Tag: picturenews
ରାୟଗଡା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକବ୍ୟକ୍ତ କରିବା ସହ ରେଳମନ୍ତ୍ରୀଙ୍କ ସହ କଥା...
- ସମଲେଶ୍ୱରୀ ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ସୂଚନା
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୫ (ଓଡ଼ିଆ ପୁଅ) – ରାୟଗଡା...
ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ : ମେଣ୍ଟେନାନ୍ସ ଇଞ୍ଜିନ୍ ଏକ୍ସପ୍ରେସ୍କୁ ଧକ୍କା ଦେବାରୁ ନିଆଁ ଲାଗିଛି
ରାୟଗଡ଼ା ୨୫-୬ (ଓଡ଼ିଆ ପୁଅ): ହାଓଡ଼ା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରାକ୍ ଲାଇନ ମରାମତି ତରୁଥିବା ମେଣ୍ଟେନାନ୍ସ ଇଞ୍ଜିନ୍ ଏକ୍ସପ୍ରେସ୍କୁ ଧକ୍କା ଦେବାରୁ ନିଆଁ ଲାଗିଛି। ଏହି ଘଟଣା...
୧ ଜୁଲାଇରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ
ଭୁବନେଶ୍ୱର ୨୫.୬ (ଓଡ଼ିଆ ପୁଅ) ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା।
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜନିତ...
ଅନୈତିକ ପ୍ରେମ ସମ୍ପର୍କ: ନିଜ ସ୍ୱାମୀ ହତ୍ୟା କରାଇବା ଅଭିଯୋଗ, ଅଭିଯୁକ୍ତ ପ୍ରେମିକ ଗିରଫ,...
ଟିଟିଲାଗଡ଼ ୨୫-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗ୍ରାମ ପୋଖରୀ ନିକଟରେ ଗତ ୧୯ ତାରିଖରେ ଘଂଟବାହାଲି ଗ୍ରାମର ପରିଚୟ ଛତରଙ୍କ ପୁଅ ରାଜେନ୍ଦ୍ର ଛତରଙ୍କୁ ହତ୍ୟା କରିବା...
ବୁର୍ଲା ଭିମସାର ଓ କଟକ ଏସ.ସି.ବି ନର୍ସିଂ କଲେଜରେ ୭୦ ଟି ନୂତନ ପଦବୀକୁ...
ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିର୍ଲାସ୍ଥିତ ଭିମସାର ନର୍ସିଂ କଲେଜ ଓ କଟକସ୍ଥିତ ଏସ୍.ସି.ବି ନର୍ସିଂ କଲେଜ ପାଇଁ ୭୦ଟି ନୂତନ ପଦବୀ ସୃଷ୍ଟି ପାଇଁ...
କଂଗ୍ରେସକୁ ବଡ଼ ଝଟକା: ଗୁଜରାଟ ରାଜ୍ୟସଭା ନିର୍ବାଚନ ମାମଲାରେ କଂଗ୍ରେସ ଯାଚିକା ସୁପ୍ରିମକୋର୍ଟଙ୍କ ଦ୍ୱାରା...
ନୂଆଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ଆଜି ସୁପ୍ରିମ କୋର୍ଟରେ କଂଗ୍ରେସକୁ ଝଟକା ଲାଗିଛି। ସୁପ୍ରିମ କୋର୍ଟ ଗୁଜରାଟ ରାଜ୍ୟସଭା ନିର୍ବାଚନ ମାମଲାରେ ନିର୍ବାଚନ ଆୟୋଗ ବିରୁଦ୍ଧରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ସୁପ୍ରିମ...
ଖାଲକୁ ଖସି ପଡ଼ିଲା ଯାତ୍ରୀବାହୀ ବସ, ୬ ମୃତ, ୩୯ ଆହତ
ଝାରଖଣ୍ଡ ୨୫-୬ (ଓଡ଼ିଆ ପୁଅ) ଝାରଖଣ୍ଡର ଗଢ଼ବାରେ ଅମ୍ବିକାପୁରରୁ ସାସାରାମ ଯାତ୍ରାକୁ କରୁଥିବା ଯାତ୍ରୀବାହୀ ବସ ମଙ୍ଗଳବାର ସକାଳେ ଖାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ବର୍ତ୍ତମାନ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୯...
“ମୋ ହାତ କାଟି ଦିଅ – ଆଉ କଷ୍ଟ ସହି ହେଉନି” –...
ଢାକା ୨୪-୬ (ଓଡ଼ିଆ ପୁଅ) : ଜଣେ ବାଙ୍ଗଲା ଦେଶୀ "ଟ୍ରି ମ୍ୟାନ" ଭାବରେ ପରିଚିତ କାରଣ ତା’ ଶରୀରରେ ଗଛ ଛେଲି ସଦୃଶ ବୃଦ୍ଧି ହେଉଛି। ସୋମବାର ସେ କହିଥିଲେ କି...
ଖୋଲା ବୁଝାମଣାର ଅର୍ଥ କ’ଣ?
ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ତ୍ୱକୁ ନେଇକି ଦୀର୍ଘ ୭୨ ଘଣ୍ଟା ଧରି ସସ୍ପେନ୍ସ ଜାରୀ ରହିଛି। ସେ ବିଜେଡ଼ି ପ୍ରାର୍ଥୀ ନା ବିଜେପି ପ୍ରାର୍ଥୀ ଏବେବି ଦ୍ୱନ୍ଦ୍ୱରେ...
