Home ଆନ୍ତର୍ଜାତୀୟ ଏୟାର ଷ୍ଟ୍ରାଇକ ରାତି ସାରା ଅନିଦ୍ରା ଥିଲେ ପିଏମ ମୋଦୀ

ଏୟାର ଷ୍ଟ୍ରାଇକ ରାତି ସାରା ଅନିଦ୍ରା ଥିଲେ ପିଏମ ମୋଦୀ

1750

ନୂଆଦିଲ୍ଲୀ:ଏୟାର ଷ୍ଟ୍ରାଇକ ରାତି ସାରା ଅନିଦ୍ରା ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଭାରତୀୟ ବାୟୁ ସେନା ପକ୍ଷରୁ କରାଯାଇଥିବା ସୀମା ପାର ଏୟାର ଷ୍ଟ୍ରାଇକ ନିଜେ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ।ସୂଚନା ମୁତାବକ ଅପରେସନ ସମୟରେ ନରେନ୍ଦ୍ର ମୋଦୀ ଲଗାତାର ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ,ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ଏବଂ ବାୟୁସେନା ପ୍ରମୁଖ ବିରେନ୍ଦ୍ର ସିଂ ଧନୋଆଙ୍କ ସହ ସମ୍ପର୍କରେ ଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.