Tag: picturenews
ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ସଂଖ୍ୟା ୨୪୫ କୁ...
ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
କୋଭିଡ ମୁକାବିଲା : କରୋନାକୁ ରୋକିବା କଷ୍ଟ କିନ୍ତୁ ସାମାଜିକ ଦୂରତା, ହାତ ଧୋଇବା...
ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ସଂକ୍ରମଣ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ
ଭୁବନେଶ୍ବର, ୭-୫ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କର ସ୍ଵାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ କେ. ଶ୍ରୀନାଥ ରେଡ୍ଡୀ...
ସୁବାସଙ୍କ ବାବଦରେ ବିଭ୍ରାନ୍ତିକର ଖବର ପ୍ରକାଶକୁ ନେଇ ଉଦବେଗ ପ୍ରକାଶ; ଆଶୁ ଆରୋଗ୍ୟ ପାଇଁ...
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ସୁବାସ ଚୌହାନଙ୍କ ବାବଦରେ ବିଭ୍ରାନ୍ତିକର ଖବର ପ୍ରକାଶକୁ ନେଇ ଉଦବେଗ ପ୍ରକାଶ ପାଇଛି। ସୋସିଆଲ୍ ମିଡିଆର...
ପୁଣି ୧୦ କରୋନା ଆକ୍ରାନ୍ତ – ମୋଟ ସଂଖ୍ୟା ୨୧୯ କୁ ବୃଦ୍ଧି, ଭୁନେଶ୍ୱରରୁ...
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ। ଗଞ୍ଜାମରେ ୭ ଟି ନୂଆ ମାମଲା ଆସିଛି ଏବଂ ସେମାନେ ସମସ୍ତେ ସୁରାଟ ଫେରନ୍ତା, ସମସ୍ତଙ୍କର କରୋନା ଲକ୍ଷଣ...
ପୁଣି ରାଜ୍ୟରେ ୩ କରୋନା ପଜେଟିଭ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା...
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ପୁଣି ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨ ଓ ଜଗତସିଂହପୁରରୁ ୧। ଏହା ଫଳରେ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ କୁ ବୃଦ୍ଧି ପାଇଛି।...
ପୁଣି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର ୭-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ...
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ଦୂରଦୃଷ୍ଟି ..
ଭୁବନେଶ୍ୱର: କରୋନା ଆତଙ୍କ ବିରୋଧରେ ଲଢ଼ିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ବିଶ୍ଵ ସ୍ତରରେ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସମସ୍ତ ବିଭାଗୀୟ ମନ୍ତ୍ରୀ...
ଓଡ଼ିଶାରେ ଫସିଥିବା ଲୋକ କିମ୍ବା ଜରୁରୀକାଳୀନ ସ୍ଥିତିରେ ଓଡ଼ିଶା ବାହାରକୁ ଯିବା ପାଇଁ ସରକାର...
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) : ଓଡ଼ିଶାରେ ଯଦି କୌଣସି ପର୍ଯ୍ୟଟକ, ଛାତ୍ର, ଶ୍ରମିକ ତଥା ଅନ୍ୟ କେଉ କାରଣରୁ ଆସି ଲକଡାଉନ କାରଣରୁ ଫସିରହିଛନ୍ତି ତେବେ ଓଡ଼ିଶା ବାହାରକୁ ଯିବା ପାଇଁ...
କ୍ରୁର ଶାସକ: ଯିଏ ଟ୍ୟାଙ୍କ୍ ଚଲାଇ ନିଜ ଦେଶରେ କରିଥିଲା ଛାତ୍ରହତ୍ୟା ..
ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ବାମପନ୍ଥୀ (କମ୍ୟୁନିଷ୍ଟ) ସମେତ କେତେକ ବିରୋଧୀ ଦଳ ଏବଂ ସେହି ବିଚାରଧାରାର ତଥାକଥିତ ବୁଦ୍ଧିଜୀବୀ ମାନେ ତାଙ୍କୁ ଏକଛତ୍ରବାଦୀ କ୍ରୁର ଶାସକ...
ଏକା ଥରକେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) : ରାଜ୍ୟରେ ଏକା ଥରକେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ ଜଣ ଗଞ୍ଜାମ ଜିଲ୍ଲାରୁ ଏବଂ ୩ ମୟୁରଭଞ୍ଜ ଜିଲ୍ଲାରୁ ବୋଲି ଜଣାପଡିଛି। ତେବେ...
୧୧ ସେପ୍ଟେମ୍ବର ଏବଂ ପର୍ଲ ହାର୍ବର୍ ଠାରୁ ଭୟଙ୍କର ହେଉଛି କରୋନା – ଟ୍ରମ୍ପ
ୱାଶିଂଟନ୍/ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ର ଆମେରୀକାରେ ଭୟଙ୍କର ରୂପ ଧାରଣ କରିଛି କରୋନାଭାଇରସ୍। ଏହି ମହାମାରୀ ଆମେରୀକାରେ ୭୨ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି। ଏବଂ ୧୨ ଲକ୍ଷରୁ...
