୨୪ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜି ସମ୍ଭାଳିକରି ପଦକ୍ଷେପ ଉଠାଇବାକୁ ଉପଦେଶ। ଆପଣଙ୍କ ଆଖପାଖର ସ୍ଵଜନମାନଙ୍କ ସହିତ ଉଗ୍ର ଚର୍ଚ୍ଚା ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହବା ପାଇଁ ଉପଦେଶ। ବୃଷ (Taurus): ଆପଣଙ୍କ କାର୍ଯ୍ୟ ଦିନରେ ସଂପନ୍ନ ହେବାରୁ ଆନନ୍ଦର ମାତ୍ରାରେ ବୃଦ୍ଧି ହେବ। ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ଆର୍ଥିକ ଲାଭ ହେବାର ମଧ୍ୟ ସଂଭାବନା ଅଛି। ପରନ୍ତୁ ମଧ୍ୟାହ୍ନ ପରେ…

"୨୪ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

୨୩ ଅପ୍ରେଲ ସୋମବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଆଜି ଆପଣ ବହୁତ ଭାବନାଶୀଳ ରହିବେ, ସେଥିପାଇଁ କାହାର କଥାରେ ଆପଣଙ୍କ ଭାବନାକୁ ଆଘାତ ପହଁଞ୍ଚି ପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ। ସ୍ଥାୟୀ ସଂପତ୍ତି ମାମଲାରେ କୌଣସି ନିର୍ଣ୍ଣୟ ନେବା ଉଚିତ ନୁହେଁ। ମାନସିକ ବ୍ୟଗ୍ରତା ଏବଂ ଶାରୀରିକ ଅସୁସ୍ଥତା ରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ମଧ୍ୟମ କୁହାଯାଇପାରେ। ଆପଣଙ୍କ ସ୍ଵାଭିମାନ ଭଙ୍ଗ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ମହିଳା ବର୍ଗଙ୍କଠାରୁ ସାବଧାନ ରହିବାକୁ ଉପଦେଶ। ବୃଷ (Taurus): ଆପଣଙ୍କ ହୃଦୟ ଏବଂ ମନ ସୁସ୍ଥ ଏବଂ ପ୍ରଫୁଲ୍ଲିତ ରହିବ। ପରିଜନମାନଙ୍କ ସହିତ ଘରର ବିଭିନ୍ନ ବିଷୟ ସମ୍ବନ୍ଧରେ ଚର୍ଚ୍ଚା କରିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ କରିବେ। ଆର୍ଥିକ ମାମଲା ଉପରେ ଅଧିକ ଧ୍ୟାନ…

"୨୩ ଅପ୍ରେଲ ସୋମବାର: ଜାଣନ୍ତୁ ଆଜିର ରାଶିଫଳ"

୨୨ ଅପ୍ରେଲ୍ ରବିବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ପରନ୍ତୁ ମଧ୍ୟାହ୍ନ ପରେ ମନର ଦୃଢତାରେ ହ୍ରାସ ହେବ ଏବଂ ମନ ବିଚାରରେ ବୁଡ଼ି ରହିବ। ମାନସିକ ରୂପରେ ଚିନ୍ତିତ ରହିବେ। ବୃଷ (Taurus): ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ। ଆଜି ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କ ସହିତ ହୋଇଥିବା ସାକ୍ଷାତ ଆନନ୍ଦପ୍ରଦ ରହିବ। ଆଜି ଦିନର ଅଧିକାଂଶ ସମୟ ଧନ ସମ୍ବନ୍ଧିତ ଯୋଜନା ବନାଇବାରେ ସମୟ ବିତାଇବେ। ମିଥୁନ (Gemini): ଆର୍ଥିକ ଦୃଷ୍ଟିକୋଣରୁ ଆଜିର…

"୨୨ ଅପ୍ରେଲ୍ ରବିବାର: ଜାଣନ୍ତୁ ଆଜିର ରାଶିଫଳ"

