳରୁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ ବହିଷ୍କାର କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ସଂଯୋଜକ ଶ୍ରୀ ଦୀପକ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.