Home ଆମ ସଂସ୍କୃତି, କଳା ଓ ଐତିହ୍ୟ ୨୦୧୯ କୁମ୍ଭମେଳା:ବଜେଟ ୪୨୦୦ କୋଟି!

୨୦୧୯ କୁମ୍ଭମେଳା:ବଜେଟ ୪୨୦୦ କୋଟି!

654

ପ୍ରୟାଗରାଜ:ଉତ୍ତରପ୍ରଦେଶର ପ୍ରୟାଗରାଜରେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଯାଇଥିବା ୨୦୧୯ କୁମ୍ଭମେଳା ପାଇଁ ୪୨୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।ଏହି ମେଳା ୩୨୦୦ ହେକ୍ଟୟର କ୍ଷେତ୍ରଫଳ ଅଞ୍ଚଳରେ ଆୟୋଜିତ ହେଉଛି।ରାଜ୍ୟ ଅର୍ଥମନ୍ତ୍ରୀ ରାଜେଶ ଅଗ୍ରବାଲ କହିଛନ୍ତି ୨୦୧୩ରେ ହୋଇଥିବା କୁମ୍ଭମେଳାରେ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।ଚଳିତ ବର୍ଷ କୁମ୍ଭମେଳା ପାଇଁ ୫.୬୩ ଲକ୍ଷ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି।ଏବଂ ୧,୨୨,୫୦୦ ଶୌଚାଳୟ ବ୍ୟବସ୍ଥା କରାଯାଇଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.