Home ଓଡ଼ିଶା ରଜନୀକାନ୍ତ ସିଂହ ବିଜେଡ଼ିର ଉପ-ବାଚସ୍ପତି ପ୍ରାର୍ଥୀ ଏବଂ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପ-ମୁଖ୍ୟ ସଚେତକ ନିଯୁକ୍ତ

ରଜନୀକାନ୍ତ ସିଂହ ବିଜେଡ଼ିର ଉପ-ବାଚସ୍ପତି ପ୍ରାର୍ଥୀ ଏବଂ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପ-ମୁଖ୍ୟ ସଚେତକ ନିଯୁକ୍ତ

1093

ଭୁବନେଶ୍ୱର ୭.୬ (ଓଡ଼ିଆ ପୁଅ) ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଅନୁଗୁଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କୁ ଚଳିତ ବିଧାନସଭାର ଉପ-ବାଚସ୍ପତି ପଦବୀ ନିମନ୍ତେ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ କରିଥିବା ବେଳେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପ-ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.