ସମ୍ବଲପୁର ଜିଲ୍ଲାର ମହିଳା ସ୍ୱୟଂ ସହାୟକ ମାନଙ୍କୁ ପରିବା ଓ ଛତୁ ଚାଷ ରେ...
ସମ୍ବଲପୁର, ୨୪/୬ (ଓଡ଼ିଆ ପୁଅ) ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟା ମାନଙ୍କୁ ଆର୍ଥୀକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛତୁ ଚାଷକୁ ପ୍ରୋତ୍ସାହନ ଦିଆଯିବ। ଆଗରୁ...
ବିଧାୟକ ଦଳ ନେତା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଘୋଷଣା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ...
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୩/୦୬ (ଓଡ଼ିଆ ପୁଅ) : ଆଜି ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପିର...
ବ୍ୟର୍ଥ ଯିବନି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ:ବିଜେପି
ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଅବସରରେ
- ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି :ଧର୍ମେନ୍ଦ୍ର ପ୍ରଧାନ
- ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ...
ଚୋରା ମଦ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ବେଗୁନିଆପଡ଼ା। ଅବକାରୀ ବିଭାଗର ହାତ ଖାଲି। ୩...
କୋଦଳା : ୨୩/୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ମଦ କାରବାର ଚାଲୁଥିବା କିଛି ଦିନ ତଳେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ଗତ...
ମୁସଲମାନ ଯୁବକକୁ ପିଟିପିଟି ଲଗାଇଲେ ‘ଜୟ ଶ୍ରୀରାମ’ ନାରା, ଚିକିତ୍ସା ସମୟରେ ମୃତ୍ୟୁ
ଘଟଣା ସମ୍ପର୍କିତ ଅନେକ ଭିଡ଼ିଓ ସାମନାକୁ ଆସିଛି। ଗୋଟିଏ ଭିଡ଼ିଓରେ ଲୋକ ତାକୁ ଲାଠିରେ ପିଟୁଥିବା ନଜର ଆସୁଛି ଏବଂ ସେ ବଞ୍ଚାଇବା ପାଇଁ କାକୁତି ମୀନତୀ କରୁଛି। ଦ୍ୱିତୀୟ ଭିଡ଼ିଓରେ ଭୀଡ଼...
ବିଶ୍ୱକପ ଇତିହାସରେ ହାଟ୍ରିକ୍ ନେବାରେ ୨ୟ ଭାରତୀୟ ହେଲେ ମୋହମ୍ମଦ ସମୀ
ନୂଆଦିଲ୍ଲୀ: ଆଫଗାନିସ୍ଥାନ ବିରୋଧରେ ଶନିବାର ଦିନ ମ୍ୟାଚରେ ଭାରତୀୟ ବୋଲର ମୋହମ୍ମଦ ସମୀ ବିଶ୍ୱ କପ କ୍ରିକେଟ ଇତିହାସରେ ହାଟ୍ରିକ୍ ନେବାର ଦୂତୀୟ ଭାରତୀୟ ହୋଇଛନ୍ତି।ମୋହମ୍ମଦ ନବୀ, ଅଫତାବ ଆଲମ ମୁଜୀବ ଉର୍...
ଗୁପ୍ତ ବୁଝାମଣା ନୁହଁ, ଖୋଲା ଆଲୋଚନାରେ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଗଣମାଧ୍ୟମକୁ ଉତ୍ତର
- ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ, ଓଡିଶା ଏହା ଦ୍ୱାରା ଲାଭ ପାଇବ
- ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ସଦସ୍ୟ ହେବା,...
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି
ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାଣୀଙ୍କ ଝିଅର ଏକ ସେଲ୍ଫି ଉପରେ କମେଣ୍ଡକୁ ନେଇ ଜବାବ ଦେଇଛନ୍ତି ମା" ସ୍ମୃତି।କିଛି ଦିନ ପୂର୍ବେ ସ୍ମୃତି ତାଙ୍କ ଇଂଷ୍ଟା ଆକାଉଣ୍ଟରେ ନିଜ ସହ...
ରହସ୍ୟମୟ ଅଶ୍ୱିନୀ
ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ରାଜ୍ୟସଭା ତାଲିକାରେ ଅଶ୍ୱିନୀ ବୈଷ୍ଣବଙ୍କର ନାମ ଚଢ଼ିବା ପରେ ଗତକାଲିଠାରୁ ଏହା ଉପରେ ବିଭିନ୍ନ ଗଣମାଧ୍ୟମରେ ଓ ଜନ ସମାଜରେ ଏହାକୁ ନେଇ ଚର୍ଚ୍ଚା ଥମିବାର...
ହାଲୱା ସମାରୋହ ସହିତ ସାଧାରଣ ବଜେଟ ୨୦୧୯-୨୦ର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ
ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ହାଲୱା ସମାରୋହ ସହିତ ୨୦୧୯-୨୦ ଆର୍ଥିକ ବର୍ଷର ସାଧାରଣ ବଜେଟ ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଅପରାହ୍ଣରେ ନୂଆଦିଲ୍ଲୀର ନର୍ଥ ବ୍ଲକ ଠାରେ କେନ୍ଦ୍ର...
“ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ମତ ଉପସ୍ଥାପନ କଲେ ବିଭିନ୍ନ ଗୋଷ୍ଠୀ
ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତ୍ତାଳାପ...





