Home କୋରାପୁଟ ଜିଲା ସ୍ତରୀୟ ଉତ୍କଳ ଦିବସ ପାଳିତ

ଜିଲା ସ୍ତରୀୟ ଉତ୍କଳ ଦିବସ ପାଳିତ

130

କୋରାପୁଟ;ତା୦୧-୦୪-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଜିଲା ସଦର ମହକୁମା କୋରାପୁଟରେ ଜିଲା ପ୍ରଶାସନ ଦ୍ୱାରା ୮୪ତମ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତ୍ତି, ଭାରପ୍ରାପ୍ତ ଡିଆଇପିଆରଓ ପ୍ରଧାନ ଟୋଲିଆମ୍ମା, ଜୟପୁର ଏସଡିପିଆରଓ ଜଗନ୍ନାଥ ପ୍ରସାଦ ରାୟଗୁରୁ, ସ୍ମାରକୀ କମିଟି ସଦସ୍ୟ ରବି ଶତପଥି, ରମାନାଥ ଶର୍ମା ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓଡିଶାର ବରପୁତ୍ର ମାନଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.