Tag: Bhadrak News
ଭଦ୍ରକରେ ପୁଣି ୧୧୨ ଗ୍ରାମ ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ କିଛିବର୍ଷ ଧରି ଭଦ୍ରକ ଜିଲାରେ ଥମୁନାହିଁ ବ୍ରାଉନସୁଗାର କାରବାର । ରାଜ୍ୟର ଏସ୍ଟିଏଫ୍ ଟିମ୍ ଠାରୁ ଆରମ୍ଭ କରି କେନ୍ଦ୍ରୀୟ...
ଠକେଇର ନୂଆ ତରିକା : ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟାଟା ପାୱାର ଦାୟିତ୍ୱ ନେଉ ନେଉ ଗ୍ରାହକଙ୍କୁ ଶୋଷଣ କରିବା ଆରମ୍ଭ କଲାଣି । ତେବେ ନୂଆ ତରିକାରେ ସଂପୃକ୍ତ କଂପାନୀ...
ବାସୁଦେବପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ ; ୪୧ ୟୁନିଟ୍ ରକ୍ତ ସଂଗ୍ରହ
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦୁଝର ଆନନ୍ଦପୁରର ସମାଜ ସେବା ସଂଗଠନ ‘ସାମାଜିକ ସହାୟତା ଗୋଷ୍ଠୀ’ ଓ ଭଦ୍ରକର ଓଜିଏସ୍ ମେମ୍ବରମାନଙ୍କ ଆନୁକୂଲ୍ୟରେ ବାସୁଦେବପୁର ବ୍ଲକ୍ ପଦ୍ମପୁର...
ଡ. ପ୍ରସନ୍ନ ବିଶ୍ୱାଳ ଥିଲେ ଉଦାରତାର ଉଦାହରଣ, ଦିବଂଗତ ଅଧ୍ୟକ୍ଷଙ୍କ ପ୍ରତିମୂର୍ତ୍ତି ଅନାବରଣ
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ ପ୍ରସନ୍ନ ବିଶ୍ୱାଳ ଯେ ଜଣେ ପ୍ରାଧ୍ୟାପକ କିମ୍ବା ଛାତ୍ର ବତ୍ସଳ ଥିଲେ ତା’ ନୁହେଁ...
ୟାଶ କ୍ଷୟକ୍ଷତିର ପୁନଃ ଆକଳନ କରିବା ନେଇ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ଆଗରେ...
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୟାଶ ସମୟରେ ଧାମରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଶାସନ ଶାସକ ଦଳର ହାତବାରିସୀ ହୋଇ ତଦନ୍ତରେ ପ୍ରିୟାପ୍ରିତୀ କରିବାକୁ...
ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀର ଥାନା ଅନ୍ତର୍ଗତ ବୟାବନାପୁର ଗ୍ରାମର ଅକ୍ଷୟ ରାଉତଙ୍କ ସାନପୁଅ ପ୍ରଫୁଲ୍ଲ(୨୧) ବେକରେ ରଶୀ ଦେଇ ଆତ୍ମହତ୍ୟା କରିଥିବା...
ଆରସିବିଏଲ୍ ସ୍କୁଲ ଟୀକାକେନ୍ଦ୍ରରେ କୋଭିଡ୍ ନିୟମକୁ ଲୋକଙ୍କ ଫୁ …
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ଚରମ୍ପାସ୍ଥିତ ରାମଚନ୍ଦ୍ର ବିହାରୀ ଲାଲ ହାଇସ୍କୁଲରେ ଚାଲିଥିଲା ଟୀକାକରଣ । ୧୮ ରୁ ୪୪ ବର୍ଷ ଲୋକଙ୍କ ପାଇଁ...
ନିର୍ମାଣ ହେବ କୋଚିଲା ବ୍ୟାରେଜ, ବ୍ୟୟ ହେବ ୩୬୦ କୋଟି ଟଙ୍କା
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀର ଶାଖା କୋଚିଳା ନଦୀରେ ୩୫୯.୨୮ କୋଟି ଟଙ୍କା ବ୍ୟୟରେ ଏକ ବ୍ୟାରେଜ୍ ନିର୍ମାଣ ହେବ । ଏହି ବ୍ୟାରେଜ ନିର୍ମାଣ...
