Tag: Bhadrak News
ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପରେ ଭଦ୍ରକ ଜିଲା ସାମିଲ, ଜିଲା ବିଜେଡି ପକ୍ଷରୁ ସାମ୍ବାଦିକ...
ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଇତିମଧ୍ୟରେ ବିଜୁଜନତା ଦଳ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟର ୪ଟି ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର,...
ଧାମରାରେ ବସ୍ଷ୍ଟାଣ୍ଡକୁ ନେଇ ବଢୁଛି ବିବାଦ, ୨ଗୋଷ୍ଠୀ ମଧ୍ୟରେ ଛକାପଂଝା, ଧାମରା-ଜାମୁଝାଡି ରାସ୍ତା ଅବରୋଧ,...
ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରାରେ ନୂତନ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ବଢୁଛି ବିବାଦ। ଗୋଟିଏ ପକ୍ଷରେ ଚାନ୍ଦବାଲି ତହସିଲଦାର ବସଷ୍ଟାଣ୍ଡ ପାଇଁ ଜମି ଯୋଗାଇ...
ବିପଦସଙ୍କେତ ଉପରେ ବୈତରଣୀ ପ୍ରବାହିତ
ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବୈତରଣୀ ନଦୀ ଶନିବାର ଦିନ ଆଖୁଆପଦା ଠାରେ ବିପଦସଙ୍କେତ ସ୍ତର ଅତିକ୍ରମ କରିଛି। ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ବିପଦସଙ୍କେତ ସ୍ତର...
ଭଦ୍ରକ କଲେଜ ଜାତୀୟ ସେବା ଯୋଜନା ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ
ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...
ମୁଢାପଦାରେ ବେଆଇନ କରତ କଳ ଜବତ
ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମୁଢ଼ାପଦା ଗ୍ରାମ ବଣ ହରିଜନସାହିରେ ବେଆଇନ କରତ କଳ ବନବିଭାଗ ଜବତ କରିଥିବା...
ଧାମନଗର- ଦୋବଲ ରାସ୍ତା ବିପର୍ଯ୍ୟସ୍ତ, ମରାମତି ଆଳରେ ଠିକାଦାର ମାଲେମାଲ
ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଳକର ବିଭିନ୍ନ ଗ୍ରାମ୍ୟ ଓ ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବିଭାଗୀୟ ଅଧିକାରୀମାନେ ସେ ଦୀଗରେ ନଜର...
ଲଗାଣ ବର୍ଷାରେ ପୁଣି ବୈତରଣୀ ନଦୀକୁ ଧସିଲା ୨୦ନଂ ଏନଏଚ୍ ରାସ୍ତାର ନିର୍ମାଣାଧୀନ ସୁରକ୍ଷା...
ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲଘୁଚାପ ଜନିତ ୪ଦିନ ହେବ ଲଗାଣ ବର୍ଷାରେ ଆରଡି ନିକଟସ୍ଥ ବୋଡକ ନିକଟରେ ବୈତରଣୀକୁ ପୁଣି ଧସିଲା ୨୦ନଂ ଜାତୀୟ ରାଜପଥର...
ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଭଦ୍ରକବାସୀଙ୍କ ହକ୍, ଦାବି ହାସଲ ପର୍ଯ୍ୟନ୍ତ ଲଢ଼େଇ...
ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ସରକାରୀ ମେଡିକାଲ କଲେଜ ଓ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ଭଦ୍ରକବାସୀଙ୍କ ହକ୍। ବିଗତ ବର୍ଷମାନଙ୍କରେ କ୍ରମାଗତ ଭାବେ କଂଗ୍ରେସ ଏହି...
ଭଦ୍ରକ – ତୃତୀୟ ଜିଲ୍ଲାପରିଷଦ ବୈଠକ, ଅଧିକାରୀ ହୁଅନ୍ତୁ କି ଜନ ପ୍ରତିନିଧି ଜନସାଧାରଣଙ୍କ...
ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପରିଷଦ, ଭଦ୍ରକର ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଡି.ଆର.ଡ଼ି.ଏ ସମ୍ମିଳନୀ କକ୍ଷରେ ଆଜି ୩ୟ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।...
ଭଦ୍ରକ ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ
ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଏବଂ ଭଦ୍ରକାଳୀଙ୍କ ପୂଜ୍ୟକ୍ଷେତ୍ର ଭଦ୍ରକ ଜିଲ୍ଲାର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ...
