Home କୋରାପୁଟ ଭିଏସଏସ ପାଠାଗାର କର୍ମକର୍ତାଙ୍କ ବନ୍ଧୁ ମିଳନ

ଭିଏସଏସ ପାଠାଗାର କର୍ମକର୍ତାଙ୍କ ବନ୍ଧୁ ମିଳନ

246

କୋରାପୁଟ;ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଡୁମୁରିପୁଟ ସ୍ଥିତ ବୀର ସୁରେନ୍ଦ୍ର ସାଏ ପାଠାଗାରର କର୍ମକର୍ତା ମାନଙ୍କର ଏକ ସପରିବାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଂଚାୟତର ପୁଂଜିସିଲ୍ ରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପଦେଷ୍ଟା ଦୀନବନ୍ଧୁ ବାରିକ,ତିରୁମଲେଶ୍ୱର ଚୌଧରୀ,ଦିଲ୍ଲୀପ କୁମାର ସାମନ୍ତରାୟ,ନୃସିହ ନାଥ ପାଣିଗ୍ରାହୀ,ଗୋପୀନାଥ ପାଣିଗ୍ରାହି,ନାଟ୍ୟକାର ପ୍ରଦୀପ୍ତ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତା ଏବଂ କାର୍ଯ୍ୟନିର୍ବାହି ସଦସ୍ୟ ସପରିବାର ଯୋଗ ଦେଇଥିଲେ । ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାବେଳେ ଶିଶୁ ମାନଙ୍କ ମଧ୍ୟରେ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.