Home ଓଡ଼ିଶା ମହାବାତ୍ୟା ଫନୀ ଯୋଗୁଁ ଏହି ସବୁ ଟ୍ରେନ୍ ବାତିଲ୍ ପଢ଼ନ୍ତୁ ଚିଠା

ମହାବାତ୍ୟା ଫନୀ ଯୋଗୁଁ ଏହି ସବୁ ଟ୍ରେନ୍ ବାତିଲ୍ ପଢ଼ନ୍ତୁ ଚିଠା

2256

ବିଶାଖାପାଟନାମ୍ ୨-୫ (ଓଡ଼ିଆ ପୁଅ) ଓଡ଼ିଶାକୁ ମାଡ଼ି ଆସୁଛି ଅତି ଭୟଙ୍କର ଝଡ଼ ଫନୀ। ଏଥିପାଇଁ ଅନେକ ଟ୍ରେନକୁ ରଦ୍ଦ କରି ଦିଆଯାଇଛି। କାରଣ ୩ ମଇ (ଶୁକ୍ରବାର) କୁ ପୁରୀର ଆଖପାଖ, ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟରେ ଓଡିଶା ତଟକୁ ପାର କରିବ ଅତ୍ୟନ୍ତ ଭୟଙ୍କର ମହାବାତ୍ୟା ‘ଫନୀ’। ତେଣୁ ଏହାକୁ ନଜରରେ ରଖି ଏହି ସବୁ ଟ୍ରେନ୍ କୁ ବାତିଲ୍ କରାଯାଇଛି କିମ୍ବା ମାର୍ଗରେ ପରିବର୍ତ୍ତନ କରାଯାଇଛି।

ବୁଧବାର (୧ ମଇ) ରଦ୍ଦ କରାଯାଇଥିବା ଟ୍ରେନଗୁଡ଼ିକ : ସିଲଚର – ତିରୁବନନ୍ତପୁରମ ସେଂଟ୍ରାଲ ଏକ୍ସପ୍ରେସ (୧୨୫୦୮) ୧ ମଇ କୁ ସିଲଚରରୁ ଯାତ୍ରାରମ୍ଭ ; ଗାନ୍ଧୀଧାମ – ପୁରୀ ଏକ୍ସପ୍ରେସ (୨୨୯୭୩) ୧ ମଇ କୁ ଗାନ୍ଧୀଧାମରୁ ଯାତ୍ରାରମ୍ଭ; ଏବଂ ଯଶବନ୍ତପୁର – ମୁଜଫ୍ଫରପୁର ଏକ୍ସପ୍ରେସ (୧୫୨୨୭) ୧ ମଇରେ ଯଶବନ୍ତପୁରରୁ ଯାତ୍ରାରମ୍ଭ କରିବାର ଥିଲା।

