Home ଓଡ଼ିଶା ରାଜଧାନୀ ଏକ୍ସପ୍ରେସକୁ ସ୍ୱାଗତ

ରାଜଧାନୀ ଏକ୍ସପ୍ରେସକୁ ସ୍ୱାଗତ

117

ଭୁବନେଶ୍ୱର;୧୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ଥରେ ପଶ୍ଚିମ ଓଡ଼ିଶା ଦେଇ ଯିବାକୁ ଘୋଷଣା ହୋଇଛି।ଆଜି ପ୍ରଥମ ଥର ପାଇଁ ରାଜଧାନୀ ଏକପ୍ରେସ୍ସ ପଶ୍ଚିମ ଓଡ଼ିଶା ଦେଇ ଗତି କରିବା ଭିତରେ ଝାରସୁଗୁଡା ରେଳଷ୍ଟେସନଠାରେ ଭୁବନେଶ୍ୱର-ନୁଆଦିଲ୍ଲୀ (20187) ରାଜଧାନୀ ଟ୍ରେନକୁ ବିଜେପି କାର୍ଯ୍ୟକର୍ତାମାନେ ସ୍ୱାଗତ କରିଥିଲେ ।ପଶ୍ଚିମ ଓଡ଼ିଶାବାସୀ ଏହାଦ୍ୱାରା ବହୁ ଉପକୃତ ହେବେ ବୋଲି କହିବା ସହ ଏହା ପଶ୍ଚିମ ଓଡ଼ିଶାବାସୀଙ୍କୁ ମୋଦୀ ସରକାରଙ୍କ ଶିବରାତ୍ରି ଉପହାର ଅଟେ ବୋଲି ବରିଷ୍ଠ ବିଜେପି ନେତା ସୁବାସ ଚୌହାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.