Home Tags Picturenews

Tag: picturenews

କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି...

0
ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ) ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା ଏବଂ ଫନି ତାଣ୍ଡବ ରଚିଥିବା ଅଞ୍ଚଳକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି...

ଆଜି ଆସିବ ନାହିଁ CBSEର ଦଶମ ଶ୍ରେଣୀ ପରୀକ୍ଷା ଫଳ, ସୋସିଆଲ ମିଡ଼ିଆରେ ଚାଲୁଛି...

0
ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) ସିବିଏସ୍ଇ ତରଫରୁ ଜାରୀ କରାଯାଇଥିବା ଏକ ପବ୍ଲିଶ ଆଡଭାଇଜରୀ ଅନୁସାରେ ସୋସିଆଲ୍ ମିଡ଼ିଆରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ଉପରେ ଫେକ ନ୍ୟୁଜ ଚାଲୁଛି।...

ମହାବାତ୍ୟା ଫନୀ: ଗତ ୪୩ ବର୍ଷ ମଧ୍ୟରେ ଓଡିଶାରେ ଏହା ପ୍ରଥମ ଏବଂ ୧୫୦...

0
ଲୋକଙ୍କ ସହ ସରକାର ଅଛନ୍ତି, ସମସ୍ତେ ନିରାପଦ ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ସକ୍ଷମ – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର, ୪.୫ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଫନୀ ମହାବାତ୍ୟା ପରେ ଏକ ପ୍ରେସ୍...

ପ୍ରଭାବିତ ଲୋକଙ୍କୁ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭିତ୍ତିଭୂମି...

0
ଭୁବନେଶ୍ବର, ୪.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ପୁରୀ ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ କରି ଫନୀ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏହାପରେ...

ଦେଉଳୀ ପାହାଡରୁ ମହିଳାଙ୍କ ମୃତ ଦେହ ସହିତ ମୂମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର, ଗଣଦୃର୍ଷ୍କମ...

0
ବାଲେଶ୍ୱରରେ ଧର୍ମଶାଳାର ଯୁବକଙ୍କୁ ହତ୍ୟା ସନ୍ଦେହ ଯାଜପୁର, ୪/୫ (ଓଡ଼ିଆ ପୁଅ/ମାନସ ରାଉତ) ଗୋଟେ ପଟେ ରାଜ୍ୟରେ ଫନି ନିଜର ତାଣ୍ଡବ ରଚିଥିବା ବେଳେ ଅନ୍ୟ ବେଳେ ଅସାମାଜିକ କିଛି ବର୍ବରଚିତ ଅମାନବିକ ଅବରାଧିମାନେ...

ଫନି ରାଜ୍ୟରେ ରଚିଲା ତାଣ୍ଡବ, ୧୧ ମୃତ, ବହୁ କ୍ଷୟଷତି – ଉତ୍ତର ଓଡ଼ିଶାରେ...

0
ଭୁବନେଶ୍ୱର ୪ ମଇ (ଓଡ଼ିଆ ପୁଅ) - ସାମୁଦ୍ରିକ ବାତ୍ୟା ଫନି ସାରା ରାଜ୍ୟରେ ତାଣ୍ଡବ ରଚିଛି। ଫନି ଯୋଗୁଁ ଉପକୂଳ ଓଡ଼ିଶାର କ୍ଷୟକ୍ଷତି ପ୍ରବଳ ହୋଇଥିବା ବେଳେ, ଓଡ଼ିଶା ବାସୀ ଏତେ...

ତାଜାଖବର: ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ

0
ଜ୍ୟାକସନଭିଲେ - ୪ ମଇ (ଓଡ଼ିଆ ପୁଅ) ସେଣ୍ଟ ଜନ୍ ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ। କିନ୍ତୁ ଖୁସିର କଥାଯେ, କୌଣସି ଲୋକଙ୍କର ପ୍ରାଣହାନୀ ଘଟିନାହିଁ। ନାଭି ସେଠାରେ...