୨୧ ଅପ୍ରେଲ ଶନିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ବିଚାରରେ ଅସ୍ଥିରତା ଆପଣଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇପାରେ। ଆମଦାନୀ ରପ୍ତାନୀ ସହିତ ସଂଯୁକ୍ତ ବ୍ୟାପାରୀମାନଙ୍କୁ କାରବାରରେ ଲାଭ ଏବଂ ସଫଳତା ମିଳିବ। ଆପଣଙ୍କ ହଜିଯାଇଥିବା ବସ୍ତୁ ଫେରସ୍ତ ମିଳିବାର ସଂଭାବନା ଅଛି। ବୌଦ୍ଧିକ ତଥା ଲେଖନ କାର୍ଯ୍ୟ ପାଇଁ ଭଲ ଦିନ ଅଟେ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଉପଦେଶ। ବୃଷ (Taurus): ଠୋସ ନିର୍ଣ୍ଣୟ ନନେବାରୁ ହାତକୁ ଆସିଥିବା କାର୍ଯ୍ୟ ହାତରୁ ଖସିଯାଇପାରେ। ଲେଖକ, କାରୀଗର, କଲାକାମାନଙ୍କୁ ନିଜର କୌଶଳ ପ୍ରଦର୍ଶନର ଅବସର ମିଳିବ। ଆପଣଙ୍କ ବାକଚାତୁରୀରେ କାର୍ଯ୍ୟ ସଂପନ୍ନ ହେବ ଏବଂ ଦ୍ୱିତୀୟକୁ ମୋହିତ କରିବ। ଯାତ୍ରାରେ ଆର୍ଥିକ ଲାଭ ଏବଂ ବାହନ ସୁଖର ସଂଭାବନା ଅଛି। ବାଦ-ବିବାଦରୁ ଦୂରରେ…

"୨୧ ଅପ୍ରେଲ ଶନିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

୨୦ ଅପ୍ରେଲ, ଶୁକ୍ରବାର ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ। ଯାତ୍ରାର ମଧ୍ୟ ଯୋଗ ଅଛି। ଧନ ସମ୍ବନ୍ଧରେ କୌଣସି ବିଶେଷ ଚର୍ଚ୍ଚା ହୋଇପାରେ। ବୃଷ (Taurus): ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ। ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୁର୍ତ୍ତି ଏବଂ ଆନନ୍ଦର ଅନୁଭବ ହେବ। ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ। ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବୈଚାରିକ ସ୍ତରରେ ଆପଣ ବୁଡ଼ି ରହିବେ।…

"୨୦ ଅପ୍ରେଲ, ଶୁକ୍ରବାର ଜାଣନ୍ତୁ ଆଜିର ରାଶିଫଳ"

୧୯ ଅପ୍ରେଲ୍ ଗୁରୁବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଆଜିର ଦିନ ନିଜର ନିଜର ବିଚାରକୁ ଛାଡ଼ିକରି ଅନ୍ୟ ବିଚାରକୁ ଅପଣାଇବାକୁ ଉପଦେଶ। ଘରର ତଥା ପରିଜନ କାର୍ଯ୍ୟ କରୁଥିବା ସମୟରେ ଆପଣଙ୍କୁ ସମାଧାନ ବ୍ୟବହାର ଆପଣାଇବା ଉଚିତ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ବୃଷ (Taurus): ଆପଣ ଆର୍ଥିକ ଦାୟୀତ୍ତ୍ୱଗୁଡ଼ିକ ପ୍ରତି ଆଜି ଧ୍ୟାନ ଦେବେ। ଆର୍ଥିକ ଲାଭ ହେବାର ସଂଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତାରୁ କାରଣ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ମିଥୁନ (Gemini): ଉଗ୍ରତାର କାରଣରୁ କୌଣସି ଝଗଡ଼ା ନ ହେଉ ଏହାର ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ହେବ, ଧନହାନି ଏବଂ ମାନହାନି ହୋଇପାରେ। ପରିଜନମାନଙ୍କ…

"୧୯ ଅପ୍ରେଲ୍ ଗୁରୁବାର: ଜାଣନ୍ତୁ ଆଜିର ରାଶିଫଳ"

୧୭ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ଭରି ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ। ମାତାଙ୍କ ତରଫରୁ ଲାଭ ହେବ। ଯାତ୍ରାର ଯୋଗ ଅଛି। ଧନ ଲାଭ, ଉତ୍ତମ ଭୋଜନ ଏବଂ ଭେଟ-ଉପହାର ମିଳିବାରରୁ ଆପଣ ଆନନ୍ଦିତ ରହିବେ। ବୃଷ (Taurus): କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ। ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ…

"୧୭ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆଜିର ରାଶିଫଳ"

