Tag: Bhadrak News
ଗାଈ ଚୋରି କରିବାକୁ ଆସି ବନ୍ଧା ହେଲା ଚୋର, ଜବତ ହେଲା ଗୋରୁ ବୋଝେଇ...
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାଈ ଚୋରି କରିବା ପାଇଁ ଆସି ଚୋର ହଟହଟା ହୋଇଥିବାର ଜଣାଯାଇଛି। ଜଣେ ଖସିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବାନ୍ଧି ପକାଇଲେ...
ପୃଥକ୍ ପୃଥକ୍ ସ୍ଥାନରେ ପାଣିରେ ବୁଡି ୨ ଯୁବକଙ୍କ ମୃତ୍ୟୁ
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୃଥକ୍ ପୃଥକ୍ ସ୍ଥାନରେ ପାଣିରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏମିତି ଏକ ଅଘଟଣ ଘଟିଛି ଭଦ୍ରକ ଜିଲାରେ।...
ଭଦ୍ରକ – ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ପାଇଁ ୪୦ ପ୍ଲାଟୁନ ପୁଲିସ୍ ଫୋର୍ସ
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାତି ପାହିଲେ ଐତିହାସିକ ଶ୍ରୀରାମ ନବମୀ। ଭଦ୍ରକ ଜିଲାରେ ମହା ଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ମହୋତ୍ସବ। ଭଦ୍ରକ ସହରର...
ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଦୃଷ୍ଟିଭଙ୍ଗୀ ସୃଷ୍ଟିପାଇଁ ବିଜ୍ଞାନମେଳା ସମର୍ଥ, ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ...
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶିକ୍ଷା ଆରମ୍ଭରୁ ବିଦ୍ୟାର୍ଥୀମାନେ ବିଜ୍ଞାନ ଶିକ୍ଷାକୁ ପ୍ରଧାନ୍ୟ ଦେବା ଆବଶ୍ୟକ। ଏଥିପାଇଁ ସ୍ୱତନ୍ତ୍ର ଉଦ୍ୟମ ମଧ୍ୟ ଲୋଡା। ଏଭଳି ଉଦ୍ୟମ ମଧ୍ୟରୁ...
ଭଣ୍ଡାରିପୋଖରୀ – ୧୩ ବର୍ଷିୟ ଛାତ୍ରଙ୍କ ଆତ୍ମହତ୍ୟା
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖଣୀ ଥାନା ଅନ୍ତର୍ଗତ ସରସଦା ଗ୍ରାମର କାଳନ୍ଦି ଜେନାଙ୍କ ୧୩ ବର୍ଷୀୟ ପୁଅ ପ୍ରଣୟ ଆଜି ବେକରେ ରଶୀ...
ରାମେଶ୍ୱର ସାହିତ୍ୟ ସଂସଦର ବୈଠକ
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାମେଶ୍ୱର ସାହିତ୍ୟ ସଂସଦର ବୈଠକ ସଭାପତି ଜଗବନ୍ଧୁ ଦାଶଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...
ପିତାଙ୍କ ଔଷଧ ଆଣିବାକୁ ଯାଇ ଏସିଡ୍ ମାଡରେ ଗୁରୁତର ଯୁବକକୁ କଟକ ସ୍ଥାନାନ୍ତର
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜମିବାଡି ଓ ମଦ ବିକ୍ରିକୁ ବିରୋଧ କରିବା ଭଳି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଅଧା ରାସ୍ତାରେ ଏସ୍ଡି...
ଭଦ୍ରକ ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସାମ୍ବାଦିକ ସମ୍ମିଳନୀ, ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ...
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୃବୁର୍ତ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ...
ଭିନ୍ନକ୍ଷମଙ୍କୁ ସକ୍ଷମ କରିବାପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ, ବିଧାୟକଙ୍କ ଦ୍ୱାରା ଭଦ୍ରକ ବ୍ଲକ ସ୍ତରୀୟ...
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦ୍ୱାରା ଆଜି...
ଶ୍ରୀରାମ ନବମୀ ମହୋତ୍ସବ, ୨୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ଚଳିତ ବର୍ଷ ରୀତିନୀତି ଅନୁଯାୟୀ ଆଜି କଳସ...
