ad
କେନ୍ଦୁଝର

କୁକୁଡା ଚୋର ଗିରଫ

ହାଟଡିହି, ୨୭ /୯:(ଓଡିଆପୁଅ/ବିକାଶ ବିଶ୍ୱାଳ) ବିଦ୍ୟାଧରପୁର ବଜାରରୁ କୁକୁଡା ଚୋରୀ ଅଭିଯୋଗରେ ସୋସୋ ପୁଲିସ କମଳ ଲୋଚନ ଯେନା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଖବରରୁ ଜଣାଯାଇଛି ଯେ ଗତ କିଛିଦିନ ତଳେ ବିଦ୍ୟାଧରପୁର ବଜାରର ଜଣେ ବ୍ୟକ୍ତିଙ୍କ କୁକୁଡା ଚୋରୀ ନେଇ ସୋସୋ ଥାନାରେ ଅଭିଯୋଗ ହୋଇଥିଲା । ସୋସୋ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ନନ୍ଦିପଦା ଥାନା ନୁଆରମ୍ପାସ ଗ୍ରାମରେ ଚଢ଼ାଉକରି କମଳ ଲୋଚନ ଯେନାଙ୍କୁ ଗିରଫ କରିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top