Home କେନ୍ଦୁଝର ବ୍ଲକ କର୍ମଚାରୀଙ୍କ ପକ୍ଷରୁ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ଲକ କର୍ମଚାରୀଙ୍କ ପକ୍ଷରୁ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

41

ହାଟଡିହି- ୧୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ନବ ନିଯୁକ୍ତ ବିଡିଓ ବିନିତା ବିଜୟିନୀଙ୍କୁ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ଲକର ମୁଖ୍ୟ କିରାଣୀ ହରକୁମାର ନାୟକ, ସହକାରୀ ନିର୍ବାହୀଯନ୍ତ୍ରୀ ଅରବିନ୍ଦ ଆରୁଖ, ଯୋଗାଣ ଅଧିକାରୀ ଶ୍ୟାମ ମାଝୀ, ବରିଷ୍ଠ କିରାଣୀ ଭୁବନେଶ୍ୱର ମହାପାତ୍ର, କେସିୟର ହରେକୃଷ୍ଣ ପ୍ରଧାନ, ଜିପିଓ ନବୀନ ଚନ୍ଦ୍ର ନାୟକ, ସହକାରୀଯନ୍ତ୍ରୀ ନନିନ୍ଦ୍ରନାଥ ନାୟକ, କନିଷ୍ଠଯନ୍ତ୍ରୀ ସୁକାନ୍ତ କୁମାର ନାୟକ, ସୁପ୍ରଭା ପ୍ରଧାନ, ଶ୍ରଦ୍ଧାଞ୍ଚଳୀ ସାହୁ, ଲାଖାଇ ମୁର୍ମୁ, ରବିନ୍ଦ୍ରନାଥ ସୋରେନ, ଡିଇଓ ସୁବ୍ରତ ନାୟକ, ପ୍ରଶାନ୍ତ କୁମାର ସେଠୀ, ପିଇଓ ରମେଶ ଚନ୍ଦ୍ର ମାଝୀ, ଜିତେନ୍ଦ୍ର ଜେନା, ମଧୁସ୍ମିତା ମହାନ୍ତି, ଯୋଗାଣ ବିଭାଗର ଡିଇଓ ଜୀବନ ରାଉତଙ୍କ ସମେତ ସମସ୍ତ ପିଇଓ, ଜିଆରଏସ ମାନେ ବିଡିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.