Tag: picturenews
କ’ଣ ପାଇଁ ଓକିଲଙ୍କ ଡ୍ରେସ୍ ରଙ୍ଗ ଧଳା ଓ କଳା
ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆପଣ ସାଧାରଣତଃ ଫିଲ୍ମ କିମ୍ବା ରିୟଲ ଲାଇଫରେ ଓକିଲମାନଙ୍କୁ ଦେଖିଥିବେ ବା ଭଲଭାବେ ଜାଣିଥିବେ ଯେ ଓକିଲମାନେ କଳା କୋଟ ଏବଂ ଧଳା ରଙ୍ଗର ସାର୍ଟ ପିନ୍ଧନ୍ତି।...
ମାଲ୍ୟାଙ୍କୁ କହୁଥିଲେ; ଆଜି ନିଜେ ପଳାତକ: ଚିଦାମ୍ବରମଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ !
ନୂଆଦିଲ୍ଲୀ: ଦିନେ ପଳାତକ ବିଜୟ ମାଲ୍ୟାଙ୍କ କଥାକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରୁଥିଲେ।କିନ୍ତୁ ଆଜି ନିଜେ ସେ ପଳାତକ।ଲୁକ୍ ଆଉଟ୍ ନୋଟିସ୍ ଜାରୀ ହୋଇଛି ପୂର୍ବତନ ଗୃହମନ୍ତ୍ରୀ, ବିଦେଶ ମନ୍ତ୍ରୀ ତଥା...
ଆକାଶ ଛୁଇଁଲା ପରିବା ଦର
ଭୁବନେଶ୍ଵର,୨୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ରାଜ୍ୟରେ ଆକାଶଛୁଆଁ ପରିବା ଦର। ବର୍ଷା ପାଇଁ ପରିବା ଦର ବଢିଥିବା ବେଳେ ଅତି ଆବଶ୍ୟକ ଆଳୁ, ପିଆଜର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବନ୍ୟା ଓ...
ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କର ପରଲୋକ
ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କର ଆଜି ନିଧନ ହୋଇଯାଇଛି। ଗୌରଙ୍କର ହୃଦୟର ଗତି ରୋକିଯିବାରୁ ସ୍ଵର୍ଗବାସ ହୋଇଛି। ବୁଧବାରଦିନ ସକାଳେ ପ୍ରାୟତଃ ଛଅଟା...
ଫନି ପାଇଁ ଓଡ଼ିଶାକୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ମଞ୍ଜୁରି
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଫନି...
ଓଡ଼ିଶା ସରକାରଙ୍କର ରକେଟମାର୍କା ଫାଇଲ୍
ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ରକେଟ ଟିଏ ପ୍ରସ୍ତୁତ ହେବା ପାଇଁ ଆବଶ୍ୟକୀୟ ସମରଞ୍ଜାମର ଆବଶ୍ୟକତା ରହିଥାଏ। ବିଭିନ୍ନ ଯନ୍ତ୍ରପାତି ଏବଂ ଆବଶ୍ୟକୀୟ ଇନ୍ଧନ ବିନା ରକେଟଟିଏ ପ୍ରସ୍ତୁତ ହୋଇପାରେନାହିଁ। ଏହା...
UNSC ରୁ ଫେଲ ହେବା ପରେ ବାଉଳା ହେଉଛି ପାକିସ୍ଥାନ, କାଶ୍ମୀର ବିଷୟକୁ ନେଇ...
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରୁ ବିଫଳ ହେବାପରେ ପାକିସ୍ତାନ ବାଉଳା ହେଉଛି। କାଶ୍ମୀର ବିଷୟ ଉପରେ ପାକିସ୍ତାନର ଏବେ ନୂଆ ଚିନ୍ତାଧାରା। ପାକିସ୍ତାନୀ ମିଡ଼ିଆ ରିପୋର୍ଟ୍ସ...
ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ...
