Tag: Bhadrak News
ମନୋରଂଜନ ଘଡ଼େଇ ହେଲେ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପଂଚାୟତ ନିର୍ବାଚନ ଶେଷ ହେବାପରେ ସମିତି ଅଧ୍ୟକ୍ଷ ପଦକୁ ନେଇ ବିଭିନ୍ନ ଗଣମାଧ୍ୟମ ଆକଳନ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ମନୋରଜଂନ...
ଟିକେଟ କଳାବଜାରୀଙ୍କ କବଜାରେ ରେଲୱେ ରିଜର୍ଭେସନ କାଉଣ୍ଟର
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟିକେଟ କଳାବଜାରୀଙ୍କ କବ୍ଜାରେ ରେଳବାଇ ରିଜର୍ଭେସନ କାଉଣ୍ଟର। ଦୂରଦୂରାନ୍ତକୁ ଯିବା ପାଇଁ ଯାତ୍ରୀ ଟିକେଟ କାଟିବାକୁ ପହଞ୍ଚି ନିରାଶ ହୋଇ ଫେରୁଛନ୍ତି।...
ଧାନ ଉନ୍ନୟନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକଙ୍କ ଭଦ୍ରକ ଗସ୍ତ
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ଧାନ ଉନ୍ନୟନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଡ. ଅରବିନ୍ଦ କୁମାର ଦୁଇ ଦିନିଆ ଭଦ୍ରକ...
ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷିତ
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ...
ଧାମରା ଧୀବରଙ୍କ ମୃତଦେହ କଶିଆରୁ ଉଦ୍ଧାର
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ଓରାମାଳ ଗ୍ରାମର ଆଶିଷ କୁମାର ମଣ୍ଡଳ ଗତ ୮ତାରିଖ ଦିନ ବାସୁଦେବପୁର କଶିଆ ମେରାଇନ ଅର୍ନ୍ତଗତ...
ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍ଯାପିତ
ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ଜିଲ୍ଲା ଜୁନିୟର ରେଡକ୍ରସ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ପରାମର୍ଶଦାତା...
ଶିକ୍ଷାବିତ୍ ଶତ୍ରୁଘ୍ନ ନାଥଙ୍କ ଷୋଡ଼ଶ ଶ୍ରାଦ୍ଧବାର୍ଷିକୀ, ଦିବ୍ୟତା ହିଁ ଜଣେ ଶିକ୍ଷକଙ୍କୁ ଚିରସ୍ମରଣୀୟ କରିଥାଏ
ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ଶିକ୍ଷକ ତାଙ୍କର ଦିବ୍ୟ ଗୁଣରେ ଛାତ୍ରମାନଙ୍କୁ ଆକର୍ଷିତ କରିଥାଏ। ଏହି ଦିବ୍ୟତା ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣ କରିବା ସହିତ ଆଗାମୀ...
ୟୁକ୍ରେନ୍ରୁ ଫେରିଲେ ଭଦ୍ରକର ଝିଅ ଅର୍ଚ୍ଚନା, ‘ମିଶନ ଗଙ୍ଗା’ ଯୋଗୁଁ ନୂଆ ଜୀବନ ପାଇଛି...
ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ଦୀର୍ଘ ୧୫ ଦିନରୁ ଅଧିକ ହେବ ୟୁକ୍ରେନରେ ଗୋଟିଏ ବଙ୍କର ଭିତରେ ଫସି ରହି ଜୀବନ ସହିତ...
ଜାଗ୍ରତ ହେଲେ ପ୍ରତିଭାର ଜାଗରଣ ହୁଏ – ରାଜ୍ୟପାଳ, ଭଦ୍ରକ ଗସ୍ତରେ ଆସି ଏଡ଼ତାଳ...
ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମ୍ମାନନୀୟ ଓଡ଼ିଶାର ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ ଆଜି ଭଦ୍ରକ ଗସ୍ତରେ ଆସି ପ୍ରଥମେ ବାସୁଦେବପୁର ବ୍ଲକର ଓ...
କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜ୍ଞାନ-ସଂପାନରେ କମଳାକାନ୍ତ ଜେନା
ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) - ଦିଲ୍ଲୀଠାରେ ଚଳିତ ମାର୍ଚ୍ଚ ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ବାର୍ଷିକ ସାହିତ୍ୟ ଉତ୍ସବ ‘ଫେଷ୍ଟିଭାଲ ଅଫ୍...
