Home ଓଡ଼ିଶା ପୁରୀରେ ବିଳମ୍ୱିତ ରାତିରେ ଦୂର୍ବୁର୍ତ୍ତଙ୍କ ଆତଙ୍କରାଜ

ପୁରୀରେ ବିଳମ୍ୱିତ ରାତିରେ ଦୂର୍ବୁର୍ତ୍ତଙ୍କ ଆତଙ୍କରାଜ

36

ପୁରୀ ୨୪-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ବିଳମ୍ୱିତ ରାତିରେ ଦୂର୍ବୁର୍ତ୍ତଙ୍କ ଆତଙ୍କରାଜ। ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ଦୁଇଟି ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ନିଳଚକ୍ର ନଗରର ସଞ୍ଜୟ କୁମାର ଦାସଙ୍କ ବାଇକ ଓ ସାଇକେଲରେ ଦୁର୍ବୁତ୍ତ ମାନେ ଲଗାଇଛନ୍ତି ନିଆଁ। କିଏ ଏବଂ କାହିଁକି ଏଭଳି କରିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଘଟଣସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥା ରେ ଅଛନ୍ତି। ତୁରନ୍ତ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.