Home ଓଡ଼ିଶା BREAKING: ଗଢ଼ଚିରୌଲୀରେ IED ବିଷ୍ପୋରଣ: ୧୫ ଜବାନ ଶହୀଦ

BREAKING: ଗଢ଼ଚିରୌଲୀରେ IED ବିଷ୍ପୋରଣ: ୧୫ ଜବାନ ଶହୀଦ

1883

ମହାରାଷ୍ଟ୍ର ୧-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ଗଢ଼ଚିରୌଲୀରେ ମାଓବାଦୀମାନଙ୍କଦ୍ଵାରା ଦୁଇଟି ପୁଲିସର ଗାଡ଼ି ଉପରେ IED ଜରିଆରେ କରାଯାଇଥିବା ଆକ୍ରମଣରେ ୧୫ ଯବାନ ଶହୀଦ ହେବାର ଖବର ମିଳିଛି। ମିଳିଥିବା ସୂଚନା ମୁତାବିକ ଦୁଇଟି ଗାଡ଼ିରେ ପ୍ରାୟତଃ ୨୫ ଜବାନ ଯାତ୍ରା କରୁଥିଲେ। କୁହାଯାଇପାରେଯେ, କି ଦୁଇଟି ଗାଡ଼ି ପେଟ୍ରୋଲିଂ ପାଇଁ ବାହାରିଥିଲେ।

କୁହାଯାଇପାରେଯେ, ଗତ ମାସରେ ଛତିଶଗଡ଼ର ଦନ୍ତେୱାଡ଼ାରେ ଲୋକସଭା ନିର୍ବାଚନ ପ୍ରଥମ ଚରଣର ବୋଟିଙ୍ଗର କେବଳ ୩୬ ଘଣ୍ଟା ପୂର୍ବରୁ ମାଓବାଦୀମାନେ ବଡ଼ ଆକ୍ରମଣ କରିଥିଲେ। ମାଓବାଦୀମାନେ ଦନ୍ତେୱାଡ଼ାର କୁଆଂକୋଣ୍ଡା ଥାନା କ୍ଷେତ୍ରର ଶ୍ୟାମଗିରୀରେ ବିଜେପିର କାଫିଲାକୁ ଉପରେ ଆକ୍ରମଣ କରିଥିଲେ ଏବଂ IED ବିଷ୍ପୋରଣ କରିଥିଲେ। ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମଣ୍ଡାବୀଙ୍କ ସମେତ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.