ଆଖଣ୍ଡଳମଣିଙ୍କ ରୋଷଶାଳ ଚୁଲାରେ ପଶିଲା ବର୍ଷାପାଣି
ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରର ରୋଷଶାଳ ଚଟାଣରୁ ସର୍ତ ପଡିବା ଫଳରେ ରୋଷଶାଳାରେ...
ବିଭିନ୍ନ ଦାବି ଓ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ
ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସଂସଦୀୟ କ୍ଷେତ୍ରର ଓଡ଼ିଶା କୋଷ୍ଟ କେନାଲର ପୁନରୁଦ୍ଧାର, ସାଗରତଟ ସମୃଦ୍ଧି ଯୋଜନାରେ ଉପକୂଳ ଅଂଚଳର ଭିତ୍ତିଭୂମି ପ୍ରତିଷ୍ଠା, ଧାମରାଠାରେ ଲାଇଟ୍...
ଦ୍ରୌପଦୀ ମୁର୍ମୁଙ୍କ ଉପରେ ପୁସ୍ତକ ପ୍ରକାଶିତ
ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାଧୀନ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଓଡ଼ିଆ ଝିଅ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ଏକ ସୁଦୀର୍ଘ ସାଧନା ପ୍ରସୂତ ପୁସ୍ତକ...
ଆଜି ପବିତ୍ର ରକ୍ଷାବନ୍ଧନ, ମୋବାଇଲ ଯୁଗରେ ହଜିଯାଇଛି ରାକ୍ଷୀର ଚାହିଦା
ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାରେ ବାରମାସରେ ତେର ପର୍ବ ହୋଇଥାଏ। ତେଣୁ ଓଡ଼ିଶାର କଳା ସଂସ୍କୃତି ପରମ୍ପରା ମହାନ। ଏହାକୁ ବଂଚାଇ ରଖିବା ପାଇଁ ପ୍ରତି...
ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ପ୍ରସ୍ତାବିତ୍ ଓ ସୂଚନା ଅନୁସାରେ ଭଦ୍ରକ ଜିଲାରେ ଏକ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ପୂର୍ବତନ ବିଧାୟକ...
ତଳମୁଣ୍ଡରେ ଲଗାଣବର୍ଷା ଓ ସମୁଦ୍ର ଜୁଆରରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ, ଦୁର୍ବଳ...
ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ତିନିଦିନ ଧରି ଲଗାଣ ବର୍ଷା ଓ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଭଦ୍ରକ ଜିଲା ଚାନ୍ଦବାଲିର ଉପକୂଳବର୍ତ୍ତୀ ଅଂଚଳ ଆରଡି,...
ତଳଗୋପବିନ୍ଧା ପଞ୍ଚାୟତବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ – ଜିଲ୍ଲାପାଳ
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅବିଭକ୍ତ ବିଲଣା ଗ୍ରାମ ପଞ୍ଚାୟତଠାରୁ ପୃଥକ ହୋଇ ଦୁଇ ଦଶନ୍ଧି ତଳେ ତଳଗୋପବିନ୍ଧା ଗ୍ରାମ ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ପଞ୍ଚାୟତବାସୀ...
ଏବିଭିପିର ନିଆରା ଅଭିଯାନ, ସେନାର ଯବାନ ମାନଙ୍କ ପାଇଁ କଲେଜ କ୍ୟାମ୍ପସରୁ ରାକ୍ଷୀ ଓ...
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କାର୍ଯ୍ୟକର୍ତ୍ତା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା...
ବାଇକ୍-ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ମଧ୍ୟାହ୍ନ ସମୟରେ ଆରଡି-ଭଦ୍ରକ ମୁଖ୍ୟ ରାସ୍ତାର କୁଳେଇପଦା ହନୁମାନ ଛକ ନିକଟରେ ଆରଡି ଅଭିମୁଖେ ଆସୁଥିବା ଗେଲେଶ୍ୱର ନାମକ ଯାତ୍ରୀବାହୀ...
ଭଦ୍ରକରେ ପବିତ୍ର ମହରମ ପର୍ବ, ପ୍ରତିକୂଳ ପାଗ ସତ୍ୱେ ସହର ପରିକ୍ରମା କଲା ୪୧...
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ମଙ୍ଗଳବାର ପବିତ୍ର ମୋହରମ ପର୍ବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ଧରି...