ମହା ତାଣ୍ଡବ ରଚିଲା ଫନି: କେଉଁଠି ଘର ଭାଙ୍ଗୁଛି ତ କେଉଁଠି ବସ୍ ଉଡ଼ିଯାଉଛି-ଦେଖନ୍ତୁ...

0
ଭୁବନେଶ୍ୱର ୩-୫ (ଓଡ଼ିଆ ପୁଅ) ତାଣ୍ଡବ ରଚିଛି 'ଫନି'। ପୁରୀ ସହର ସମେତ ଉପକୂଳ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ୧୮୦ ରୁ ୨୦୦ କିଲୋମିଟର ବେଗରେ ବହିଛି ପବନ। ପ୍ରବଳ ବର୍ଷା...

ଫନି ରଚିଲା ତାଣ୍ଡବ, ରାଜ୍ୟରେ ବିଭନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

0
ପୁରୀରେ ସର୍ବାଧିକ କ୍ଷତି, ଭୁବନେଶ୍ୱରରେ ଗଛ ଉପୁଡି ରାସ୍ତା ଅବରୋଧ, ଯାଜପୁରରେ ମଧ୍ୟ ବ୍ୟାପକ ଗଛ ଉପୁଡି ରାସ୍ତାଅବରୋଧ ଭୁବନେଶ୍ୱର, ୩/୫ (ଓଡ଼ିଆପୁଅ/ମାନସ ରାଉତ) ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫନି ଆଜି...

ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ;କୋରାପୁଟ ସହରରେ ଅସୁରକ୍ଷିତ ଗଛର ଡାଲ କାଟିଲେ

0
କୋରାପୁଟ ୦୨-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ସାମୁଦ୍ରିକ ଝଡ ଫନି ପ୍ରଭାରେ ଯେପରି ଲୋକେ ହଇରାଣ ହେବେ ନାହିଁ ସେଥି ନିମନ୍ତେ କୋରାପୁଟ ଜିଲ୍ଲାପ୍ରଶାସନ ଆଗୁଆ ପଦକ୍ଷେପ ନେଇଛନ୍ତି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ...

ମହାବାତ୍ୟା ଫନୀ ଯୋଗୁଁ ଏହି ସବୁ ଟ୍ରେନ୍ ବାତିଲ୍ ପଢ଼ନ୍ତୁ ଚିଠା

0
ବିଶାଖାପାଟନାମ୍ ୨-୫ (ଓଡ଼ିଆ ପୁଅ) ଓଡ଼ିଶାକୁ ମାଡ଼ି ଆସୁଛି ଅତି ଭୟଙ୍କର ଝଡ଼ ଫନୀ। ଏଥିପାଇଁ ଅନେକ ଟ୍ରେନକୁ ରଦ୍ଦ କରି ଦିଆଯାଇଛି। କାରଣ ୩ ମଇ (ଶୁକ୍ରବାର) କୁ ପୁରୀର ଆଖପାଖ,...

ପ୍ରକାଶପାଇଲା ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ଫଳ: ହଂସିକା ଶୁକ୍ଲା ଏବଂ କରିଶ୍ମା ଆରୋରା...

0
ନୂଆ ଦିଲ୍ଲୀ ୨ ମଇ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନୂଆ ଦିଲ୍ଲୀ ଅର୍ଥାତ୍ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଗୁରୁବାର ଅର୍ଥାତ ୨ ମଇ କୁ...

୧୫ ବିଧାନସଭାର ଅନେକ ବୁଥ୍ ଶାସକ ବିଜେଡି ଜବରଦଖଲର ତଥ୍ୟପ୍ରମାଣ ଉପସ୍ଥାପିତ-ଧର୍ମେନ୍ଦ୍ର ପ୍ରଧାନ

0
ରାଜ୍ୟରେ ନିର୍ବାଚନ ଅନିୟମିତତା ନେଇ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ - ବିଜେପି କର୍ମୀଙ୍କ ଉପରେ ଶାସକ ଦଳର ହିଂସାର ତଥ୍ୟ ପ୍ରମାଣ ଦେଲେ -...

ଫନୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଆସନ୍ତାକାଲି ସଂଧ୍ୟା ସୁଦ୍ଧା ୮ ଲକ୍ଷ...

0
-ପ୍ରତିଟି ଜୀବନ ଆମ ପାଇଁ ମୁଲ୍ୟବାନ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୧.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବାତ୍ୟା ଫନୀର ମୁକାବିଲା...

ସାମୁଦ୍ରିକ ଝଡ ଫନୀ ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି

0
- ଟ୍ରାନ୍ସମିଶନ ଅଫ ନାଭିଗେସନାଲ ଟେଲେକ୍ସ (ନାଭଟେକ୍ସ) ଦ୍ୱାରା ସତର୍କ ସୂଚନା ପ୍ରଦାନ ଆରମ୍ଭ - ଉଦ୍ଧାର ଏବଂ ପ୍ରଶମନ କାର୍ଯ୍ୟ ପାଇଁ ଓଡିଶା ଓ ପଶ୍ଚିମବଙ୍ଗ ତଟରେ ୫ଟି ଜାହାଜ ମୁତୟନ - ପାରାଦ୍ୱୀପ...

୨୦୧୯ ଏପ୍ରିଲରେ ସର୍ବାଧିକ ଜିଏସଟି କର ସଂଗ୍ରହ

0
ନୂଆ ଦିଲ୍ଲୀ ୧-୫ (ଓଡ଼ିଆ ପୁଅ) ୨୦୧୯ ଏପ୍ରିଲ ମାସରେ ମୋଟ ୧, ୧୩, ୮୬୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। ଏହା ଜିଏସଟି ଲାଗୁ ହେବାଠାରୁ ଏପର୍ଯ୍ୟନ୍ତ ସର୍ବାଧିକ ସଂଗ୍ରହ।...

ଓଡିଶା ଉପକୂଳ ଅତିକ୍ରମ କରିବ ଫନୀ

0
- (ଇଏନସି) ଝଡର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛି ପୂର୍ବ ନୌସେନା କମାଣ - ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ନୌସେନା ଜାହାଜ ଓ ବାୟୁଯାନ ପ୍ରସ୍ତୁତ - ଆକାଶ ମାର୍ଗରୁ ରିଲିଫ...

ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ: ମେ ୩ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି...

0
- ମେ ୩ ସଂଧ୍ୟାରେ ଓଡିଶା ଉପକୂଳରେ ଘଂଟାପ୍ରତି ୨୦୦ କିମି ବେଗରେ ପବନ ବହିବ - ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା - ଓଡିଶା ଉପକୂଳରେ ସମୁଦ୍ର...

BREAKING: ଗଢ଼ଚିରୌଲୀରେ IED ବିଷ୍ପୋରଣ: ୧୫ ଜବାନ ଶହୀଦ

0
ମହାରାଷ୍ଟ୍ର ୧-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ଗଢ଼ଚିରୌଲୀରେ ମାଓବାଦୀମାନଙ୍କଦ୍ଵାରା ଦୁଇଟି ପୁଲିସର ଗାଡ଼ି ଉପରେ IED ଜରିଆରେ କରାଯାଇଥିବା ଆକ୍ରମଣରେ ୧୫ ଯବାନ ଶହୀଦ ହେବାର ଖବର ମିଳିଛି। ମିଳିଥିବା ସୂଚନା ମୁତାବିକ...

ବ୍ରହ୍ମପୁର ଠାକୁରାଣୀଯାତ୍ରାରେ ଚରମ ଅବ୍ୟବସ୍ଥା: ମହିଳାଙ୍କୁ ଦୁର୍ବ୍ୟବହାର, ସ୍ବେଛାସେବୀ ଦାୟିତ୍ୱରେ ଥିବା ଯୁବକମାନଙ୍କ ଅସୌଜନ୍ୟ...

0
ଵ୍ରହ୍ମପୁର ; ୩୦/୦୪ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ସାନ୍ତାଣୀ ଠାକୁରାଣୀଙ୍କ ଐତିହାସିକ ଯାତ୍ରା ଆଜି ଭୋରରେ ଉଦଯାପିତ ହୋଇଯାଇଛି। ଦୀର୍ଘ ଏକ ମାସ ଧରି...