Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୯ ମୃତ

22

ନୂଆ ଦିଲ୍ଲୀ ୫-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୬୩,୮୭୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୩,୭୮,୭୨୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧,୬୫୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୫୭,୪୭୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬,୦୧୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୪,୮୭୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୫%

ଆରୋଗ୍ୟ ହୋଇଛନ୍ତି ୯୮.୬୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୮, ୫୫, ୬୬, ୯୪୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୪, ୬୨, ୫୬୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୮୭ ୧୨୯
ଆନ୍ଧ୍ରପ୍ରଦେଶ ୧୩୪୧ ୨୩୦୨୧୯୨ ୨୮୮ ୧୪୭୨୯
ଅରୁଣାଚଳ ପ୍ରଦେଶ ୭୩ ୬୪୦୯୨ ୧୫ ୨୯୬
ଆସାମ ୧୪୫୨ ୭୧୬୦୬୬ ୨୪ ୬୬୩୯
ବିହାର ୨୨୫ ୮୧୭୭୪୭ ୬୪ ୧୨୨୫୫
ଚଣ୍ଡିଗଡ଼ ୯୮ ୯୦୫୨୨ ୨୨ ୧୧୬୫
ଛତିଶଗଡ ୮୮୮ ୧୧୩୬୪୨୫ ୨୨୪ ୧୪୦୩୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୪
ଦିଲ୍ଲୀ ୧୪୬୬ ୧୮୩୩୫୮୯ ୪୨୦ ୨୬୧୩୪
୧୦ ଗୋଆ ୧୮୧ ୨୪୧୦୯୨ ୩୦ ୩୮୨୬
୧୧ ଗୁଜୁରାଟ ୧୧୦୯ ୧୨୧୧୦୮୭ ୨୩୭ ୧୦୯୩୪
୧୨ ହରିୟାଣା ୧୩୪୫ ୯୭୦୭୬୬ ୩୨୬ ୧୦୫୭୧
୧୩ ହିମାଚଳ ପ୍ରଦେଶ ୫୩୬ ୨୭୮୯୪୭ ୧୬୩ ୪୧୨୨
୧୪ ଜାମ୍ମୁ କାଶ୍ମୀର ୪୧୨ ୪୪୮୦୦୬ ୮୩ ୪୭୪୯
୧୫ ଝାଡଖଣ୍ଡ ୨୬୬ ୪୨୮୯୩୫ ୭୫ ୫୩୧୫
୧୬ କର୍ଣ୍ଣାଟକ ୩୫୦୭ ୩୮୯୮୫୭୬ ୬୪୮ ୩୯୯୮୫
୧୭ କେରଳ ୧୭୯୧୩ ୬୪୨୪୯୨୦ ୩୮୭୮ ୬୬୦୧୨ ୨୫୪
୧୮ ଲଦାଖ ୧୨୫ ୨୭୭୪୨ ୨୩ ୨୨୮
୧୯ ଲକ୍ଷଦୀପ ୧୧୩୪୬ ୫୨
୨୦ ମଧ୍ୟପ୍ରଦେଶ ୧୮୭୧ ୧୦୨୭୧୪୨ ୫୧୫ ୧୦୭୩୨
୨୧ ମହାରାଷ୍ଟ୍ର ୮୪୭୮ ୭୭୧୫୭୧୧ ୯୯୨ ୧୪୩୭୨୭
୨୨ ମଣିପୁର ୨୭୬ ୧୩୪୪୮୩ ୩୫ ୨୧୧୩
୨୩ ମେଘାଳୟ ୧୪୪ ୯୧୮୩୧ ୩୦ ୧୫୮୨
୨୪ ମିଜୋରାମ ୫୧୧୦ ୨୧୧୨୬୭ ୮୦୫ ୬୬୧
୨୫ ନାଗାଲାଣ୍ଡ ୬୪ ୩୪୫୯୬ ୨୦ ୭୫୭
୨୬ ଓଡ଼ିଶା ୧୫୦୫ ୧୨୭୫୦୧୯ ୨୬୩ ୯୦୯୧
୨୭ ପୁଡୁଚେରୀ ୫୨ ୧୬୩୭୨୫ ୨୩ ୧୯୬୨
୨୮ ପଞ୍ଜାବ ୪୨୫ ୭୪୦୨୦୮ ୧୧୬ ୧୭୭୧୯
୨୯ ରାଜସ୍ଥାନ ୨୯୫୯ ୧୨୬୮୩୭୭ ୪୬୪ ୯୫୪୦
୩୦ ସିକ୍କିମ୍ ୩୬ ୩୮୬୦୨ ୪୪୩
୩୧ ତାମିଲନାଡୁ ୩୫୦୫ ୩୪୦୯୦୭୮ ୭୦୫ ୩୮୦୧୧
୩୨ ତେଲେଙ୍ଗାନା ୨୧୬୪ ୭୮୩୨୭୮ ୩୭୪ ୪୧୧୧
୩୩ ତ୍ରିପୁରା ୧୦ ୯୯୯୩୯ ୯୧୯
୩୪ ଉତ୍ତରାଖଣ୍ଡ ୧୯୫୬ ୪୨୬୬୮୬ ୨୭୯ ୭୬୮୬
୩୫ ଉତ୍ତରପ୍ରଦେଶ ୨୬୨୯ ୨୦୪୨୬୬୫ ୩୪୬ ୨୩୪୭୧
୩୬ ପଶ୍ଚିମବଙ୍ଗ ୧୭୪୯ ୧୯୯୨୭୪୩ ୧୫୨ ୨୧୧୭୮
ମୋଟ ୬୩୮୭୮ ୪୨୩୭୮୭୨୧ ୧୧୬୫୧ ୫୧୪୮୭୮ ୨୮୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.