Home ଓଡ଼ିଶା ୫ ଜୁଲାଇରେ ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାର ୩ଟି ଆସନରେ ହେବ ନିର୍ବାଚନ

୫ ଜୁଲାଇରେ ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାର ୩ଟି ଆସନରେ ହେବ ନିର୍ବାଚନ

789

ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଓଡ଼ିଶାର ୩ଟି ଆସନରେ ହେବ ନିର୍ବାଚନ। ଜୁନ ୧୮ରେ ବିଜ୍ଞପ୍ତି ଓ ଜୁନ ୨୫ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ। ସୂଚନାଯୋଗ୍ୟଯେ, ଅଚ୍ୟୁତ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସର୍ବମୋଟ ୬ ଟି ଆସନରେ ହେବ ନିର୍ବାଚନ। ଗୁଜରାଟର ୨ଟି ଓ ବିହାରର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ୨୬ ଜୁନରେ ଯାଞ୍ଚ ହେବ ନାମାଙ୍କନ ପତ୍ର ଏବଂ ୫ ଜୁଲାଇରେ ରାଜ୍ୟସଭା ନିର୍ବାଚନ ପାଇଁ ପଡିବ ଭୋଟ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.