Tag: picturenews
ଶହେ ଟଙ୍କା ପାଇଁ ଚାଲିଗଲା ଜୀବନ !
ବାରିପଦା ୧୭/୦୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଶହେଟଙ୍କା ପାଇଁ ଚାଲିଗଲା ଜୀବନ! ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ବୌଶିଙ୍ଗା ଥାନା ଅନ୍ତର୍ଗତ ନୂଆଁଗାଁ ଗ୍ରାମରେ। ଦେଶୀ ମଦଭାଟିକୁ ମଦ ପିଇବା...
ନିର୍ଭୟା ଦୋଷୀମାନଙ୍କର ୧ ଫେବୃଆରିରୁ ଆଗକୁ ଘୁଞ୍ଚିପାରେ ଫାଶୀ ଦଣ୍ଡ ! କାରଣ କ’ଣ...
ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କର ଫାଶୀ ଦଣ୍ଡାଦେଶ ଘୁଞ୍ଚିବା ପରେ ନୂଆ ଡେଥ ୱାରେଣ୍ଟ ଜାରୀ କରିଛନ୍ତି ଦିଲ୍ଲୀର ପାଟିଆଲା ହୋଉସ୍ କୋର୍ଟ। ଏହାପରେ...
ନିର୍ଭୟା ଗ୍ୟାଙ୍ଗରେପ ମାମଲା : ସମସ୍ତ ଦୋଷୀମାନଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ...
ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ଦିଲ୍ଲୀର କୋର୍ଟ ସମସ୍ତ ଚାରି ଦୋଷୀଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ କରିଛନ୍ତି। ଏହି ନୂଆ ଡେଥ ୱାରେଣ୍ଟ ଅନୁସାରେ...
ଅଷ୍ଟ୍ରେଲିୟା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି – ଭାରତର ପ୍ରଥମେ...
ରାଜକୋଟ ୧୭-୧ (ଓଡ଼ିଆ ପୁଅ) ଅଷ୍ଟ୍ରେଲିୟାର ଅଧିନାୟକ ଏରନ ଫିଂଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଲେ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ୱାନଡେରେ ପରାଜୟ...
ନିର୍ଭୟା କେସ : ରାଷ୍ଟ୍ରପତି ଖାରଜ କଲେ ମୁକେଶର ଦୟା ଯାଚିକା
ନୂଆଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) :ରାଜଧାନୀ ଦିଲ୍ଲୀର ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ଦୋଷୀ ମୁକେଶର ଦୟା ଯାଚିକା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଥିବାର ଖବର ମିଳିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନିର୍ଭୟା...
ପୋଲିସ ଉପସ୍ଥିତିରେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ : ବିଜେଡି ଗୁଣ୍ଡା ବୋଲି ଲାଗିଲାନି କି...
ଭୁବନେଶ୍ୱର, ୧୬/୦୧ (ଓଡ଼ିଆ ପୁଅ): ଗତ ୨ ଦିନ ତଳେ ପୋଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଅସାମାଜିକ ଗୁଣ୍ଡାମାନେ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା...
ପୁରୀରେ ଉତ୍ତରପ୍ରଦେଶ ଲୁଟେରା ଗ୍ୟାଙ୍ଗ
ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ନରେନ୍ଦ୍ର କୋଣ ଚକଡାରୁ ଗତ ୧୨ତାରିଖ ଦିନ ଧରାପଡିଥିବା ୧୫ଜଣ ଙ୍କ ମଧ୍ୟରୁ ଗତକାଲି ୭ଜଣଙ୍କୁ ଗିରଫ କରାଯାଇଛି। ପୁରୀ ଏସିପି ଉମାଶଙ୍କର ଦାସ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କଲେ – ୫୧୦କୋଟି ଟଙ୍କା...
ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗ୍ରସ୍ତରେ ଆସି ଶ୍ରୀମନ୍ଦିରକୁ ଯାଇ ଭିତରକାଠ ନିକଟରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ପୁରୀ...
ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ : ୩୦ ଆହତ...
ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) : ନିର୍ଗୁଣ୍ଡି ରେଳଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ୩୦...
ଚଳିତ ମାସଠାରୁ ଆରମ୍ଭ ହେବ ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ : ୧୧ ମାସ ଧରି...
- “ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀରେ କରିବେ ମହାକାଶକୁ ଯାତ୍ରା
- “ଗଗନଯାନ” ଭାରତର ସମ୍ପୂର୍ଣ୍ଣ ନିଜସ୍ୱ ପ୍ରଥମ ମାନବ ମହାକାଶ ଅଭିଯାନ
ନୂଆଦିଲ୍ଲୀ ୧୫-୧ (ଓଡ଼ିଆ ପୁଅ) ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର...
ସାଟେଲାଇଟ୍ ଲଞ୍ଚରେ ସୋନା ମହାପାତ୍ରଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସ୍ଥିତ ଅନ୍ତରିକ୍ଷ ଏଜେନ୍ସି ଜାନୁୟାରୀ ୧୭ରେ ଇସ୍ରୋ ନିର୍ମିତ ସାଟେଲାଇଟ୍ ଜିଏସଏଟି- ୩୦ ଲଞ୍ଚ କରିବା ଅବସରରେ ସିଙ୍ଗର୍ ସୋନା ମହାପାତ୍ରଙ୍କୁ ନିମନ୍ତ୍ରଣ କରିଛି। ସୋନା ଭାରତର...