ଅଂଶୁଘାତ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଗ୍ରାଷ୍ମଋତୁ ଆଗମନର ଅବ୍ୟବ୍ୟହିତ ପୂର୍ବରୁ ଆଜି ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅଂଶୁଘାତ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ...
ଧାମରାରେ ସାଇବର ଠକେଇରେ ଶିକାର ହେଲେ ଜୀବନ ବୀମା ଅଧିକାରୀ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ସାଇବର ଠକେଇ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ଏହାକୁ ରୋକ ଲଗାଇବାକୁ ସରକାରଙ୍କ ସାଇବର ଅଧିକାରୀ ସଫଳ ହୋଇ ପାରୁ...
ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍ଘାଟିତ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ଜିଲ୍ଲା ଜୁନିୟର ରେଡକ୍ରସ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ତାଲିମ...
ଚରମ୍ପା ବରିଷ୍ଠ ନାଗରିକ ସଂଘର ବନ୍ଧୁ ମିଳନ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ବାଲ୍ୟ, ଶୈଶବ, ଯୌବନ ପରେ ପଶ୍ଚିମ ଆକାଶର ସୂର୍ଯ୍ୟ ଅସ୍ତମିତ ଭଳି ଆସେ ଜୀବନର ଅପରାହ୍ଣ, ଯାହା ସମଗ୍ର ସାଂସାରିକ ଜଞ୍ଜାଳରୁ ମୁକ୍ତ...
ନଳଗୋହିରା ଠାରେ ଆର୍ନ୍ତଜାର୍ତିକ ମହିଳା ଦିବସ ପାଳିତ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଅଖିଳ ଭାରତ ଛାତ୍ର ସଂଘ ଭଦ୍ରକ ତରଫରୁ ନଳଗୋହିରା ଶିକ୍ଷା ବିକାଶ ମଂଚ କାର୍ଯ୍ୟାଳୟ ଠାରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି।ସୁଜାତା...
ବିଶ୍ୱ ମହିଳା ଦିବସ ପାଳିତ, ମହିଳାମାନେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଆଶାକର୍ମୀ ସଂଘ, ଅଙ୍ଗନୱାଡି ସଂଘ ଏବଂ ବିଏମ୍ଏସ୍ସ୍ଥାନୀୟ ବାଲଗୋପାଲ ମନ୍ଦି ସଭା ଗୃହରେ ବିଶ୍ୱ ମହିଳା ଦିବସ...
ଦୋସିଙ୍ଗା ବେସରକାରୀ ଜାଗାରେ ସରକାରୀ ଯୋଜନା ମାଳମାଳ, ୨ କୋଟିର ହିସାବ ପାଉ ନାହାନ୍ତି...
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଉଥିବା ବେଳେ...
ଓଡ଼ିଶା କନିଷ୍ଠ ଟେନିସ୍ ବଲ୍ ଦଳରେ ଭଦ୍ରକ ଜିଲ୍ଲାରୁ ୫ ଜଣ ସାମିଲ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍ ବଲ୍ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲ୍ଲାରୁ ୫ଜଣ ଖେଳାଳି...
ମାର୍ଚ୍ଚ ୧୦ରେ ଭଦ୍ରକ ଜିଲ୍ଲାକୁ ରାଜ୍ୟପାଳଙ୍କ ଗସ୍ତ, ଏଡ଼ତାଳ ଜଗନ୍ନାଥ ମନ୍ଦିର ଓ ଦୋଳସାହି...
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଆଗାମୀ ୧୦ ତାରିଖ ଗୁରୁବାର ଦିନ ଭଦ୍ରକ ଜିଲ୍ଲାକୁ ସମ୍ମାନନୀୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ନେଇ ରାଜଭବନରୁ ଜିଲ୍ଲା...
ଆଦାନି ଧାମରା ପୋର୍ଟ ପକ୍ଷରୁ ଭଲିବଲ୍ ପ୍ରତିଯୋଗିତା, ଅଚକ ଦଳ ବିଜୟୀ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଆଦାନି ଧାମରା ପୋର୍ଟର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ ଦ୍ୱାରା ଗଦି ଗ୍ରାମପଞ୍ଚାୟତ ପଡ଼ିଆରେ ଜିଲା କ୍ରୀଡ଼ା ତଥା ଗଦି ପଞ୍ଚାୟତ ସମିତି...
