ଭୁବନେଶ୍ୱର: ଓଡ଼ିଆରେ ଗୋଟେ ଗୀତ ଥିଲା, "ଥରେ ଆଧାର କାର୍ଡ ଲିଙ୍କ ହେଉ ଫେସବୁକରେ ଖାଲି, ତେବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି"।ଗୀତଟି ଖୁବ୍ ହିଟ୍ ହେଇଥିଲା।ତେବେ, ଏବେ ବୋଧେ...
INX ଦୁର୍ନିତି: ପି.ଚିଦାମ୍ବରମ୍ ଙ୍କ ଘରେ ପହଁଚିଲା CBI ଟିମ, ଗିରଫ ହୋଇପାରନ୍ତି
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଆଇଏନଏକ୍ସ ମିଡ଼ିଆ ଦୁର୍ନିତି ସମ୍ବନ୍ଧିତ ଭ୍ରଷ୍ଟାଚାର ଏବଂ ମନିଲଣ୍ଡ୍ରିଙ୍ଗ ମାମଲାରେ କଂଗ୍ରେସ ନେତା ଏବଂ ପୂର୍ବତନ ଗୃହ ମନ୍ତ୍ରୀ ପି.ଚିଦାମ୍ବରମ୍ ଙ୍କର ଅଗ୍ରିମ ଜାମିନ ଆବେଦନ...
ସିବିଏସଇ ଜାରି କଲା ନୂଆ ନିୟମ
ଭୁବନେଶ୍ଵର, ୨୦/୦୮, (ଓଡ଼ିଆ ପୁଅ /ପି ନାଏକ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବର୍ଷ ୨୦୨୦ରେ ହେବାକୁ ଥିବା ବୋର୍ଡ ପରୀକ୍ଷା ସମ୍ପର୍କରେ ଏକ ନୋଟିଫିକେସନ ଜାରି କରିଛନ୍ତି। ଏହି ନୋଟିଫିକେସନ ଅନୁଯାୟୀ ଚଳିତ...
ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍
ଝଣ୍ଡା ଉଞ୍ଚା ରହେ ହମାରା ...
ଭୁବନେଶ୍ୱର: ବିଦେଶ ମାଟିରେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ଭାଜପା ନେତ୍ରୀ ସାଜିଆ ଇଲ୍ମି ଏବଂ ପତ୍ରକାର ପୁନମ୍ ଯୋଶୀଙ୍କ ସାହସିକ ଜବାବକୁ ନେଇ...
୩୦ ମିନିଟ କଥା ହେଲେ ଟ୍ରମ୍ପ
ନୂଆଦିଲ୍ଲୀ, ୨୦/୦୯, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଧାରା ୩୭୦ ଉଛେଦ ପରେ ପ୍ରଥମ ଥର ପାଇଁ ମୋଦି-ଇମ୍ରାନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ ପିଏମ ଇମ୍ରାନ ଖାନ୍ଙ୍କ...
ଦଳିଦେଲା ହାତୀ – ମହିଳା ମୃତ – କ୍ଷତିପୂରଣ ଦାବିରେ ଛେଣ୍ଡିପଦା-ବାଗଡିଆ ରାସ୍ତା ଅବରୋଧ
ଅନୁଗୁଳ ୨୦-୮ (ଓଡ଼ିଆ ପୁଅ) ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଣପଶି ଗାଁ ନିକଟରେ ବାଗେଡ଼ିଆରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣକ ପୁରୁଣାଗଡ଼ ଗାଁର ବୋଲି...
ଡବଲ ମର୍ଡ଼ର : ଗୁଣିଗାରେଡ଼ି ସନ୍ଦେହରେ ପିଟିପିଟି ହତ୍ୟା
କେନ୍ଦୁଝର ୨୦-୮ (ଓଡ଼ିଆ ପୁଅ) କେନ୍ଦୁଝରରେ ଡବଲ ମର୍ଡ଼ର। ଗୁଣିଗାରେଡ଼ି ସନ୍ଦେହରେ ବାମେବାରୀ ଥାନା ନୟାଗଡ଼ ନିକଟ ନେଙ୍କେଡ଼ାପାଲୀ ଗାଁରେ ଜଣେ ୬୦ ବର୍ଷ ବୃଦ୍ଧା ଓ ୨୭ ବର୍ଷର ଯୁବକଙ୍କୁ ପିଟିପିଟି...
