୦୯ ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ବ୍ୟବସାୟିକ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ଆପଣଙ୍କ କୌଣସି ପରିଯୋଜନାକୁ ସରକାରୀ ଲାଭ ପ୍ରାପ୍ତି ହେବାର ସଂଭାବନା ଅଛି। କାର୍ଯ୍ୟାଳୟ ସଲଗ୍ନ କାର୍ଯ୍ୟ ପାଇଁ ଯାତ୍ରାର ମଧ୍ୟ ଯୋଗ ଅଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ଘରର ସଜ୍ଜା ଏବଂ ଅନ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ କରି ଘରର ବାତାବରଣରେ ସକାରାତ୍ମକ ପରିବର୍ତ୍ତନ କରିବାର ପ୍ରୟାସ ଆଜି ଆପଣ କରିବେ। ପ୍ରତ୍ୟେକ କାର୍ଯ୍ୟର ନିର୍ଣ୍ଣୟ ତାହାକୁ ବ୍ୟବହାରିକ ରୂପରେ ବିଚାର କରିବା ପରେ ନିଅନ୍ତୁ। କାର୍ଯ୍ୟଭାର କାରଣରୁ ଶିଥିଳତା ଅନୁଭବ ହେବ। ମାତାଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ବୃଷ (Taurus): ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ବ୍ୟାପାରୀ…

"୦୯ ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

୦୮ ଅପ୍ରେଲ୍ ରବିବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଆଜି ଆପଣଙ୍କ ଶରୀରରେ ସତେଜ ଏବଂ ଫୁର୍ତ୍ତିର ଅଭାବ ରହିପାରେ। କ୍ରୋଧ ଅଧିକ ରହିବ ତା’ ପରିଣାମ ସ୍ଵରୂପ ଆପଣଙ୍କ କାମ ବିଗିଡ଼ିବାର ସଂଭାବନା। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଅଫିସରେ ଅଧିକାରୀମାନେ ଏବଂ ଘରେ କୁଟୁମ୍ବଜନମାନଙ୍କ ତଥା ବିରୋଧିମାନଙ୍କ ସହିତ ବାଦବିବାଦରେ ନ ପଡ଼ି ମୌନ ରହିକରି ଦିନ କାଟିବା ଭଲ ରହିବ। କୌଣସି ଧାର୍ମିକ କାର୍ଯ୍ୟରେ କିମ୍ବା ଧାର୍ମିକ ସ୍ଥାନକୁ ଯିବାର ଅବସର ଆସିବ। ବୃଷ (Taurus): ସମୟରେ ଭୋଜନ ଏବଂ ନିଦ ନ ହେବାର କାରଣ ମାନସିକ ରୂପରେ ଅସୁସ୍ଥ ଅନୁଭବ କରିବେ। ଯାତ୍ରାରେ ବିଘ୍ନ ଆସିବାର ସଂଭାବନା ଅଛି। ତେଣୁ ଯାତ୍ରା କରିବାରୁ ବଞ୍ଚିବାକୁ ଚେଷ୍ଟା…

"୦୮ ଅପ୍ରେଲ୍ ରବିବାର: ଜାଣନ୍ତୁ ଆଜିର ରାଶିଫଳ"

୭ ଅପ୍ରେଲ ଶନିବାର : ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ କିମ୍ବା ମାଂଗଳିକ ଅବସର ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କ୍ରୋଧର କାରଣରୁ ଚାକିରି ଜାଗା କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିଛି। ବୃଷ (Taurus): କାର୍ଯ୍ୟ ସଫଳତାରେ ସ୍ୱଳ୍ପ ବିଳମ୍ବ ହେବ। ଭୁଲ୍ ଖାଦ୍ୟ-ପାନୀୟ କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଉଚିତ ସମୟ ନୁହେଁ। ଯାତ୍ରାରେ ବିଘ୍ନ ଆସିବ। ଅଫିସରେ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟ କାରଣରୁ ଆଳସ୍ୟ ଅନୁଭବ ହେବ। ଯୋଗ ସାଧନା ଏବଂ ଆଧ୍ୟାତ୍ମିକତାରେ ମାନସିକ ଶାନ୍ତି ମିଳିବ। ମିଥୁନ…

"୭ ଅପ୍ରେଲ ଶନିବାର : ଜାଣନ୍ତୁ ଆପଣଙ୍କ ରାଶିଫଳ"

୬ ଅପ୍ରେଲ୍ ଶୁକ୍ରବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ନୂଆ କାର୍ଯ୍ୟ କରିବାକୁ ଉପଦେଶ। ନୂଆ କାର୍ଯ୍ୟ କଲେ ଭଲ ଫଳ ମିଳିବ। ଗୁଢ଼ ବିଦ୍ୟା ତଥା ରହସ୍ୟମୟ ବିଷୟଗୁଡ଼ିକୁ ବୁଝି କରନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରଣରେ ରଖିଲେ ଆପଣଙ୍କ ହିତ ହେବ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି। ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ। ବ୍ୟବସାୟ ସ୍ଥଳରେ ସମ୍ଭାଳିକରି ଚାଲିବେ। ସହକର୍ମିମାନଙ୍କର ସହଯୋଗ ଆପଣଙ୍କୁ ମିଳିବ। ସନ୍ତାନଙ୍କୁ ନେଇକରି ଦ୍ୱନ୍ଦ୍ୱରେ ରହିବେ। ବୃଷ (Taurus): ଦିନର ପ୍ରାରମ୍ଭ ଆଜି ଆନନ୍ଦ ପ୍ରମୋଦ ଏବଂ ମିତ୍ରମାନଙ୍କର ଭେଟରେ ହେବ। ଅନ୍ୟ ବ୍ୟକ୍ତି ମଧ୍ୟ ଆଜି ଆପଣଙ୍କ ଜୀବନରେ ଆସିପାରନ୍ତି। ପର୍ଯ୍ୟଟନ କିମ୍ବା ପ୍ରବାସର ଆୟୋଜନ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ…