୨ ମଇ ମୂଳ ଷ୍ଟେସନରୁ ଛାଡ଼ୁଥିବା ନିମ୍ନଲିଖିତ ଟ୍ରେନଗୁଡ଼ିକ ରଦ୍ଦ କରାଯାଇଛି: ହାବଡ଼ା – ହାଇଦ୍ରାବାଦ ଏକ୍ସପ୍ରେସ (୧୮୬୪୫); ହାବଡ଼ା – ଚେନ୍ନାଈ ଏକ୍ସପ୍ରେସ (୧୨୮୪୧), ସଂତରାଗାଛୀ – ମାଙ୍ଗାଲୋର ସେଂଟ୍ରାଲ ଏକ୍ସପ୍ରେସ (୨୨୮୫୧); ହାବଡ଼ା – ତିରୁଚିରାପଲ୍ଲୀ ଜଂକ୍ଶନ। ଏକ୍ସପ୍ରେସ (୧୨୬୬୩); ହାବଡ଼ା – ଯଶବନ୍ତପୁର ଏକ୍ସପ୍ରେସ (୧୨୮୬୩); ହାବଡ଼ା – ଚେନ୍ନାଈ ଏକ୍ସପ୍ରେସ (୧୨୮୩୯); ପଟନା ଜଂ – ଏର୍ନାକୁଲମ ଜଂକ୍ଶନ ଏକ୍ସପ୍ରେସ (୨୨୬୪୪); ସଂତରାଗାଛୀ – ଚେନ୍ନାଈ ଏକ୍ସପ୍ରେସ (୦୬୦୫୭); ଗୌହାଟୀ – ସିକଂଦରାବାଦ ଏକ୍ସପ୍ରେସ (୧୨୫୧୪); ଚେନ୍ନାଈ – ସଂତରାଗାଛୀ ଏକ୍ସପ୍ରେସ (୨୨୮୦୮); ଯଶବନ୍ତପୁର – ମୁଜ଼ଫ୍ଫରପୁର ଏକ୍ସପ୍ରେସ (୧୫୨୨୭); ହାଇଦ୍ରାବାଦ – ହାବଡ଼ା ଏକ୍ସପ୍ରେସ (୧୮୬୪୬); ଯଶବନ୍ତପୁର – ହାବଡ଼ା ଏକ୍ସପ୍ରେସ (୧୨୨୪୬); ସିକଂଦରାବାଦ – ହାବଡ଼ା ଏକ୍ସପ୍ରେସ (୧୨୭୦୪); ଚେନ୍ନାଈ – ହଳଦିଆ ଏକ୍ସପ୍ରେସ (୨୨୬୧୩); ଯଶବନ୍ତପୁର – ହାବଡ଼ା ଏକ୍ସପ୍ରେସ (୨୨୮୮୮); ଚେନ୍ନାଈ – ଶାଲୀମାର ଏକ୍ସପ୍ରେସ (୨୨୮୨୬); ବାସ୍କୋ-ଦା-ଗାମା – ହାବଡ଼ା ଏକ୍ସପ୍ରେସ (୧୮୦୪୮); ତାମ୍ବରମ – ଡିବ୍ରୂଗଢ଼ ଏକ୍ସପ୍ରେସ (୧୫୯୨୯); ପୁଣେ – ଭୁବନେଶ୍ଵର ଏକ୍ସପ୍ରେସ (୨୨୮୮୧); ଚେନ୍ନାଈ – ହାବଡ଼ା ଏକ୍ସପ୍ରେସ (୧୨୮୪୦); କେଏସଆର ବେଂଗଲୁରୁ ସିଟୀ – ଭୁବନେଶ୍ଵର ଏକ୍ସପ୍ରେସ (୧୮୪୬୪); ଯଶବନ୍ତପୁର – ହାବଡ଼ା ଏକ୍ସପ୍ରେସ (୧୨୮୬୪); ମୁମ୍ବାଇ ସୀଏସଟୀଏମ – ଭୁବନେଶ୍ଵର ଏକ୍ସପ୍ରେସ (୧୧୦୧୯); ତିରୁବନନ୍ତପୁରମ ସେଂଟ୍ରାଲ – ଶାଲୀମାର ଏକ୍ସପ୍ରେସ (୨୨୬୪୧); ଚେନ୍ନାଈ – ହାବଡ଼ା ଏକ୍ସପ୍ରେସ (୧୨୮୪୨); ତିରୁପତି – ପୁରୀ ଏକ୍ସପ୍ରେସ (୧୭୪୮୦); ସିକଂଦରାବାଦ – ଭୁବନେଶ୍ଵର ଏକ୍ସପ୍ରେସ (୧୭୦୧୬); ସିଲଚର – ତିରୁବନନ୍ତପୁରମ ସେଂଟ୍ରାଲ ଏକ୍ସପ୍ରେସ (୧୨୫୦୮); ଏବଂ ହାବଡ଼ା – ବାସ୍କୋ-ଡା-ଗାମା ଏକ୍ସପ୍ରେସ (୧୮୦୪୭)।

୩ ମଇ କୁ ମୂଳ ଷ୍ଟେସନ ରୁ ଛାଡ଼ୁଥିବା ନିମ୍ନଲିଖିତ ଟ୍ରେନ କୁ ରଦ୍ଦ କର ଦିଆଯାଇଛି:

