Home Tags Picturenews

Tag: picturenews

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା: ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂଙ୍କୁ ଏକାଡେମୀ ରତ୍ନ

0
- ଓଡିଶୀ ନୃତ୍ୟଶିଳ୍ପୀ ସୁରୁପା ସେନଙ୍କୁ ନୃତ୍ୟ ପାଇଁ ଏକାଡେମୀ ପୁରସ୍କାର - ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକଙ୍କୁ ସମ୍ମାନ - ଓଡିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିଶମିଲ୍ଲା ଖାଁ...

ଅନ୍ତର୍ରାଷ୍ଟ୍ରୀୟ ନ୍ୟାୟ ଦିବସ ୧୭ ଜୁଲାଇ

0
ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଅନ୍ତର୍ରାଷ୍ଟ୍ରୀୟ ନ୍ୟାୟ ଦିବସ କିମ୍ବା ଇଣ୍ଟର ନ୍ୟାସନାଲ୍ ଜଷ୍ଟିସ୍ ଡେ ଏବଂ ଅନ୍ତରାଷ୍ଟ୍ରୀୟ ଅପରାଧିକ ନ୍ୟାୟ ଦିବସ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅନ୍ତର୍ରାଷ୍ଟ୍ରୀୟ ଅପରାଧିକ ନ୍ୟାୟ ପ୍ରଣାଳୀକୁ...

ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ହେବେ ଆନ୍ଧ୍ରର ରାଜ୍ୟପାଳ: ବିଶ୍ୱଭୁଷଣଙ୍କୁ ରାଜ୍ୟ ବିଜେପିର...

0
ଭୁବନେଶ୍ୱର, ୧୬ ଜୁଲାଇ (ଓଡ଼ିଆ ପୁଅ) : ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ଆଜି ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ଓଡିଶା ପାଇଁ ଅତି ଗର୍ବର କଥା। ଓଡିଶାର ରାଜନୀତି ଓ...

ମହାଭାରତର କର୍ଣ୍ଣ ଭୂମିକାରେ ଦିଲ୍ଲୀପ ରାୟ !

0
ଭୁବନେଶ୍ୱର: କୁହାଯାଏ, ବନ୍ଧୁତା କରିବ ତ' କୃଷ୍ଣଙ୍କ ପରି ବନ୍ଧୁ ଅଥବା କର୍ଣ୍ଣଙ୍କ ପରି ବନ୍ଧୁଙ୍କ ସହ ବନ୍ଧୁତା କରିବ।କୃଷ୍ଣ ଏପରି ଜଣେ ବନ୍ଧୁ ଥିଲେ ଯିଏ ମହାଭାରତ ଯୁଦ୍ଧରେ ସଖା ଅର୍ଜୁନଙ୍କ...

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତ

0
ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ): ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହି ନିଯୁକ୍ତି ମିଳିଛି।...

ପ୍ରଣାମ ଗୁରୁଜୀ

0
ଗୁରୁପୂର୍ଣ୍ଣିମା ଅବସରରେ ... - ଶ୍ରୀ ଅଖଣ୍ଡ ଗୁରୁଙ୍କ ସଂଗତି ସହଜରେ ମିଳେନାହିଁ। ଅର୍ଥାତ୍ ବ୍ୟସ୍ତବହୁଳ ଜୀବନରେ ଭଗବାନଙ୍କ ଉପାସକ ଓ ମାର୍ଗଦର୍ଶକଙ୍କ ସଂଗତିରେ ଆସିବା କଷ୍ଟ ହୋଇପଡେ। ସମୟ ମିଳେନି। ସଂସାରିକ ଜଂଜାଳ ଆମକୁ...

ତାଜା ଖବର: ମୁମ୍ବାଇରେ ୪ ମହଲା କୋଠା ଭୁଷୁଡ଼ିଲା, ୫୦ ରୁ ଅଧିକ ଲୋକ...

0
ମୁମ୍ବାଇ ୧୬ -୭ (ଓଡ଼ିଆ ପୁଅ) ମୁମ୍ବାଇର ଡୋଙ୍ଗରୀ ନାମକ ସ୍ଥାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ ଏଠାରେ ୪ ମହଲା କୋଠା ଭୁଷୁଡ଼ି ପଡ଼ିବାରୁ ୫୦ରୁ ଅଧିକ ଲୋକ...

ଭିଏଚପି ନେତାଙ୍କୁ ଗୁଳି କରି ହତ୍ୟା

0
ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରତାପଗଡ଼ଠାରେ ଜଣେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତା ଓମ୍ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି।୩୬ ବର୍ଷୀୟ ଓମ୍ ମିଶ୍ର ପେଶାରେ ଜଣେ ଓକିଲ ଥିଲେ।ସୋମବାର ଦିନ ସେ...

ପବିତ୍ର “ଗୁରୁ ପୂର୍ଣ୍ଣିମା”ର ହାର୍ଦ୍ଦିକ ଅଭିନନ୍ଦନ

0
ଗୁରୁ ପୂର୍ଣ୍ଣିମା।ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ।ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ।ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ,...

ଗ୍ରାଉଣ୍ଡ ଜିରୋରୁ ପାଟକୁରା

0
ଭୁବନେଶ୍ୱର ୧୫-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଆସନ୍ତା ୨୦ ତାରିଖ ଦିନ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେଉଛି। ୨୪ ତାରିଖରେ ଭୋଟ ଗଣତି। କିଛି ନିୟମିତ ଖବର ସଂଗ୍ରହ କରିବା ପାଇଁ ଆଜି...