"୬ ଅପ୍ରେଲ୍ ଶୁକ୍ରବାର: ଜାଣନ୍ତୁ ଆଜିର ରାଶିଫଳ"

୫ ଅପ୍ରେଲ ଗୁରୁବାର : ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ କରିବ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ। ବୃଷ (Taurus): ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ଅବସର ମିଳିବ। ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହେବାର ସଂଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ଦୂରରେ ଥିବା ସ୍ନେହୀଜନମାନଙ୍କର…

"୫ ଅପ୍ରେଲ ଗୁରୁବାର : ଜାଣନ୍ତୁ ଆପଣଙ୍କ ରାଶିଫଳ"

୦୨ ଅପ୍ରିଲ, ସୋମବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଭଗବାନଙ୍କର ଆଶୀର୍ବାଦରେ ସୁଖମୟ ଦାମ୍ପତ୍ୟ ଜୀବନ ସହିତ ବାହରକୁ ବୁଲିବାକୁ ଏବଂ ମନମୁତାବକ ଭୋଜନ ମିଳିବାର ଯୋଗ ଅଛି। ଆମଦାନୀ ରପ୍ତାନୀ ସହିତ ଜଡ଼ିତ ବ୍ୟାପାରିମାନଙ୍କ କାରବାରରେ ଲାଭ ଏବଂ ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ବସ୍ତୁ ଫେରି ପାଇବାର ସଂଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସାଥିରେ ପ୍ରେମର ସୁଖଦ ଅନୁଭବ ପ୍ରାପ୍ତି କରି ପାରିବେ। ଯାତ୍ରାରେ ଆର୍ଥିକ ଲାଭ ଏବଂ ବାହନ ସୁଖ ସଂଭାବନା ଅଛି। ବାଦ-ବିବାଦରୁ ଦୂରରେ ରହିବା ହିତକର ଅଟେ। ବୃଷ (Taurus): ଆପଣଙ୍କ ଦିନ ଶୁଭଫଳଦାୟକ ପ୍ରମାଣିତ ହେବ। ନିର୍ଦ୍ଧାରିତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ଅଧୂରା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରି ପାରିବେ।…

"୦୨ ଅପ୍ରିଲ, ସୋମବାର: ଜାଣନ୍ତୁ ଆଜିର ରାଶିଫଳ"

୦୧ ଅପ୍ରିଲ, ରବିବାର : ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟ ଭଲ ରହିବ। ଆପଣଙ୍କୁ ସହଯୋଗୀମାନଙ୍କର ଭଲ ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ଯଶକୀର୍ତ୍ତି ମିଳିବ। ବ୍ୟାପାରରେ ଭାଗୀଦାରୀମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରେମପୂର୍ଣ୍ଣ ରହିବ। ବୃଷ (Taurus): ବିଦ୍ୟାର୍ଥିମାନଙ୍କପାଇଁ ପାଇଁ ସମୟ କଠିନ ଅଟେ। ମନରେ ଚିନ୍ତା ରହିବ। ପେଟ ସମ୍ବନ୍ଧିତ ରୋଗରେ ମନ ଚିନ୍ତିତ ରହିବ ପରନ୍ତୁ ମଧ୍ୟାହ୍ନ ପରେ ସାମାନ୍ୟ ଅନୁଭବ କରିବେ। ମାନସିକ ରୂପରେ ଆପଣ ଚିନ୍ତାଶୀଳ ସ୍ଥିତିରୁ ଆଶ୍ୱସ୍ତି ଅନୁଭବ କରିବେ। ଆପଣଙ୍କ କାର୍ଯ୍ୟର ପ୍ରଶଂସା ପ୍ରାପ୍ତି ହେବ। ଏହା ଆପଣଙ୍କୁ…

"୦୧ ଅପ୍ରିଲ, ରବିବାର : ଜାଣନ୍ତୁ ଆଜିର ରାଶିଫଳ"

୩୧ ମାର୍ଚ୍ଚ, ଶନିବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): କୌଣସି ଆର୍ଥିକ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଭଲ ଦିନଅଟେ। ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଏବଂ ତାଜା ଅନୁଭବ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ତାଙ୍କ ସାଥିରେ ସମୟ ଆନନ୍ଦରେ କଟିବ। ତାଙ୍କ ସହିତ କୌଣସି ସମାରୋହ କିମ୍ବା ଯାତ୍ରାରେ ଯିବାର ସମ୍ଭାବନା ଦେଖାଯାଉଛି। ସଦ୍ଭାବନା ସହିତ କରାଯାଇଥିବା ପରୋପକାରୀ କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ। ବୃଷ (Taurus): ଆଜି ଆପଣଙ୍କ ବାଣୀର ଜାଦୁରେ କାହାକୁ ଖୁସି କରି ଆପଣଙ୍କୁ ଲାଭ ଦେବ। ଶୁଭକାର୍ଯ୍ୟ କରିବାର ପ୍ରେରଣା ମିଳିବ। ପଢିବା- ଲେଖିବା ପରି ସାହିତ୍ୟିକ ପ୍ରବୃତ୍ତିଗୁଡ଼ିକରେ ରୁଚି ବଢ଼ିବ। ପରିଶ୍ରମ ଅପେକ୍ଷିତ ପରିଣାମ ମିଳିବାର…

"୩୧ ମାର୍ଚ୍ଚ, ଶନିବାର: ଜାଣନ୍ତୁ ଆଜିର ରାଶିଫଳ"