Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୭୧୩୪୧...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୭୧୩୪୧ କୁ ବୃଦ୍ଧି

247

ଭୁବନେଶ୍ୱର ୧୮-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୭୧୩୪୧ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୮୮
– ନୂଆ ଆକ୍ରାନ୍ତ : ୪୧୮୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୬୬
– ସ୍ଥାନୀୟ ଅଞ୍ଚଳରୁ୧୭୧୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୫୫
୨- ବାଲେଶ୍ୱର ଜିଲ୍ଲାରୁ – ୧୩୩
୩- ବରଗଡ଼ ଜିଲ୍ଲାରୁ – ୧୦୦
୪- ଭଦ୍ରକ ଜିଲ୍ଲାରୁ – ୮୧
୫- ବଲାଙ୍ଗୀର ଜିଲ୍ଲାରୁ – ୭୩
୬- ବୌଦ୍ଦ ଜିଲ୍ଲାରୁ – ୫୬
୭- କଟକ ଜିଲ୍ଲାରୁ – ୪୯୨
୮- ଦେବଗଡ଼ ଜିଲ୍ଲାରୁ – ୧୦
୯- ଢେଙ୍କାନାଳ ଜିଲ୍ଲାରୁ – ୬୭
୧୦- ଗଜପତି ଜିଲ୍ଲାରୁ – ୨୫
୧୧- ଗଞ୍ଜାମ ଜିଲ୍ଲାରୁ – ୫୮
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨୩
୧୩- ଯାଜପୁର ଜିଲ୍ଲାରୁ – ୧୮୪
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮୩
୧୫- କଳାହାଣ୍ଡି ଜିଲ୍ଲାରୁ – ୬୭
୧୬- କନ୍ଧମାଳ ଜିଲ୍ଲାରୁ – ୭୭
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨୧
୧୮- କେନ୍ଦୁଝର ଜିଲ୍ଲାରୁ – ୭୩
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୮୮
୨୦- କୋରାପୁଟ ଜିଲ୍ଲାରୁ – ୯୯
୨୧- ମାଲକାନଗିରି : ୫୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୩
୨୩- ନବରଙ୍ଗପୁର ଜିଲ୍ଲାରେ: ୭୩
୨୪- ନୟାଗଡ଼ ଜିଲ୍ଲାରୁ – ୫୪
୨୫- ନୂଆପଡ଼ା ଜିଲ୍ଲାରୁ – ୫୪
୨୬- ପୁରୀ ଜିଲ୍ଲାରୁ – ୧୬୬
୨୭- ରାୟଗଡ଼ା ଜିଲ୍ଲାରୁ – ୧୬୦
୨୮- ସମ୍ବଲପୁର ଜିଲ୍ଲାରୁ – ୧୨୭
୨୯- ସୋନପୁର ଜିଲ୍ଲାରୁ – ୬୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬୬
୩୧- State Pool: ୩୩୭
ଗତକାଲି ସୁସ୍ଥ ହୋଇଥିଲେ : ୩୬୦୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୬୬୭୭୪୭
– ମୋଟ ଆକ୍ରାନ୍ତ ୧୭୧୩୪୧
– ମୋଟ ସୁସ୍ଛ ହୋଲେଣି ୧୩୩୪୬୬
ସକ୍ରୀୟ ଆକ୍ରାନ୍ତ : ୩୭୧୪୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.