ଶୁଭ ସକାଳ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..
ଅନୁଚିନ୍ତା -
ଦୁର୍ଦ୍ଦିନ ଏବଂ ଦୁର୍ଦ୍ଦଶା ଜଣେ ଉତ୍ତମ ଶିକ୍ଷକ ହୋଇଥାଆନ୍ତି। ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟରେ ଭାଙ୍ଗିନଯାଇ ଆମକୁ ଏକ ଉତ୍ତମ ଛାତ୍ର ହୋଇ ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟ ଠାରୁ ଉତ୍ତମ...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଏଯାବତ ଅଗ୍ରଗତି – ୩୯ କୋଟି ଗରିବଙ୍କୁ ୩୪,...
ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ୨୦୨୦ ମେ ୪ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKP) ରେ ଦେଶର ୩୯ କୋଟି ଦରିଦ୍ର ଲୋକଙ୍କୁ ୩୪, ୮୦୦ କୋଟି...
ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବାରେ ବସ ଓ କାର ଚାଳକ ସଂଘକୁ ପୂର୍ଣ୍ଣ ସହାୟତା ପ୍ରଦାନ...
ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ସରକାର ବସ ଓ କାର ଚାଳକମାନଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ତାହାକୁ ଦୂର କରିବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି...
ନିଯୁକ୍ତିଦାତାଙ୍କ ଇ-ସ୍ୱାକ୍ଷର ହାସଲ କରିବା ଲାଗି ଇ-ମେଲ ବ୍ୟବସ୍ଥା ଆରମ୍ଭ କଲା ଇପିଏଫଓ
- ଲକଡାଉନ ଅବଧିରେ ସହଜ ହେବ ଇପିଏଫଓ ଅନୁପାଳନ ପ୍ରକ୍ରିୟା- ଡିଜିଟାଲ କିମ୍ବା ଆଧାର ଇ-ସାଇନ ଉପଯୋଗ କରିନପାରିବାର ଅସୁବିଧା ଦୂର ହେବନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ସଂକ୍ରମଣକୁ...
ଫିଚର ଫୋନ ଓ ଲ୍ୟାଣ୍ଡଲାଇନ ଥିବା ଲୋକମାନଙ୍କ ପାଇଁ ଆରୋଗ୍ୟ ସେତୁ ଆଇଭିଆରଏସ ସେବା...
ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ଫିଚର ଫୋନ ଓ ଲ୍ୟାଣ୍ଡଲାଇନ ବ୍ୟବହାର କରୁଥିବା ନାଗରିକମାନଙ୍କୁ ଆରୋଗ୍ୟ ସେତୁର ସୁରକ୍ଷା ମିଳିପାରିବ। ଏମାନଙ୍କ ପାଇଁ “ଆରୋଗ୍ୟ ସେତୁ ଇଣ୍ଟରଆକ୍ଟିଭ ଭଏସ ରେସପନ୍ସ ସିଷ୍ଟମ...
ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ୪୬୫ ଲାଇଫ ଲାଇନ ଉଡାଣ ବିମାନ
ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ଦେଶବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ଲାଇଫ ଲାଇନ ଉଡାଣ ଅନ୍ତର୍ଗତ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର ଓ ଆଇଏଏଫର ୪୬୫ଟି ବିମାନ ନିୟୋଜିତ...
ସୁବାଷ ଚୌହାନ ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ୱେଷ୍ଟନ ଓଡ଼ିଶା ଡେଭଲପମେଣ୍ଟ କାଉନ୍ସିଲ୍ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାଷ ଚୌହାନ ଗୁରୁତ୍ୱର ଅସୁସ୍ଥ ଅଛନ୍ତି। ସେ କିଛି ଦିନ...
କରୋନା ପାଇଁ ଅପବାଦ ପରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ..
ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ବିସ୍ତାର ପାଇଁ ବିଶ୍ୱର ଅନେକ ଦେଶ ଚାଇନାକୁ ଦାୟୀ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ବିଶ୍ୱର ଅନେକ ପ୍ରମୁଖ ଦେଶ ଚୀନ୍ ବିରୋଧରେ ଏକ...
ପେଟ୍ରୋଲ ଏବଂ ଡିଜେଲ କେନ୍ଦ୍ର ସରକାର ବଢ଼ାଇଲେ ଏକ୍ସାଇଜ୍ ଡ୍ୟୁଟି – ପେଟ୍ରୋଲ ଲିଟର...
ନୂଆଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ଉପରେ ରୋଡ୍ ସେସ୍ ହିସାବରେ...