ସନ୍ଥିଆ ନିକଟ ସାଳନ୍ଦୀ ନଦୀର ଧଡାଘାଟରେ ଭାସୁଛି ନବଜାତ ଶିଶୁର ମୃତଦେହ
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଭୃଣ ହତ୍ୟା ଦିଗରେ କଠୋର ଆଇନ୍ ପ୍ରଣୟନ କରିଥିବାବେଳେ ଭଦ୍ରକ ସହରରେ ଦିନକୁ ଦିନ ନବଜାତ ଶିଶୁଙ୍କ ମୃତଦେହ ବିଭିନ୍ନ...
ଗାଁ ଭିରତକୁ ପଶିଆସିଲା ଦନ୍ତାହାତୀ : ଆତଙ୍କିତ ଗ୍ରାମବାସୀ
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଅନ୍ତର୍ଗତ ବନ୍ତ ବ୍ଲକ୍ର କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ଭୋର୍ରୁ...
ମୁଢି ବୋଝେଇ ଗାଡିରୁ ୫୦୦ଲିଟର ମଦ ଜବତ
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ବୈତରଣୀ ସେତୁ ନିକଟରୁ ଗୋଟିଏ ମୁଢି ବୋଝେଇ...
ଭଦ୍ରକରୁ ୧୯୨ କରୋନା ପଜିଟିଭ୍ ଚିହ୍ନଟ
ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଉ ୧୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୧୪ଜଣ ସୁସ୍ଥ ମଧ୍ୟ...
ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ...
ଡାକ ବିଭାଗର ମୋହର ରବ୍ଦିକରଣ ଉଦ୍ଘାଟିତ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱ ଯୋଗ ଦିବସ ଅବସରରେ ଡାକ ବିଭାଗ ଆନୁକୁଲ୍ୟରେ ମୋହର ରବ୍ଦିକରଣ ଓ ଉଦ୍ଘାଟନ ଅନୁଷ୍ଠିତ ହୋଇ ଯାଇଛି । ଏଥି...
କଣ୍ଟ୍ରୋଲ ଡିଲରଙ୍କ ଠାରୁ କାର୍ଡ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଅଭିଯୋଗ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଳକ ଭଗବାନପୁର ଗ୍ରାମ ପଞ୍ଚାୟତର ନିଲମ୍ବିତ କଣ୍ଟ୍ରୋଲ ଡିଲର ଶ୍ରୀଧର ସାହୁଙ୍କୁ ପୁନଃ ନିଯୁକ୍ତି ପୂର୍ବକ ରାସନ ସାମଗ୍ରୀ ବଣ୍ଟନ...
ବିଷ୍ଠୁ ସେଠୀଙ୍କ ଦ୍ୱାରା ଉଦ୍ଯାପିତ ହେଲା ଯୋଗ ଶିବିର, ବିଭିନ୍ନ ସ୍ଥାନରେ ଅକ୍ସିମିଟର, ମାସ୍କ...
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଆନ୍ତଜାର୍ତୀୟ ଯୋଗ ଦିବସ ଅବସରରେ ଏକ ଯୋଗ ଶିବିର ଏହି ଜିଲାର ଧାମନଗରସ୍ଥିତ ମୁକୁନ୍ଦଦେବ ମଣ୍ଡଳରେ ଥିବା ଦେହୁଡି ଆନନ୍ଦପୁର...
ଆନନ୍ଦ ମାର୍ଗ ପ୍ରଚାରକ ସଂଘ ପକ୍ଷରୁ ଯୋଗ ଦିବସ ପାଳିତ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସମଗ୍ର ବିଶ୍ୱରେ ପାଳିତ ହୋଇଛି ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ । ତେବେ କରୋନା ମହାମାରୀ ଜନିତ ସରକାରୀ କଟକଣା...
ବଢେଇଗଡିଆ ଗାଁ ଲୋକେ ଚାନ୍ଦା କରି ରାସ୍ତା ମରାମତି କଲେ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ଦେଶ ସ୍ୱାଧୀନତା ହେବାର ୭୪ ବର୍ଷ ପୂରିଥିଲେ ବି ଭଦ୍ରକ ଜିଲାର ସଦର ମହକୁମାରେ ଏଭଳି ଗାଁ ଅଛି, ଯେଉଁଠାରେ...
ବୃଦ୍ଧାଙ୍କୁ ମିଳୁନାହିଁ ଘର ଓ ଚାଉଳ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଛି ଅନେକ...
୨୨୦ ଲିଟର ଦେଶୀ ରନ୍ଧାମଦ ସହ ୩ ବାଇକ୍ ଜବତ, ୩ ଗିରଫ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଭାରପ୍ରାପ୍ତ ଅଧିକାରୀ...
