ଭଦ୍ରକ ପୌରପାଳିକା ବିକାଶରେ ବିଧାୟକଙ୍କ ୩ ବର୍ଷର ଆୟ-ବ୍ୟୟ ଚିଠା, ରାଜନୈତିକ ବିଦ୍ୱେଷରୁ ଉଦ୍ଦ୍ୱର୍ରେ...
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌର ଉପାଧ୍ୟକ୍ଷ ନିର୍ବାଚନ ପରେ ଆଜି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର...
ଭଦ୍ରକ ପୌରପାଳିକାରେ ଗଠନମୂଳକ ଭୂମିକା ଲିଭାଇବ କଂଗ୍ରେସ – ନଳିନୀ
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୌର ନିର୍ବାଚନରେ କଂଗ୍ରେସ ଦଳର ୬ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି। ସହରବାସୀ ଭଦ୍ରକ ପୌରପାଳିକାରେ କଂଗ୍ରେସ ଦଳ ଉପରେ ଭରଷା ସ୍ଥାପନ...
ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ବାଇପାସ୍ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଜିଠାରୁ ଆରମ୍ଭ...
୧୪ ଦଫା ଦାବି ନେଇ ବିକ୍ଷୋଭ କଲା ଅଙ୍ଗନୱାଡି ସଂଘ
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ ଭଦ୍ରକ ଶାଖା ପକ୍ଷରୁ ୧୪ ଦାବି...
ପୌର ଉପାଧ୍ୟକ୍ଷ ନିର୍ବାଚନ, ଭଦ୍ରକ ପୌରପାଳିକାରୁ ଅଂଜୁବାଳା ଜେନା ଓ ବାସୁଦେବପୁର ପୌରପାଳିକାରୁ ଉତ୍ତମ...
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ଭଦ୍ରକ ଓ ବାସୁଦେବପୁର ପୌରପାଳିକାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହୋଇଛି। ତେବେ ରାଜ୍ୟ...
କ୍ରାଇମବ୍ରାଞ୍ଚର ରିମାଣ୍ଡ ଅବଧି ସରିଲା, ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ...
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରିମାଣ୍ଡ ଅବଧି ସରିବା ପରେ ଆଜି ବହୁ ଚର୍ଚ୍ଚିତ ନୟାଗଡ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା...
୭୦ ଜିଆରଏସ୍ ପଦବୀ ଫାଙ୍କା, ନୂଆ ସରପଞ୍ଚ ଚିନ୍ତାରେ, ପ୍ରଶାସନ ନିଦାବିଷ୍ଣୁ
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନବ ନିର୍ବାଚିତ ସରପଞ୍ଚମାନେ ଏବେ ଚିନ୍ତାରେ। କାରଣ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଜିଆରଏସମାନଙ୍କ ଉପସ୍ଥିତି ଦେଖାଯାଉନି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପିଇଓଙ୍କ...
କର୍ପୂର ଉଡ଼ିଯାଇଛି କିନ୍ତୁ କନାପଡ଼ିଛି, ଠପ୍ ହୋଇପଡ଼ିଛି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗାଁ ଗହଳିରେ ବସବାସ କରୁଥିବା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ...
ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଶିକ୍ଷାଦାନରେ ନିମଜ୍ଜିତ ପ୍ରାଥମିକ ଶିକ୍ଷକ ଗୋଲକ ସାର
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଲେଜରେ ପାଠ ପଢି ନାହାନ୍ତି ସତ। ମାତ୍ର ଓଡିଆ ଭାଷା ସାହିତ୍ୟରେ ଦକ୍ଷତା ଓ ପ୍ରବୀଣତା ଯୋଗୁଁ +୨, +୩ ଓ...
ଭଦ୍ରକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରିବାର ଠାରୁ ଅନୁଷ୍ଠାନ ପ୍ରତ୍ୟେକ କ୍ଷେତ୍ରରେ ନାରୀଟିଏ ଅସୁରକ୍ଷିତ। ପରିବାରରେ ପିତା ମାତା କନ୍ୟାର ସୁରକ୍ଷା ପାଇଁ ଯେତିକି ଚିନ୍ତିତ, ଶିକ୍ଷାନୁଷ୍ଠାନରେ...
























