Home Top News ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୯,୮୯୩ ନୂଆ ଆକ୍ରାନ୍ତ...

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୯,୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୫୩ ମୃତ

55

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଦେଶରେ ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୯,୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୬,୪୭୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪୩୪୨୪୦୨୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୧୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୦,୮୭,୦୩୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୭୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୫୩୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୧%

ଆରୋଗ୍ୟ ହୋଇଛନ୍ତି ୯୮.୫୦%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୫, ୨୨, ୫୧, ୪୦୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୮, ୨୦, ୬୭୬

ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୮୭, ୬୭, ୬୦, ୫୩୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୦୩, ୦୦୬

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୯ ୧୦୨୯୫ ୧୨୯
ଆନ୍ଧ୍ରପ୍ରଦେଶ ୧୯୪୨ ୨୩୧୬୦୪୬ ୩୫୯ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୦୦ ୬୫୩୫୦ ୭୯ ୨୯୬
ଆସାମ ୪୯୧୭ ୭୨୭୫୧୧ ୧୩୧୦ ୮୦୨୧
ବିହାର ୧୧୭୪ ୮୩୦୬୦୯ ୩୦୧ ୧୨୨୮୪
ଚଣ୍ଡିଗଡ଼ ୯୧୮ ୯୪୭୮୧ ୧୧୬ ୧୧୭୧
ଛତିଶଗଡ ୩୩୨୭ ୧୧୫୦୧୧୯ ୫୩୩ ୧୪୦୭୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୩ ୧୧୫୨୦
ଦିଲ୍ଲୀ ୫୬୩୭ ୧୯୨୮୨୧୪ ୧୪୩୭ ୨୬୩୨୧
୧୦ ଗୋଆ ୯୦୮ ୨୪୭୭୪୮ ୮୦ ୩୮୫୪
୧୧ ଗୁଜୁରାଟ ୬୪୦୭ ୧୨୪୦୩୩୨ ୯୦୯ ୧୦୯୭୧
୧୨ ହରିୟାଣା ୩୫୯୭ ୧୦୧୮୦୦୭ ୭୧୭ ୧୦୬୪୫
୧୩ ହିମାଚଳ ପ୍ରଦେଶ ୫୪୫୪ ୨୯୨୫୫୫ ୯୦୯ ୪୧୭୦
୧୪ ଜାମ୍ମୁ କାଶ୍ମୀର ୪୯୪୦ ୪୫୬୯୩୦ ୬୪୫ ୪୭୭୩
୧୫ ଝାଡଖଣ୍ଡ ୧୦୭୧ ୪୩୪୦୨୭ ୧୩୭ ୫୩୨୭
୧୬ କର୍ଣ୍ଣାଟକ ୧୧୧୮୫ ୩୯୬୧୧୮୭ ୧୮୪୫ ୪୦୧୫୦
୧୭ କେରଳ ୧୨୭୧୫ ୬୬୪୧୬୯୩ ୧୮୯୫ ୭୦୫୦୯
୧୮ ଲଦାଖ ୮୩ ୨୮୬୧୬ ୨୧ ୨୨୮
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୪୮୦ ୧୦୩୮୨୧୬ ୨୩୯ ୧୦୭୫୬
୨୧ ମହାରାଷ୍ଟ୍ର ୧୨୩୨୧ ୭୮୯୧୬୬୫ ୨୧୮୭ ୧୪୮୧୧୭
୨୨ ମଣିପୁର ୪୩୧ ୧୩୬୬୫୧ ୫୭ ୨୧୩୧
୨୩ ମେଘାଳୟ ୬୯୬ ୯୩୩୪୫ ୮୦ ୧୬୦୭
୨୪ ମିଜୋରାମ ୧୨୯୨ ୨୩୧୫୪୦ ୧୬୦ ୭୧୦
୨୫ ନାଗାଲାଣ୍ଡ ୭୬ ୩୪୯୬୯ ୧୩ ୭୭୧
୨୬ ଓଡ଼ିଶା ୫୫୧୮ ୧୩୦୦୦୨୩ ୯୧୪୨
୨୭ ପୁଡୁଚେରୀ ୭୭୨ ୧୬୮୪୮୫ ୧୩୪ ୧୯୬୭
୨୮ ପଞ୍ଜାବ ୧୦୩୧୩ ୭୪୭୧୦୧ ୧୭୮୨୩
୨୯ ରାଜସ୍ଥାନ ୨୨୦୯ ୧୨୮୩୪୨୪ ୨୨୨ ୯୫୮୫
୩୦ ସିକ୍କିମ୍ ୭୬୭ ୪୧୧୪୪ ୧୨୮ ୪୭୨
୩୧ ତାମିଲନାଡୁ ୧୧୩୯୨ ୩୪୯୮୭୭୦ ୧୬୯୧ ୩୮୦୩୩
୩୨ ତେଲେଙ୍ଗାନା ୬୧୩୨ ୮୧୨୪୨୦ ୮୫୨ ୪୧୧୧
୩୩ ତ୍ରିପୁରା ୧୨୧୦ ୧୦୪୮୭୮ ୩୯୨ ୯୩୦
୩୪ ଉତ୍ତରାଖଣ୍ଡ ୨୪୩୭ ୪୩୩୭୧୮ ୪୩୪ ୭୭୧୫
୩୫ ଉତ୍ତରପ୍ରଦେଶ ୩୫୮୫ ୨୦୭୭୧୫୬ ୪୮୬ ୨୩୫୭୧
୩୬ ପଶ୍ଚିମବଙ୍ଗ ୧୧୧୨୦ ୨୦୬୩୬୨୧ ୨୦୪୧ ୨୧୩୮୦
ମୋଟ ୧୩୬୪୭୮ ୪୩୪୨୪୦୨୯ ୨୦୪୧୯ ୫୨୬୫୩୦ ୩୮

 

  • କେରଳରେ ୧୫ଟି ମୃତ୍ୟୁର ରିକନସିଲିଏସନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.