ଦୁବାଇରେ ଫସିଥିବା ୧୮ ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ...

0
- ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ସମସ୍ତ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସ୍ୱଦେଶକୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀ ଡା.ଏସ୍ ଜୟଶଙ୍କରଙ୍କୁ ଅନୁରୋଧ ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୧୫ (ଓଡ଼ିଆ ପୁଅ) - ଦୁବାଇରେ...

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ...

0
ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ, ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଅନୁରାଗ...

ପାଟକୁରା ନିର୍ବାଚନ: ଖୋସାମତି ଏବଂ ଆତ୍ମ ପ୍ରଚାରରେ ମାତିଛନ୍ତି ବିଜେପି ନେତା

0
ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବିଜେପି, ବିଜେଡି ଏବଂ କଂଗ୍ରେସ ପୁରା ଦମରେ ଲାଗି ପଡ଼ିଛନ୍ତି।ତିନୋଟି ଯାକ ଦଳର ଗଣ୍ଡା ଗଣ୍ଡା ନେତା ସେଠି ଡେରା ପକାଇଛନ୍ତି।ବିଜେଡିର କିଛି ମନ୍ତ୍ରୀ, ବିଧାୟକ ଯାଇ...

ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?

0
ଭୁବନେଶ୍ୱର: ହିନ୍ଦୁ ଧର୍ମ, ସଂସ୍କୃତିର ଠେକା ଯେପରି କେବଳ ବିଜେପି ନେଇଛି, ସେପରି ସେମାନେ ସବୁବେଳେ ଦେଖାଇ ଆସିଛନ୍ତି।କେଉଁଠି କିଏ ରାମଙ୍କୁ ଅପମାନ କରିଦେଲା, ଜଗନ୍ନାଥ, ଦୁର୍ଗାଙ୍କୁ ଅପମାନ କଲା କହି ଏମାନେ...

କ୍ରୀଡ଼ାମନ୍ତ୍ରୀଙ୍କ ଫିଟନେସ୍: ଜାରି କଲେ “ବଟଲ କ୍ୟାପ୍ ଚ୍ୟାଲେଞ୍ଜ” ଭିଡିଓ

0
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ ଫିଟନେସ୍ ଉପରେ ସବୁବେଳେ ଗୁରୁତ୍ୱ ଦିଅନ୍ତି।ସେ ପ୍ରତ୍ୟହ ହାର୍ଡ ଏକ୍ସରସାଇଜ୍ କରନ୍ତି।ଏବଂ ସମୟ ସମୟରେ ନିଜର ଫିଟନେସ୍ ଭିଡିଓ ସେୟାର କରନ୍ତି।ଏବେ କିରେନ୍‌ ରିଜିଜୁ ତାଙ୍କ...

ଅଧରପଣା: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

0
ଭୁବନେଶ୍ୱର: ବାହୁଡା଼ ଯାତ୍ରା ପରେ ସିଂହଦ୍ଵାରଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଲାଗି ହୋଇଥାଏ।ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ...

ବିଜେପିରେ ବଡ଼ ପରିବର୍ତ୍ତନ: ରାଷ୍ଟ୍ରୀୟ ସଙ୍ଗଠନ ସଂପାଦକ ରାମଲାଲଙ୍କୁ ଫେରାଇ ନେଲା ସଂଘ

0
ନୂଆଦିଲ୍ଲୀ: ବିଜେପିରେ ଏକ ବଡ଼ ପରିବର୍ତ୍ତନ ଘଟିଛି।ବିଜେପିର ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ରାମଲାଲଙ୍କୁ ସଂଘ ଫେରାଇ ନେଇଛି।ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରେ ସଙ୍ଗଠନ ସମ୍ପାଦକ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ।ସଙ୍ଗଠନ ସମ୍ପାଦକ ପଦବୀ ନିଯୁକ୍ତିରେ...

ଡାର୍ଟି ପଲଟିକ୍ସ: ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ! କିନ୍ତୁ,...

0
ଭୁବନେଶ୍ୱର: ପାଟକୁରା ନିର୍ବାଚନ ଏକ ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି।ଫଳାଫଳ କ'ଣ ହେବ ତାହା ଠିକରେ ଆକଳନ କରିହେଉ ନାହିଁ।ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ!କଂଗ୍ରେସର ଚାହିଁବାରେ ତ'...

ଆଜି ସୁନାବେଶ: ସୁବର୍ଣ୍ଣ ଆଭୂଷଣରେ ସଜ୍ଜିତ ହେବେ ଶ୍ରୀ ବିଗ୍ରହ

0
ସୁନାବେଶ ବା ରାଜବେଶ ବା ବଡ଼ତଢାଉ ବେଶ ମହାପ୍ରଭୁଙ୍କର ଏକ ବିଶେଷ ବେଶ, ଯହିଁରେ ଶ୍ରୀ ବିଗ୍ରହଙ୍କୁ ସୁବର୍ଣ୍ଣ ଆଭୂଷଣରେ ସଜା ଯାଇଥାଏ।ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ।ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା...

ଜୟନାରାୟଣ ଖୋଲିଲେ ବିଜେଡ଼ି ବିଜେପି ଗୁମର

0
ଭୁବନେଶ୍ୱର ୧୩-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଗତକାଲି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ବିରୋଧି ଦଳ ନେତା ଚୟନ, ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ଚୟନ ଓ ବିଜେଡ଼ି ବିଜେପିର ମଧୁର ସମ୍ପର୍କକୁ...