ମମତା ବାନାର୍ଜୀଙ୍କ ପାଖେ ମହିଳାଙ୍କ ଲକ୍ଷଣ ନାହିଁ: ବିଜେପି ବିଧାୟକ
ଭୁବନେଶ୍ୱର: ମମତା ବାନାର୍ଜୀଙ୍କ ପାଖେ ମହିଳାଙ୍କ ପରି ଲକ୍ଷଣ ନାହିଁ, ଲଙ୍କିନୀ ପରି ଅସୁରୀ ଲକ୍ଷଣ ରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ। ସୁରେନ୍ଦ୍ର କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...
ରାମାୟଣ କାଳରେ ବିମାନ, ମହାଭାରତ କାଳରେ ଥିଲା ପରମାଣୁ ଶକ୍ତି: ରାଜ୍ୟପାଳ
ଭୁବନେଶ୍ୱର: ଅର୍ଜୁନଙ୍କ ତୀରରେ ଥିଲା ପରମାଣୁ ଶକ୍ତି! ଏପରି ଦାବୀ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼। ଏକ କାର୍ଯ୍ୟକ୍ରମରେ ଜଗଦୀପ କହିଛନ୍ତି ବିଂଶତମ ଶତାବ୍ଦୀରେ ନୁହେଁ, ମହାଭାରତ କାଳରେ ଅର୍ଜୁନଙ୍କ ତୀରରେ...
ଆଜି ରିଳିଜ୍ ହେବ ଓଲିଉଡ୍ କୁଇନଙ୍କ କୁଇନ୍
ଭୁବନେଶ୍ୱର: ଆଜି ରିଳିଜ୍ ହେବ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚିତ୍ର କୁଇନ୍।ଏଥିରେ ପ୍ରଥମ ଥର ଲାଗି ଜୟଜିତଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ବର୍ଷା। ଉଷସୀ ମିଶ୍ର, ପପି ସନ୍ତୁକା ଏବଂ ହରିଙ୍କୁ...
ମକର ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ
ମକର ସଂକ୍ରାନ୍ତି ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଉଥିବା ଏକ ପର୍ବ। ଏହି ପର୍ବକୁ ହିନ୍ଦୁରେ ଉତ୍ସାହର ସହିତ ପାଳନ କରାଯାଏ।ଓଡ଼ିଶା ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ବଙ୍ଗଳା ପ୍ରଭୃତି ସ୍ଥାନରେ...
ୟୁଥ୍ ଫର୍ ଆକ୍ସନ୍: ଆମ -ୱେରେ ଆସନ୍ତୁ, ନ’ହେଲେ ଗୋ- ଆୱେ
ଭୁବନେଶ୍ୱର: ଜାନୁୟାରୀ ୧୨, ରାଷ୍ଟ୍ରୀୟ ଯୁବା ଦିବସରେ ଅପରାଜିତାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଯୁବା ସଙ୍ଗଠନ "ୟୁଥ୍ ଫର୍ ଆକ୍ସନ୍" ଲଞ୍ଚ ହେଲା।ତେବେ ଏଥିରେ ଅପରାଜିତାଙ୍କର ଯାହା ଲାଭ ହେଲା କି ନାହିଁ,...
ରାଜନୀତିକୁ ଆସିବେ କି ମୃଦୁଳା ?
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ରାଜନୀତିକୁ ଆସିବେ କି? ଏକ କାର୍ଯ୍ୟକ୍ରମରେ ମୃଦଳାଙ୍କ ଉପସ୍ଥିତିରୁ ସେହିପରି କିଛି କଥା ଉଠୁଛି।ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ରାଷ୍ଟ୍ରୀୟ ଯୁବା ଦିବସ...
ୟୁଥ୍ ଫର୍ ଆକ୍ସନ୍: କାହିଁକି ଆସିଲେନି ସଂଘ ଚାଳକ?
ଭୁବନେଶ୍ୱର: ଜାନୁୟାରୀ ୧୨ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ରାଷ୍ଟ୍ରୀୟ ଯୁବା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ "ୟୁଥ୍ ଫର୍ ଆକ୍ସନ୍" ଲଞ୍ଚ ହେଲା।ଏଥିରେ ଅପରାଜିତାଙ୍କ ସହିତ ଅତିଥି ଭାବରେ ଯୋଗ ଦେବାର...
ଖସିଲା ପାରଦ ବଢ଼ିଲା ଶୀତ: ବାଲିଗୁଡା ଅଂଚଳରେ ତୁଷାରପାତ
ବାଲିଗୁଡା, ୧୨/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଚଳିତ ଶୀତ ଋତୁରେ ପ୍ରଥମ ତୁଷାରପାତ ରବିବାର ଭୋରରୁ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଂଚଳର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ପାରଦ ଖସିବାରେ...
ଗାଁ ମୁଣ୍ଡେ ପହଚିଂଲେ ହେଲେ ଘରକୁ ଫେରିଲେନି କାର ଦୁର୍ଘଟଣାରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ
ନୟାଗଡ଼, ୧୧ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଘରୁ ଯାଇ ଘରକୁ ଫେରିଲେନି ପରିବାର ଲୋକେ। ଗାଁକୁ ଫେରିବା ବାଟରେ ଗାଁ ମୁଣ୍ଣେ ପହଚିଂ ଘରକୁ ଶବ ହୋଇ ଫେରିବା ଘଟଣା ଓଡଗାଁ...