ହୀରାକୁଦ ଡ୍ୟାମର ୧୦ଟି ଗେଟ ବନ୍ଦ ବନ୍ଦ କରିବାକୁ ନିର୍ଦ୍ଦେଶ
ସମ୍ବଲପୁର ୨୦-୯ (ଓଡ଼ିଆ ପୁଅ) ହୀରାକୁଦ ଡ୍ୟାମରୁ ବର୍ତ୍ତମାନ ୧୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ତେବେ ହୀରାକୁଦ ଡ୍ୟାମର ୧୦ଟି ଗେଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ଦିନ...
ଆଇଏଏସ୍ ଓ ଆଇପିଏସ୍ ଅଦଳ ବଦଳକୁ ନେଇ ହରଡ଼ଘଣାରେ ଓଡ଼ିଶା ସରକାର
ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବରିଷ୍ଠ ଆଇପିଏସ୍ ସ୍ତରରେ ଆଜି ଏକ ବଡ଼ ଘରଣର ଅଦଳ ବଦଳ କରିଛନ୍ତି ସରକାର। କିଛି ଦିନ ପୂର୍ବରୁ ବରିଷ୍ଠ ଆଇଏଏସ୍ ଙ୍କ ମଧ୍ୟରେ ଏକ...
କନ୍ଧମାଳ : ଡାଡୁମାହା ଘାଟିରୁ ତଳକୁ ଖସିଲା ବସ୍ ୩୨ ଯାତ୍ରୀ ଆହତ
ବାଲିଗୁଡା, ୧୯-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଡାଡୁମାହା ଘାଟିରେ ବସ୍ ଦୁର୍ଘଟଣା ଘଟିଛି ପ୍ରକାଶ ଯେ, କୋଟଗଡ଼ ରୁ ଶ୍ରୀରାମପୁର୍...
ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବାକୁ ପିୟୂଷ ଗୋଏଲଙ୍କ...
- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ
- ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ - ଧର୍ମେନ୍ଦ୍ର ପ୍ରଧାନ
- ଭୁବନେଶ୍ୱରରୁ ଜଗଦଲପୁର ଏବଂ...
ଛାଡ଼ ହୋଇପାରେ କ୍ଷୁଦ୍ର ଋଣୀଙ୍କ ଋଣ – ଆସିୁଛି ଯୋଜନା!
ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ଚାଷୀଙ୍କୁ ବିଭିନ୍ନ ଯୋଜନାରେ ଲାଭ ଦେବା ପରେ ଅନେକ ରାଜ୍ୟରେ ଆର୍ଥିକ ଅସୁବିଧାରେ ଥିବା କ୍ଷୁଦ୍ର ଋଣୀଙ୍କର ଋଣ ଛାଡ଼ ହୋଇପାରେ। ସରକାର ଦେବାଳିଆ ଆଇନ୍...
ରାଜ୍ୟରେ ଶିକ୍ଷା ବ୍ୟବସ୍ଥା: ଗାଁ’ ରୁ ଗ୍ରାଉଣ୍ଡ ରିପୋର୍ଟ
ଭୁବନେଶ୍ୱର: ରାଜ୍ୟରେ କିପରି ଚାଲିଛି ଶିକ୍ଷା ବ୍ୟବସ୍ଥା?କେତେ ପାରଦର୍ଶିତାର ସହ ହେଉଛି କାର୍ଯ୍ୟକାରିତା?ତାହା ଜଣାପଡୁଛି ରାଜଧାନୀ ଭୁବନେଶ୍ବର ଠାରୁ ୫୦ କିଲୋମିଟର ଦୂର ଏକ ଗ୍ରାମରୁ।ବେସରକାରୀ ବିଦ୍ୟାଳୟ ଗୁଡ଼ିକ ତୁଳନାରେ ସରକାରୀ ବିଦ୍ୟାଳୟ...








