Home Tags Picturenews

Tag: picturenews

SBI SO ନିଯୁକ୍ତି ୨୦୨୦ ବିଜ୍ଞପ୍ତି : ପରୀକ୍ଷା ତାରିଖ, ଯୋଗ୍ୟତା, ଚୟନ ପ୍ରକ୍ରିୟା...

0
ନୂଆଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) SBI SO ନିଯୁକ୍ତି ୨୦୨୦ ବିଜ୍ଞପ୍ତି, ପରୀକ୍ଷା ତାରିଖ, ଯୋଗ୍ୟତା, ଚୟନ ପ୍ରକ୍ରିୟା : SBI SO ବର୍ଗ ଅଧୀନରେ ଏକାଧିକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି...

କ୍ଷୀର ପିଇବା ସ୍ୱାସ୍ଥ୍ୟପ୍ରଦକ: କିନ୍ତୁ; କ୍ଷୀର ପିଇବା ପୂର୍ବରୁ କିମ୍ବା ତୁରନ୍ତ ପରେ ଏ’...

0
ଶରୀର ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱରେ ଭରପୂର କ୍ଷୀର ପିଇବା ଶରୀରକୁ ଭଲ ହେବାରେ ବିକଶିତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍ ଏବଂ ଅନେକ ଖଣିଜ ପଦାର୍ଥ...

ଗୁଗୁଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ୍ PayTm

0
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ପେଟିଏମ୍ ଗୁଗୁଲ୍ ପ୍ଲେରୁ ହଟାଇ ଦିଆଯାଇଥିଲା। କିନ୍ତୁ ୨୪ ଘଣ୍ଟା ନ ପୂରୁଣୁ ଗୁଗୁଲ୍ ପ୍ଲେ ଷ୍ଟୋରକୁ ଫେରି ଆସିଛି ପେଟିଏମ୍ ଆପ୍। ଏ ନେଇ...

ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦପରେ ଆଳୁ ପିଆଜର ଅହେତୁକ ମୂଲ୍ୟବୃଦ୍ଧି

0
କେନ୍ଦ୍ରାପଡା ୧୮/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ଓ ପିଆଜକୁ ବାଦ ଦେବା ପରେ ଏହାର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବା ଦେଖାଯାଇଛି। ବର୍ତ୍ତମାନ ବଜାରରେ ଆଳୁ କିଲୋ...

UPSC, IES, ISS ପରୀକ୍ଷା ତାରିଖ ପ୍ରକାଶିତ, କାର୍ଯ୍ୟସୂଚୀ ଦେଖନ୍ତୁ

0
ନୂଆଦିଲ୍ଲୀ ସେପ୍ଟେମ୍ବର ୧୮ (ଓଡିଆ ପୁଅ) UPSC, IES / ISS ପରୀକ୍ଷା ଅକ୍ଟୋବର ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେନ୍ଦ୍ର ଲୋକସେବା ଆୟୋଗ (UPSC) ଅକ୍ଟୋବର ୧୬ ରୁ ୧୮...

କରୋନାରେ ନହୋଇ ଉଦାସ, କରିବା ଅଶ୍ୱଗନ୍ଧା ଚାଷ

0
ସାରା ବିଶ୍ୱରେ କରୋନାର ପ୍ରକୋପ ବୃଦ୍ଧି ପାଇଚାଲଛି ଓ ଅନେକ ଲୋକ ଏହା ଦ୍ୱାରା ଅସମୟରେ ମୃତ୍ୟୁ ବରଣ କରୁଛନ୍ତି। ମହାମାରୀର ଟୀକା ବାହାରିବା ପାଇଁ ଆଉ କେତେଦିନ ଯେ ଲାଗିବ ତାହା...

ଏହି କାରଣରୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍ – ଏବେ ଜାଣନ୍ତୁ...

0
ନୂଆଦିଲ୍ଲୀ ୧୮ ସେପ୍ଟେମ୍ବର (ଓଡିଆ ପୁଅ) ପେଟିଏମ୍ ଗୁଗୁଲ୍ ପ୍ଲେରୁ ହଟାଇ ଦିଆଯାଇଛି। କମ୍ପାନୀ ନିଶ୍ଚିତ କରିଛି ଯେ, ଏହାର ଅପସାରଣ ପଛର କାରଣ ହେଉଛି ଗୁଗୁଲ ପ୍ଲେ ଷ୍ଟୋର ନୀତି ଉଲ୍ଲଂଘନ।...

ପତ୍ନୀଙ୍କୁ କହିଲେ ମତେ କରୋନା ହୋଇଛି; ବଞ୍ଚିବାକୁ ଚାହୁଁନି, ଆତ୍ମହତ୍ୟା କରିବି: ତେଣେ ପ୍ରେମିକା...

0
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ମୁମ୍ବାଇର ଜଣେ ବିବାହିତ ବ୍ୟକ୍ତିଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଗିରଫ କରାଯାଇଛି। ସୂଚନାନୁସାରେ, ମୁମ୍ୱାଇର ତାଲୋଜାରେ ରହୁଥିବା ଜଣେ ୨୮ ବର୍ଷ ବୟସ୍କ ବ୍ୟକ୍ତି ପ୍ରଥମେ ତାଙ୍କ ପତ୍ନୀଙ୍କୁ...

ଆଜି ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩ ମୃତ – ଜାଣନ୍ତୁ...

0
ଭୁବନେଶ୍ୱର ୧୮-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୭୧୩୪୧ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...

