Home ଆନ୍ତର୍ଜାତୀୟ ତାଜାଖବର: ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ

ତାଜାଖବର: ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ

7640

ଜ୍ୟାକସନଭିଲେ – ୪ ମଇ (ଓଡ଼ିଆ ପୁଅ) ସେଣ୍ଟ ଜନ୍ ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ। କିନ୍ତୁ ଖୁସିର କଥାଯେ, କୌଣସି ଲୋକଙ୍କର ପ୍ରାଣହାନୀ ଘଟିନାହିଁ। ନାଭି ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟରେ ଲାଗିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.