Tag: picturenews
ବିମାନ ନିଖୋଜ ଘଟଣା : ଓଡ଼ିଆ ପାଇଲଟ ଙ୍କ ପାଇଁ ଗଞ୍ଜାମ ଜିଲ୍ଲାବାସୀ ଉଦବିଗ୍ନ
ବ୍ରହ୍ମପୁର: ୯/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭାରତୀୟ ବାୟୁ ସେନାର ଏକ ବିମାନ ନିଖୋଜ ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଛି। ସେହି ବିମାନରେ ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ...
କାଳବୈଶାଖୀ ବେଳେ ବଜ୍ରାଘାତରେ ଜଣେ ମହିଳା ଓ ଗାଈଗୋରୁ ମୃତ
ବ୍ରହ୍ମପୁର: ୯/୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଦିଗପହଣ୍ଡି ଥାନା ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମରେ ଶନିବାରଦିନ ଅପରାହ୍ନ ୩ ଘଣ୍ଟା ସମୟରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ...
ଫନୀ ପରବର୍ତ୍ତୀ ପୁରୀର ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପୁନରୁଦ୍ଧାର ନେଇ ସମୀକ୍ଷା କଲେ...
କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ମହାପ୍ରଭୁଙ୍କ ଦର୍ଶନ ସହ
ବିଶ୍ୱ ଇସ୍ପାତ ଜଗତରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥିତିର ଲାଭ ଓଡିଶା ବିଶେଷ ଭାବରେ ଯୁବପିଢୀଙ୍କ ପାଖରେ ପହଁଚାଯିବ - ଧର୍ମେନ୍ଦ୍ର ପ୍ରଧାନ
ଫୋନି...
ସମ୍ବର୍ଦ୍ଧନା ସଭାରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ: ୧୨୦ + ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ...
- ଗରିବ ଓଡିଆ ପୁଅ ପ୍ରତାପ ନନାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ନରେନ୍ଦ୍ର ମୋଦି ସାଢେ ୪ କୋଟି ଓଡିଆ ଲୋକଙ୍କ ସମ୍ମାନ କରିଛନ୍ତି
- ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଆଜିି ବିଜେପି ରାଜ୍ୟ...
ଫନୀ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ରାହାଙ୍ଗିରିଆରେ ବିଜୁଳି ପହଁଚାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ କଲେ ଅନୁରୋଧ
ବୀରହରେକୃଷ୍ଣପୁର, ଜୁନ ୦୮(ଓଡ଼ିଆ ପୁଅ) - ବାତ୍ୟା ଫନୀରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପଂଚାୟତ ରାହାଙ୍ଗିରିଆ...
ନବୀନ ବାବୁ ରାଜନୀତି ଉଦ୍ଧ୍ୱର୍କୁ ଯାଇ ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ:...
ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ
ଭୁବନେଶ୍ୱର, ୦୭/୦୬ (ଓଡ଼ିଆ ପୁଅ) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ନୀତିରେ ସାରା...
ଦଳୀୟ ସଂକଳ୍ପବୋଧକୁ ଗୁରୁତ୍ତ୍ୱ ନଦେଇ ଫସିଲେ ଅପରାଜିତା!
ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ପ୍ରଶାସିକାରୁ ରାଜନେତା ପାଲଟିଲେ ଅପରାଜିତା ଷଢ଼ଙ୍ଗୀ। ଭାରତୀୟ ଜନତା ପାର୍ଟୀ ଟିକେଟରେ ନିର୍ବାଚନ ଲଢ଼ି ଭୁବନେଶେୱର ସାଂସଦ ହେଲେ ଶ୍ରୀମତୀ ଷଢ଼ଙ୍ଗୀ। ମାତ୍ର ପ୍ରଶାସକ ଓ...
ଭୁଲ ତଥ୍ୟ ଦେଇ ବିସ୍ଥାପିତ ସହାୟତା ରାଶି ହଡପ ଅଭିଯୋଗ
ଭୁଲ ତଥ୍ୟ ଦେଇ ବିସ୍ଥାପିତ ସହାୟତା ରାଶି ହଡପ ଅଭିଯୋଗଖଡିଆଳ/ନୂଆପଡା-୦୮.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଓ କୋମନା ବ୍ଲକର ମଧ୍ୟ ସ୍ଥଳ ସୁନ୍ଦର ଓ ଇନ୍ଦ୍ର...
ନୀତି ଆୟୋଗର ସଦସ୍ୟ
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ...
କ୍ୟାବିନେଟ କମିଟି-୨୦୧୯ର ସଦସ୍ୟ
ନୂଆଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ବ୍ୟାବସାୟିକ ନିୟମ ପରିଚାଳନା ଅନ୍ତର୍ଗତ କ୍ୟାବିନେଟ କମିଟିର ସରକାର ପୁନର୍ଗଠନ କରିଛନ୍ତି। ଏଥିରେ ସାମିଲ ରହିଛି- ନିଯୁକ୍ତି, ଆବାସ, ଆର୍ଥିକ, ସଂସଦୀୟ, ରାଜନୈତିକ, ସୁରକ୍ଷା, ନିବେଶ ଓ...
