ad
ଓଡ଼ିଶା

ନୟାଗଡ଼ରୁ ମହିପୁର ଗଡ଼ିବ ଟ୍ରେନ

ଭୁବନେଶ୍ୱର,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ଏବେ ନୟାଗଡବାସୀଙ୍କ ପାଇଁ ଖୁସି ଖବର । ଏବେ ନୟାଗଡରୁ ମହିପୁରକୁ ଟ୍ରେନ ଚଳାଚଳ କରିବ । ଯାହା ପାଇଁ ସ୍ଥାନୀୟବାସୀନ୍ଦା ବେଶ୍ ଖୁସି ହୋଇଛନ୍ତି । ନିୟମିତ ଟ୍ରେନ ଚଳାଚଳ ନେଇ ସମସ୍ତ ସ୍ଥିତି ଅନୁଧ୍ୟାନ ପରେ ସିଆରଏସ ଆଜି ଅନୁମତି ପ୍ରଦାନ କରିଛନ୍ତି । ଏହାଛଡା ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ ଗଡିଥିବା ମଧ୍ୟ ସୂଚନା ମିଳିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top