Home Coronavirus Outbreak କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୧୮, ଜୁଲାଇ

273

ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ରାଜ୍ୟରେ ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୭୦୧ କୁ ବୃଦ୍ଧି ହୋଇଛି। – କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରୁ୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ୧୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଥିଲେ ୪୫୩ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୭୭୮୯୩। ମୋଟ ଆକ୍ରାନ୍ତ ୧୬୭୦୧ ଥିବାବେଳେ ମୋଟ ସୁସ୍ଥ ହେଲେଣି ୧୧୩୩୦ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ୫୨୫୯ ଜଣ ଚିକିତ୍ସିତ ହେଉଛନ୍ତି।

ଆଜି ପୁଣି କରୋନା ନେଇଛି ୩ ମୁଣ୍ଡ। ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି। ଗଜପତି ଜିଲ୍ଲାରୁ ଜଣେ ଏବଂ ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୩ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ।

୨- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୩- ଗଜପତି ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କା ମହିଳା ଯିଏ ମୋଟାପଣ ଏବଂ ସ୍ୱିପ୍ଆ ପ୍ନିଆରେ ମଧ୍ୟ ପୀଡିତ ଥିଲେ।

– ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ନୂଆ ଆକ୍ରାନ୍ତ ଚିହ୍ନଟ

୧- ଅନୁଗୁଳ ଜିଲ୍ଲାରୁ –  ୧

୨- ବାଲେଶ୍ୱର ଜିଲ୍ଲାରୁ –  ୧୩

୩- ବଗଗଡ଼ ଜିଲ୍ଲାରେ: ୩୫

୪- ଭଦ୍ରକ ଜିଲ୍ଲାରୁ –  ୩

୫- ବଲାଙ୍ଗୀର ଜିଲ୍ଲା: ୯

୬- ବୌଦ୍ଦ ଜିଲ୍ଲାରୁ –  ୫

୭- କଟକ ଜିଲ୍ଲାରୁ –  ୩୮

୮- ଦେବଗଡ଼ ଜିଲ୍ଲାରୁ –  ୩

୯- ଢେଙ୍କାନାଳ ଜିଲ୍ଲାରୁ –  ୯

୧୦- ଗଞ୍ଜାମ ଜିଲ୍ଲାରୁ –  ୧୮୨

୧୧- ଜଗତସିଂହପୁର ଜିଲ୍ଲାରୁ –  ୨୨

୧୨- ଯାଜପୁର ଜିଲ୍ଲାରୁ –  ୧୯

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୫

୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮

୧୫- କେନ୍ଦୁଝର ଜିଲ୍ଲାରୁ –  ୬

୧୬- ଖୋର୍ଦ୍ଧା : ୧୨୧

୧୭- କୋରାପୁଟ ଜିଲ୍ଲାରୁ –  ୪

୧୮- ମାଲକାନଗିରି : ୮

୧୯- ମୟୁରଭଞ୍ଜ ଜିଲ୍ଲାରୁ –  ୨୨

୨୦- ନବରଙ୍ଗପୁର ଜିଲ୍ଲାରୁ –  ୨୨

୨୧- ନୟାଗଡ଼ ଜିଲ୍ଲାରୁ –  ୧୧

୨୨- ପୁରୀ ଜିଲ୍ଲାରୁ –  ୬

୨୩- ରାୟଗଡ଼ା ଜିଲ୍ଲାରୁ –  ୧

୨୪- ସମ୍ବଲପୁର ଜିଲ୍ଲାରୁ –  ୨୦

୨୫- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୮

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲା ରେ ୧୬୬ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭ [+୧] ଜଣ ସକ୍ରୀୟ ଅଛନ୍ତି। ୧୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୬୫୮ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୭ [+୧୩] ଜଣ ସକ୍ରୀୟ ଅଛନ୍ତି। ୪୬୯ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୨୪୪ [+୩୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬ [+୩୫] ଜଣ ସକ୍ରୀୟ ଅଛନ୍ତି। ୧୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୩୧୭ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯ [+୩] ଜଣ ସକ୍ରୀୟ ଅଛନ୍ତି। ୨୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୨୮୨ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬ [+୯] ଜଣ ସକ୍ରୀୟ ଅଛନ୍ତି। ୨୪୬ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲା ରେ ୬୯ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ [+୫] ଜଣ ସକ୍ରୀୟ ଅଛନ୍ତି। ୪୫ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲା ରେ ୧, ୧୮୪ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୦ [+୩୮] ଜଣ ସକ୍ରୀୟ ଅଛନ୍ତି। ୮୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୬୯ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭ [+୩] ଜଣ ସକ୍ରୀୟ ଅଛନ୍ତି। ୬୨ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୧୨୧ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୯] ଜଣ ସକ୍ରୀୟ ଅଛନ୍ତି। ୮୯ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲା ରେ ୬୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୦ [-୧] ଜଣ ସକ୍ରୀୟ ଅଛନ୍ତି। ୫୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୫, ୨୮୦ [+୧୮୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୯୫୦ [+୧୮୦] ଜଣ ସକ୍ରୀୟ ଅଛନ୍ତି। ୩, ୨୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୪୯୨ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୬ [+୨୨] ଜଣ ସକ୍ରୀୟ ଅଛନ୍ତି। ୩୫୬ ଜଣ ସୁସ୍ଥ ହୋଇଛନ୍ତି।

ଯାଜପୁର ଜିଲ୍ଲା ରେ ୯୫୩ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୬ [+୧୯] ଜଣ ସକ୍ରୀୟ ଅଛନ୍ତି। ୬୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୨୧୨ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯ [+୫] ଜଣ ସକ୍ରୀୟ ଅଛନ୍ତି। ୧୬୩ ଜଣ ସୁସ୍ଥ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲା ରେ ୮୫ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସକ୍ରୀୟ ଅଛନ୍ତି। ୭୮ ଜଣ ସୁସ୍ଥ ହୋଇଛନ୍ତି।

କନ୍ଧମାଳ ଜିଲ୍ଲା ରେ ୨୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣ ସକ୍ରୀୟ ଅଛନ୍ତି। ୧୯୧ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୩୪୧ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ [+୮] ଜଣ ସକ୍ରୀୟ ଅଛନ୍ତି। ୨୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୩୮୯ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୦ [+୬] ଜଣ ସକ୍ରୀୟ ଅଛନ୍ତି। ୨୮୮ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୧, ୮୬୫ [+୧୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮୦୬ [+୧୨୧] ଜଣ ସକ୍ରୀୟ ଅଛନ୍ତି। ୧, ୦୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୬ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୨୨୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୪ [+୪] ଜଣ ସକ୍ରୀୟ ଅଛନ୍ତି। ୭୧ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ରେ ୨୭୪ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୩ [+୮] ଜଣ ସକ୍ରୀୟ ଅଛନ୍ତି। ୧୩୧ ଜଣ ସୁସ୍ଥ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲା ରେ ୪୫୫ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୭ [+୨୨] ଜଣ ସକ୍ରୀୟ ଅଛନ୍ତି। ୨୮୬ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୧୫୬ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ [+୨୨] ଜଣ ସକ୍ରୀୟ ଅଛନ୍ତି। ୧୨୧ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୩୨୬ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୪ [+୧୧] ଜଣ ସକ୍ରୀୟ ଅଛନ୍ତି। ୨୧୨ ଜଣ ସୁସ୍ଥ ହୋଇଛନ୍ତି।

ନୂଆପଡ଼ା ଜିଲ୍ଲା ରେ ୧୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ସକ୍ରୀୟ ଅଛନ୍ତି। ୮୨ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲା ରେ ୩୯୮ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ [+୬] ଜଣ ସକ୍ରୀୟ ଅଛନ୍ତି। ୨୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୧୮୭ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯ [+୧] ଜଣ ସକ୍ରୀୟ ଅଛନ୍ତି। ୧୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୧୫୬ [+୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ [+୨୦] ଜଣ ସକ୍ରୀୟ ଅଛନ୍ତି। ୧୦୬ ଜଣ ସୁସ୍ଥ ହୋଇଛନ୍ତି।

ସୋନପୁର ଜିଲ୍ଲା ରେ ୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସକ୍ରୀୟ ଅଛନ୍ତି। ୪୪ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ରେ ୭୭୮ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୧ [+୧୮] ଜଣ ସକ୍ରୀୟ ଅଛନ୍ତି। ୬୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.