Home ଆନ୍ତର୍ଜାତୀୟ ସାଟେଲାଇଟ୍ ଲଞ୍ଚରେ ସୋନା ମହାପାତ୍ରଙ୍କୁ ନିମନ୍ତ୍ରଣ

ସାଟେଲାଇଟ୍ ଲଞ୍ଚରେ ସୋନା ମହାପାତ୍ରଙ୍କୁ ନିମନ୍ତ୍ରଣ

341

ଭୁବନେଶ୍ୱର: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସ୍ଥିତ ଅନ୍ତରିକ୍ଷ ଏଜେନ୍ସି ଜାନୁୟାରୀ ୧୭ରେ ଇସ୍ରୋ ନିର୍ମିତ ସାଟେଲାଇଟ୍ ଜିଏସଏଟି- ୩୦ ଲଞ୍ଚ କରିବା ଅବସରରେ ସିଙ୍ଗର୍ ସୋନା ମହାପାତ୍ରଙ୍କୁ ନିମନ୍ତ୍ରଣ କରିଛି। ସୋନା ଭାରତର ପ୍ରତିନିଧିତ୍ୱ କରିବେ। ଦୈନନ୍ଦିନ ଜୀବନ ଏବଂ ଅନ୍ତରୀକ୍ଷ ବିଜ୍ଞାନ ଉପରେ ସେ ସମ୍ବୋଧନ କରିବେ। ସୋନା କହିଛନ୍ତି, ମୁଁ ଏକ ସଙ୍ଗୀତକାରର ଦୃଷ୍ଟିକୋଣ ଉପସ୍ଥାପନ କରିବି, ଯାହାର ପୃଷ୍ଠଭୂମି ବିଜ୍ଞାନ ଉପରେ ରହିଛି। -ଦେବଦତ୍ତ ରଥ

ସୋନାଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ଭାଇରାଲ୍

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.