0
ଭୁବନେଶ୍ୱର ୧୮-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୭୧୩୪୧ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ–  ଖୋର୍ଦ୍ଧା...

ଭଲ ଖବର : ୨୦ ବର୍ଷରୁ କମ ବୟସର ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ...

0
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ସାରା ବିଶ୍ୱରେ କରୋନାଭାଇରସ୍ ମହାମାରୀର ପ୍ରକୋପ ଏବଂ ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୨ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଲେଣି।...

ବାର୍ଥ ଡେ’ ଗିଫ୍ଟ ଆକାରରେ ମୋଦି ମାଗିଛନ୍ତି ୫ଟି ଜିନିଷ: ଜାଣନ୍ତୁ କ’ଣ ସବୁ...

0
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ଥିଲା। ଏହି ଅବସରରେ ଦେଶର ବିଭିନ୍ନ ସ୍ତରର ମାନ୍ୟଗଣ୍ୟ ବ୍ୟକ୍ତି ମୋଦିଜୀଙ୍କ ଜନ୍ମଦିନରେ ତାଙ୍କୁ ଅଭିବାଦନ ଜଣାଇଥିଲେ। ରାଜନେତା, କ୍ରୀଡ଼ାବିତ୍,...

SMAM କିସାନ ଯୋଜନା : କୃଷକମାନଙ୍କ ପାଇଁ ଭଲ ଖବର – ଆପଣ କୃଷି...

0
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଦେଶର କୃଷକମାନଙ୍କ ପାଇଁ ଏକ ଖୁସି ଖବର। ଆମର କୃଷକ ଭାଇଭଉଣୀଙ୍କ ଚାଷରେ କୌଣସି ଅସୁବିଧା ନହେବା ପାଇଁ ଭାରତ ସରକାର ସ୍ମାମ କିସାନ ଯୋଜନା...

ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି- ଅଟଳ ବୀମିତ କଲ୍ୟାଣ ଯୋଜନାରେ ମିଳିବ ସହାୟତା –...

0
ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ...

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହରଶିମ୍ରତ କୌର ବାଦଲ – କୃଷି ଅଧ୍ୟାଦେଶ ବିରୋଧ...

0
ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରେ ବିଜେପିର ସ୍ୱତନ୍ତ୍ର ସହଯୋଗୀ ଅକାଳୀ ଦଳ କୋଟାରୁ ମନ୍ତ୍ରୀ ହରଶିମ୍ରତ କୌର ବାଦଲ କେନ୍ଦ୍ରର କୃଷି ଅଧ୍ୟାଦେଶକୁ ନେଇ...

ପୁଣି ୩୬୦୭ ସୁସ୍ଥ ହେଲେ

0
ଭୁବନେଶ୍ୱର ୧୭-୯ (ଓଡ଼ିଆ ପୁଅ) ପୁଣି ୩୬୦୭ ସୁସ୍ଥ ହେଲେ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ୧୦୩୭ ଜଣ ଖୋର୍ଦ୍ଦା ଜିଲ୍ଲାରୁ ୪୧୫ ଜଣ ପୁରୀ ଜିଲ୍ଲାରୁ ୨୯୯ ଜଣ କଟକ ଜିଲ୍ଲାରୁ ୧୪୦ ଜଣ ବଲାଙ୍ଗୀର ଜିଲ୍ଲା ୧୨୮ ଜଣ...

ଗ୍ଲୋବାଲ୍ ସ୍ମାର୍ଟ ସିଟି ଇଣ୍ଡେକ୍ସରେ ଭାରତୀୟ ସହରର ରାଙ୍କ ହ୍ରାସ, ସିଙ୍ଗାପୁର ଶୀର୍ଷରେ

0
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଓଡ଼ିଆ ପୁଅ) ଚାରୋଟି ଭାରତୀୟ ସହର - ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଏବଂ ବେଙ୍ଗାଲୁରୁ ସ୍ମାର୍ଟ ସିଟିର ବିଶ୍ୱ ତାଲିକାରେ ର୍ୟାଙ୍କ ହ୍ରାସ ଘଟିଛି। ସିଙ୍ଗାପୁର ଶୀର୍ଷରେ ଅଛି। ସିଙ୍ଗାପୁର...

AIIMS ରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

0
ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପରବର୍ତ୍ତୀ ଚେକଅପ ପାଇଁ ଗତ ୧୩ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶହା ପୁନଃ ଦିଲ୍ଲୀ...

ଉପଭୋକ୍ତାମାନଙ୍କ ହିତସାଧନ ନିମନ୍ତେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଇଲେକ୍ଟ୍ରିସିଟି (ଉପଭୋକ୍ତାମାନଙ୍କ ଅଧିକାର) ନିୟମ,...

0
- ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜନସାଧାରଣଙ୍କ ଠାରୁ ପରାମର୍ଶ/ ଟିପ୍ପଣୀ ଆହ୍ୱାନ - ଚିଠା ନିୟମରେ ବିଜୁଳି ସଂଯୋଗ ବ୍ୟବସ୍ଥାକୁ ସରଳ କରିବାର ପ୍ରସ୍ତାବ ରହିଛି; ୧୦ କିଲୋୱାଟ ଲୋଡ଼ ପର୍ଯ୍ୟନ୍ତ ବିଜୁଳି...

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

0
କଟକ ୧୭-୯ (ଓଡ଼ିଆ ପୁଅ) : ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ (ଆଇପିଏସ) ଅଶୋକ ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। -...