କଳାହାଣ୍ଡିର ସର୍ବ ପୁରାତନ କଲେଜ ରେ ଅଧ୍ୟାପକ ଅଭାବ ଯୋଗୁଁ ଛାତ୍ର ଅଶାନ୍ତି ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୦୮/୦୯.୨୦୧୮ କଳାହାଣ୍ଡି ଜିଲ୍ଲାରେ ଉଚ୍ଚ ଶିକ୍ଷାର ଉନ୍ନତି ପାଇଁ ୧୯୬୦ ମସିହାରେ ଗଠନ କରାଯାଇଥିଲା କଳାହାଣ୍ଡି ବିଜ୍ଞାନ ମହାବିଦ୍ୟାଳୟ । ସମଗ୍ର କଳାହାଣ୍ଡି ଜିଲ୍ଲା ଏବଂ ଆଖପାଖ ଅଂଚଳର ଚାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକମାତ୍ର ଉଚ୍ଚ ଶିକ୍ଷାର କେନ୍ଦ୍ର ଥିଲା । ପରବର୍ତୀ ସମୟରେ ୧୯୬୧ ମସିହାରେ ଏହାକୁ ସରକାର ହାତକୁ ନେଇଥିବା ବେଳେ ଗତ ୨୦୦୨ ମସିହାରେ ଏହି କଲେଜ ଟି ସ୍ୱୟଂଶାସିତ କଲେଜ ଭାବେ ମାନ୍ୟତା ପାଇ ସାରିଛି । ଗତ ୨୦୦୫ ମସିହାରେ ଏହା ସେଂଟର ଅଫ ପୋଟେନସିଆଲ ଏଜୁକେସନ ଭାବେ ପରିଗଣିତ ହେବା ସହିତ ଏନଏଏକ ରେ ଯୁକ୍ତ ବି ମାନ୍ୟତା ପାଇ ସାରିଛି…

"କଳାହାଣ୍ଡିର ସର୍ବ ପୁରାତନ କଲେଜ ରେ ଅଧ୍ୟାପକ ଅଭାବ ଯୋଗୁଁ ଛାତ୍ର ଅଶାନ୍ତି ।"