ଜାଣନ୍ତୁ ଆପଣଙ୍କର ସାପ୍ତାହିକ ରାଶିଫଳ: ୧୬ ଅପ୍ରିଲ ରୁ ୨୨ ଅପ୍ରିଲ

ମେଷ (Aries): ଏହି ସପ୍ତାହର ପ୍ରାରମ୍ଭରେ ପାରବାରି ଉପରେ ଅଳ୍ପ ପ୍ରତିକୂଳତା ରହିବ। ବୈବାହିକ ଜୀବନରେ ଚିନ୍ତା ହୋଇପାରେ। ୧୬ ଏବଂ ୧୭ ତାରିଖରେ ଆପଣଙ୍କ ରାଶିରେ ଚନ୍ଦ୍ର ଏବଂ ସାଥିରେ ଉଚ୍ଚ ସୂର୍ଯ୍ୟଙ୍କ ପ୍ରଭାବ ହେବାରୁ ଆପଣଙ୍କପାଇଁ ସଫଳତାଦାୟକ ସମୟ ରହିବ। ଆପଣଙ୍କ ଚିନ୍ତା ଦୂର ହେବ। ବନ୍ଧୁ ବାନ୍ଧବଙ୍କ ସହ ସାକ୍ଷାତ ହେବ। ଆପଣ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବେ। ବ୍ୟବସାୟ ଯାତ୍ରା ସଫଳ ରହିବ। ୧୮, ୧୯ ଏବଂ ୨୦ ତାରିଖ ଦିନ ଆପଣ ବ୍ୟବହାରିକ ରହିବେ। କାର୍ଯ୍ୟ ସମୟରେ ଆପଣ ଆରାମ ପାଇଁ ମଧ୍ୟ ସମୟ ବାହାର କରି ପାରିବେ। ୨୧ ତାରିଖ ଦିନ ଲାଭଦାୟୀ ଦିନ ରହିବ। ବ୍ୟବସାୟରେ…

"ଜାଣନ୍ତୁ ଆପଣଙ୍କର ସାପ୍ତାହିକ ରାଶିଫଳ: ୧୬ ଅପ୍ରିଲ ରୁ ୨୨ ଅପ୍ରିଲ"

୧୬, ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ସୁସ୍ଥତାର ଧ୍ୟାନ ରଖିବେ। ଆଜି ଧନପ୍ରାପ୍ତିର ଯୋଗ ଅଛି। ବୃଷ (Taurus): ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିପାରନ୍ତି। ଚିନ୍ତାର କାରଣ ମାନସିକ ଭାର ରହିପାରେ, ଯାହାକି ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ହେବାର ପ୍ରସଙ୍ଗ ବନିପାରେ। ଘରର ବାତାବରଣ ବିଗିଡ଼ି ପାରେ। ସଫଳତାର ପ୍ରାପ୍ତି କମ…

"୧୬, ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

୧୫ ଅପ୍ରେଲ ରବିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜିର ଦିନ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରହିବେ। ମନରେ କୌଣସି ପକ୍କା ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦ୍ୱନ୍ଦ୍ୱରେ ରହିବେ। ଟଙ୍କାର ଆଦାନ ପ୍ରଦାନ କିମ୍ବା ଆର୍ଥିକ କାରୋବାର ନ କରିବା ପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଅଣନିଶ୍ୱାସୀ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହେବ। ବୃଷ (Taurus): ବ୍ୟାପାରରେ ଠିକ୍ ନିର୍ଣ୍ଣୟ ନେଲେ ଲାଭଦାୟକ ପ୍ରମାଣିତ ହେବ। ଆୟର ସାଧନରେ ବୃଦ୍ଧି ହେବ। ବୃଦ୍ଧ କିମ୍ବା ବରିଷ୍ଠ ନାଗରୀକମାନଙ୍କ ତଥା ମିତ୍ରମାନଙ୍କଠାରୁ ଲାଭ ଏବଂ ଆପଣ ସୁଖଦ କ୍ଷଣ ଅନୁଭବ କରିବେ। ଦାମ୍ପତ୍ୟଜୀବନ ସନ୍ତୋଷପୂର୍ଣ୍ଣ ଏବଂ ଆନନ୍ଦପୂର୍ଣ୍ଣ ରହିବ। ପର୍ଯ୍ୟଟନ ଆୟୋଜନ ହେବ। ମହିଳାବର୍ଗଙ୍କର ତରଫରୁ…

"୧୫ ଅପ୍ରେଲ ରବିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"