ସମସ୍ୟାରେ ଜର୍ଜରିତ ବାଲିଗୁଡ଼ାର ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସମେତ ୬ ଅଧ୍ୟପକ ପଦବୀ ଖାଲି...
ବାଲିଗୁଡ଼ା, ୮/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ବିକାଶ ଓ ବହୁ ସଂସ୍କାର କଥା ବିଭିନ୍ନ ସଭା ସମିତିରେ କହୁଥିବା ବେଳେ ବିଭିନ୍ନ ଢାଞ୍ଚାଗତ ପରିବର୍ତ୍ତନର ବାହାବା ନେଉଛନ୍ତି କିନ୍ତୁ...
ବଡ ଭାଇର ବର୍ଚ୍ଛା ମାଡରେ ସାନ ଭାଇର ମୃତ୍ୟୁ
କୋରାପୁଟ ୦୮-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସଦର ଥାନା ଦେବୀଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଗଚ୍ଛିତ ଧାନ ନ ଦେବାରୁ ବଡ ଭାଇ ସାନ ଭାଇକୁ...
ସୁବାସ ପାଣିଗ୍ରାହୀ ହୋଇପାରନ୍ତି ବିରୋଧି ଦଳ ନେତା
ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଓଡ଼ିଶା ବିଧାନସଭାରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟୀ ବିରୋଧି ଦଳର ମାନ୍ୟତା ପାଇଛି। ଭାରତୀୟ ଜନତା ପାର୍ଟୀର ତେଇଶି ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ...
ବସ ଓଲଟି ୨୦ରୁ ଅଧିକ ଆହତ ୨ ଗୁରୁତର
ପଟ୍ଟାଙ୍ଗି ୭-୬ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକଅନ୍ତର୍ଗତ ପଟାଙ୍ଗି ରାଳେଗଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ତେଲାରାଇ ଛକ ବୁଲାଣିଠାରେ ଦୃତଗାମୀ ଯାତ୍ରୀବାହୀ ନଡିଆରାଣୀ ବସ ଭାରସାମ୍ୟ ହରାଇ ଭୋର...
ରଜନୀକାନ୍ତ ସିଂହ ବିଜେଡ଼ିର ଉପ-ବାଚସ୍ପତି ପ୍ରାର୍ଥୀ ଏବଂ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପ-ମୁଖ୍ୟ ସଚେତକ...
ଭୁବନେଶ୍ୱର ୭.୬ (ଓଡ଼ିଆ ପୁଅ) ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଅନୁଗୁଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କୁ ଚଳିତ ବିଧାନସଭାର ଉପ-ବାଚସ୍ପତି ପଦବୀ ନିମନ୍ତେ ବିଜୁ ଜନତା...
ଘାଟିରେ ଓଲଟିଲା ବସ ; ଗୁରୁତର କଣ୍ଡକ୍ଟରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର
କୋରାପୁଟ ; ତା୦୭-୦୬-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କଟକରୁ ଜୟପୁର ଆସୁଥିବା ଏକ ଘରୋଇ ବସ ଆଜି ଭୋର ସମୟରେ ପଟ୍ଟାଙ୍ଗି ଠାରୁ ୮କିଲୋମିଟର ଦୂର ରାଲେଗାଡା ନିକ ତେଲରାଇ ଘାଟିରେ...
ଆତଙ୍କବାଦୀଙ୍କ ସହ ଦୁଇ ଗଦ୍ଦାର ଯବାନ ନିହତ
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲାସିପୋରା ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଆତଙ୍କବାଦୀ ନିହତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ଜବାନ୍ (ଏସପିଓ) ଅଛନ୍ତି।ଏହି...
ଦୁବାଇରେ ଫସି ରହିଥିବା ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ...
- ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବ୍ୟକ୍ତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୬ (ଓଡ଼ିଆ ପୁଅ) - ଦୁବାଇରେ ଫସି ରହିଥିବା ୧୦ ଓଡିଆ ଯୁବକଙ୍କ ଉଦ୍ଧାର ଲାଗି...
ଖାଦ୍ୟ ଅଭାବରୁ ଗ୍ରୀଷ୍ମ ଋତୁ ଭିତରେ ମରିଯିବେ ୨୦ ଲକ୍ଷ ଲୋକ!
ଭୁବନେଶ୍ୱର:ସଂଯୁକ୍ତ ରାଷ୍ଟ୍ର (ୟୁଏନ)ର ଆପାତ କାଳ ପାଇଁ ମାନବୀୟ ସାହାଯ୍ୟ ଦାୟିତ୍ୱରେ ଥିବା ପ୍ରମୁଖ ମାର୍କ ଲୋକାଁକ କହିଛନ୍ତି ଯଦି ସୋମାଲିଆକୁ ତୁରନ୍ତ ଅନ୍ତରାଷ୍ଟ୍ରୀୟ ସହଯୋଗ ପହଞ୍ଚା ନ'ଯାଏ,ତେବେ ଗ୍ରୀଷ୍ମ ଋତୁ ସରିବା...
ନାବାଳିକାଙ୍କୁ ଅପହରଣ ଅଭିଯୋଗ
କୋରାପୁଟ ; ତା୦୬-୦୬-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।କୋରାପୁଟ ଟାଉନଥାନାରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଏକ...






