Home ଓଡ଼ିଶା ଡବଲ ମର୍ଡ଼ର : ଗୁଣିଗାରେଡ଼ି ସନ୍ଦେହରେ ପିଟିପିଟି ହତ୍ୟା

ଡବଲ ମର୍ଡ଼ର : ଗୁଣିଗାରେଡ଼ି ସନ୍ଦେହରେ ପିଟିପିଟି ହତ୍ୟା

212

କେନ୍ଦୁଝର ୨୦-୮ (ଓଡ଼ିଆ ପୁଅ) କେନ୍ଦୁଝରରେ ଡବଲ ମର୍ଡ଼ର। ଗୁଣିଗାରେଡ଼ି ସନ୍ଦେହରେ ବାମେବାରୀ ଥାନା ନୟାଗଡ଼ ନିକଟ ନେଙ୍କେଡ଼ାପାଲୀ ଗାଁରେ ଜଣେ ୬୦ ବର୍ଷ ବୃଦ୍ଧା ଓ ୨୭ ବର୍ଷର ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକମାନେ ହେଲେ ନାକଡ଼ାପାଲି ଗାଁର ଚେତନ ମୁଣ୍ଡା ଓ ମହିଳା ସୁବାସ ମୁଣ୍ଡା। ପୋଲିସର ତଦନ୍ତ ଜାରି ରଖିଛି। ଏହିମାମଲାରେ ଜଣେ ଅଭିଯୁକ୍ତ ରାମମୁଣ୍ଡାକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.