Home ଓଡ଼ିଶା ପାକିସ୍ତାନରେ ରହୁଥିବା ହିନ୍ଦୁ ଭାରତରେ କଲେ ବିବାହ

ପାକିସ୍ତାନରେ ରହୁଥିବା ହିନ୍ଦୁ ଭାରତରେ କଲେ ବିବାହ

1156

ନୂଆଦିଲ୍ଲୀ,୨୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜାମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଚାଲିଛି। ଏହା ମଧ୍ୟରେ ଦୁଇ ହିନ୍ଦୁ ଯୁଗଳ କରାଚି ରୁ ଗୁଜୁରାଟ ଆସି ଗତ ଶନିବାର ଦିନ ବିବାହ କରିଛନ୍ତି। ରାଜକୋଟ ମାହେଶ୍ବରୀ ସମାଜ ରାଜକୋଟରେ ଏହି ବିବାହ କରିଛନ୍ତି।

ରାଜକୋଟ ମାହେଶ୍ବରୀ ସମାଜର ଯୁବ ଅଧ୍ୟକ୍ଷ ଭବେଶ ମାହେଶ୍ବରୀଙ୍କ କହିବା ଅନୁଯାୟୀ ଏହି ସଂଗଠନ ପାକିସ୍ତାନର ୯୦ରୁ ଅଧିକ ଯୁଗଳଙ୍କୁ ବିବାହ କରିବା ସହ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲା। ଏଥିରେ ଅଧିକାଂଶ କରାଚିର ଲୋକମାନେ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.