ଭୁବନେଶ୍ଵର – କେଏସଆର ବେଂଗଲୁରୁ ସିଟୀ ଏକ୍ସପ୍ରେସ (୧୮୪୬୩); ଭୁବନେଶ୍ଵର – ବିଶାଖାପତ୍ତନମ ଏକ୍ସପ୍ରେସ (୨୨୮୧୯); ଭୁବନେଶ୍ଵର – ସିକଂଦରାବାଦ ଏକ୍ସପ୍ରେସ (୧୭୦୧୫); ହାବଡ଼ା – ସିକଂଦରାବାଦ ଏକ୍ସପ୍ରେସ (୧୨୭୦୩); ହାବଡ଼ା – ଯଶବନ୍ତପୁର ଏକ୍ସପ୍ରେସ (୧୨୨୪୫); ଖଡ଼ଗପୁର ଜଂ. – ବିଲ୍ଲୁପୁରମ ଜଂକ୍ଶନ. ଏକ୍ସପ୍ରେସ (୨୨୬୦୩); ହାବଡ଼ା – ହାଇଦ୍ରାବାଦ ଏକ୍ସପ୍ରେସ (୧୮୬୪୫); ହାବଡ଼ା – ଚେନ୍ନାଈ ଏକ୍ସପ୍ରେସ (୧୨୮୪୧); ହାବଡ଼ା – ମୈସୂରୁ ଏକ୍ସପ୍ରେସ (୨୨୮୧୭); ସଂତରାଗାଛୀ – ଚେନ୍ନାଈ ଏକ୍ସପ୍ରେସ (୨୨୮୦୭); ପୁରୀ – ଯଶବନ୍ତପୁର ଏକ୍ସପ୍ରେସ (୨୨୮୮୩); ଭୁବନେଶ୍ଵର – ରାମେଶ୍ଵରମ ଏକ୍ସପ୍ରେସ (୧୮୪୯୬), ପୁରୀ – ତିରୁପତି ଏକ୍ସପ୍ରେସ (୧୭୪୭୯), ଭୁବନେଶ୍ଵର – ମୁମ୍ବାଇ ସୀଏସଟୀଏମ ଏକ୍ସପ୍ରେସ (୧୧୦୨୦); ପୁରୀ – ଅହମ୍ମଦାବାଦ ଏକ୍ସପ୍ରେସ (୧୨୮୪୩); ଚେନ୍ନାଈ-ହାବଡ଼ା ଏକ୍ସପ୍ରେସ (୧୨୮୪୨); ଗୁଣୁପୁର – ରାଉରକେଲା ଏକ୍ସପ୍ରେସ (୧୮୧୧୮); ବିଶାଖାପାଟନମ – ଭୁବନେଶ୍ଵର ଏକ୍ସପ୍ରେସ (୨୨୮୨୦); ସିକଂଦରାବାଦ – ଶାଲୀମାର ଏକ୍ସପ୍ରେସ (୨୨୮୫୦); ଏବଂ ହାଇଦ୍ରାବାଦ – ହାବଡ଼ା ଏକ୍ସପ୍ରେସ (୧୮୬୪୬)।

ବୈକଲ୍ପିକ ମାର୍ଗ: ନିମ୍ନଲିଖିତ ଟ୍ରେନଗୁଡ଼ିକ ଡାଇଭର୍ଟ କରାଯାଇଛି
KSR ବେଂଗଲୁରୁ ସିଟି – ଗୌହାଟୀ ଏକ୍ସପ୍ରେସ (୧୨୫୦୯), ୨ ମଇ କୁ KSR ବେଂଗଲୁରୁ ସିଟିରୁ ଯାତ୍ରାରମ୍ଭକରି ଭାୟା, ବିଜୟନଗରମ – ଟିଟିଲାଗଢ଼ – ଝାରସୁଗୁଡ଼ା ଏବଂ ବିଶାଖାପାଟନମ – ଅମୃତସର ଏକ୍ସପ୍ରେସ (୧୮୫୦୭), ୩ ମଇକୁ ବିଶାଖାପଟ୍ଟନମରୁ ଚାଲିବ ୱାଲ୍ଟେୟର ଡିବିଜନର ଡିଭିଜନାଲ କମର୍ଶିଆଲ ମ୍ୟାନେଜର ଅଶୋକ ରାଓଙ୍କ ଅନୁସାରେ ବିଜୟନଗରମ – ଟିଟଲାଗଡ଼ – ସମ୍ବଲପୁର ରାସ୍ତାରେ ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.