Tag: picturenews
କାରକୁ ଧକ୍କା ଦେଲା ବସ୍ – ୫ ମୃତ – ୨୦ ଆହତ –...
ନୂଆ ଦିଲ୍ଲୀ ୧୯-୭ (ଓଡ଼ିଆ ପୁଅ) ରବିବାର ସକାଳେ ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ସୌରିଖ ପୋଲିସ ଷ୍ଟେସନ ଅଞ୍ଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା...
ବାବା ରାମଦେବଙ୍କୁ ପୁଣି ଝଟକା : ମାଡ୍ରାସ ହାଇକୋର୍ଟ ପତଞ୍ଜଳିର କରୋନିଲ ଟ୍ରେଡ଼ମାର୍କ ଉପରେ...
ଚେନ୍ନାଇ ୧୮-୭ (ଓଡ଼ିଆ ପୁଅ) - ଯୋଗଗୁରୁ ବାବା ରାମଦେବଙ୍କୁ ପୁଣି ଏକ ଝଟକା। ବାବା ରାମଦେବଙ୍କ କରୋନିଲ ପତଞ୍ଜଳି ଔଷଧକୁ ନେଇ ପୁଣି ଥରେ ବିବାଦ। ମାଡ୍ରାସ ହାଇକୋର୍ଟରେ ଦାଖଲ ହୋଇଥିବା...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ରାଜ୍ୟରେ ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୭୦୧ କୁ ବୃଦ୍ଧି ହୋଇଛି। - କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୯୪ ନୂଆ ଆକ୍ରାନ୍ତ ଚିହ୍ନଟ...
ପୁଣି ରାଜ୍ୟରେ କରୋନା ନେଲା ୩ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି
ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୩ ମୁଣ୍ଡ। ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି।
ଗଜପତି ଜିଲ୍ଲାରୁ ଜଣେ...
ରାଜ୍ୟରେ ଆଜି ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୭୦୧ କୁ...
ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ରାଜ୍ୟରେ ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୭୦୧ କୁ ବୃଦ୍ଧି ହୋଇଛି।
- ନୂଆ ଆକ୍ରାନ୍ତ: ୫୯୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୯୪
- ସ୍ଥାନୀୟ...
ଦେଶରେ ୩୪, ୮୮୪ ନୂଆ କରୋନା ଆକ୍ରାନ୍ତ, ୬୭୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୬,...
ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୪, ୮୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୬୭୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
ଇସିଓଏସଓସିର ଉଚ୍ଚସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
- ମିଳିତ ଜାତିସଂଘକୁ କେନ୍ଦ୍ରରେ ରଖି ଏଥିରେ ସଂସ୍କାର ସହ ବହୁପକ୍ଷବାଦ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ- ଆମର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ସଂକଳ୍ପ ସାମଗ୍ରିକ ବିକାଶ ଲାଗି ଏସଡିଜିର...
ଅମିତାଭ- ଅଭିଷେକଙ୍କ ପରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି
ମୁମ୍ବାଇ ୧୭-୭ (ଓଡ଼ିଆ ପୁଅ) କିଛି ଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନାକୁ ପଜିଟିଭ୍ ଆସିବା ପରେ ତାଙ୍କ ପରିବାରର ସଦସ୍ୟମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ଜୟା ବଚ୍ଚନଙ୍କ...
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ଆଗରେ...
ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡ଼ିଛନ୍ତି। ରକ୍ଷକ ଏଠି ଭକ୍ଷକ ପାଲଟିଛି। ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି। ଜୁନ୍ ୨୨ ତାରିଖରେ ବୀରମିତ୍ରପୁର...
୩୫ କୋଟି ଫିଚର ଫୋନ ବ୍ୟବହାରୀଙ୍କ ପାଇଁ ନୂଆ ହ୍ୟାଣ୍ଡସେଟ୍ ଆଣି କ’ଣ ଗୋଟିଏ...
ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଏବେ ରିଲାଏନ୍ସ ଜିଓର ଆଖି ୩୫ କୋଟି ପିଚର ଫୋନ୍ ଗ୍ରାହକଙ୍କ ଉପରେ। କାରଣ ଭାରତରେ ଏବେ ବି ୩୫ କୋଟି ଫିଚର ଫୋନ୍ ବ୍ୟବହାର...
ନାସାର ଚେତାବନୀ – ପୃଥିବୀ କକ୍ଷପଥ ଆଡ଼କୁ ମାଡ଼ି ଆସୁଛି ବିରାଟକାୟ ଆଷ୍ଟ୍ରଏଡ୍
ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏକ ଆଷ୍ଟ୍ରଏଡ୍ ଯାହାର ନାମ 2020ND ଦିଆଯାଇଛି, ତାହା "ଲଣ୍ଡନ ଆଇ"ଠାରୁ ବଡ ବୋଲି ଆକଳନ କରାଯାଇଛି। ଏହି ଆଷ୍ଟ୍ରଏଡ୍...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୭୯ ଜଣ, ସ୍ଥାନୀୟ ଅଞ୍ଚଳରୁ୨୩୯...
ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୮୩ କୁ...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୪ ମୁଣ୍ଡ। ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି। ତେବେ ଅନୁଗୁଳ...
ରାଜ୍ୟରେ ଆଜି ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୧୧୦କୁ...
ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ରାଜ୍ୟରେ ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି।
- ନୂଆ ଆକ୍ରାନ୍ତ: ୭୧୮
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୭୯
- ସ୍ଥାନୀୟ...
ରାଜନୀତିକୁ ନେଇ ହିଂସାକାଣ୍ଡ ନାଁ ହିଂସାକାଣ୍ଡକୁ ନେଇ ରାଜନୀତି ..
ଭୁବନେଶ୍ୱର: ଗତ କିଛିଦିନ ହେଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା, ଉତୁକୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୁଜାଲ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏଥିରୁ ଗୋଟିଏ ବିଜେଡି ସମର୍ଥକ...
ବାୟୋଟେକ୍ନୋଲୋଜି ବିଭାଗ ସମର୍ଥିତ, ଜାଇଡସ୍ ଦ୍ୱାରା ଡିଜାଇନ୍ ଓ ବିକଶିତ କୋଭିଡ-୧୯ ଟିକା- ‘ଜାଇକୋଭ୍-ଡି’ର...
- ଏହି ପରୀକ୍ଷଣରେ ଟିକାର ନିରାପତ୍ତା, ସହନଶୀଳତା ଓ ରୋଗ ପ୍ରତିରୋଧକାରୀ କ୍ଷମତାର ଆକଳନ କରାଯିବ
ନୂଆ ଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ନ୍ୟାସନାଲ ବାୟୋଫାର୍ମା ମିଶନ ଅଧୀନରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ...
ପୁଣି ଲକଡାଉନ- ରାଉରକେଲା, ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ
ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) : ଆସନ୍ତାକାଲି ରାତି ୯ଟାରୁ ୩୧ ଜୁଲାଇ ତାରିଖ ମଧ୍ୟରାତ୍ର ଯାଏ ରାଉରକେଲା ମହାନଗର ସମେତ ୪ ଜିଲ୍ଲା-ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ...
ଭାରତରେ ସେପ୍ଟେମ୍ବର ସୁଦ୍ଧା ୩୫ ଲକ୍ଷ, ମାର୍ଚ୍ଚ ୨୦୨୧ ସୁଦ୍ଧା ୬ କୋଟି କରୋନା...
ନୂଆ ଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ସେପ୍ଟେମ୍ବର ୧ ସୁଦ୍ଧା, ଖରାପ ପରିସ୍ଥିତିରେ, ଭାରତରେ ୩୫ ଲକ୍ଷ କରୋନା ସଂକ୍ରମଣ ହୋଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ଏହି ଅଧ୍ୟୟନ ବର୍ତ୍ତମାନର କରୋନା...
ଚନ୍ଦ୍ରପୃଷ୍ଠରେ ଜମି କିଣି ଚର୍ଚ୍ଚାରେ ବ୍ୟବସାୟୀ – ଜାଣନ୍ତୁ ଏକର ପ୍ରତି ଦାମ କେତେ...
ବୋଧଗୟା (ଓଡ଼ିଆ ପୁଅ) ଚନ୍ଦ୍ରମାରେ ପହଁଚିବା ପାଇଁ ପ୍ରାୟତଃ ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ସେ ଇଚ୍ଛା ବୋଧ ହୁଏ ସାଧାରଣ ଲୋକଙ୍କ ପାଇଁ ଇଚ୍ଛାରେ ହିଁ ରହିଯାଏ। କିନ୍ତୁ ଆପଣ ଯଦି...
ଭାରତ ପରେ ଆମେରୀକା ବଜାରରୁ ଟିକ୍ଟକ୍ ହୋଇପାରେ ବାହାର – ଘୋଷଣା ଏକ ସପ୍ତାହରେ...
ନୂଆଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ଚୀନ୍ର ସ୍ମଲ ଭିଡିଓ ଆପ୍ ଟିକ୍ଟକ୍ର ସମସ୍ୟା ବଢ଼ିପାରେ। ଚୀନ୍ ବାହାରେ ସବୁଠାରୁ ବଡ ବଜାର ଭାରତରୁ ଟିକଟକ୍ କୁ ବ୍ୟାନ୍ କରାଯାଇଛି। ଚାଇନା ବାହାରେ ଏବେ...












