Home Tags Bhadrak News

Tag: Bhadrak News

୩୫ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ୩୫ତମ ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ସନତ...

ଧାମରାରେ ରାସାୟନିକ ବିସ୍ପୋରଣ ସ୍ଥାନରେ ସାଇଣ୍ଟିଫିକ୍ ଟିମର ତଦନ୍ତ ଆରମ୍ଭ

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରାରେ ଗତକାଲି ଘଟିଥିବା ଏକ ରାସାୟନିକ ବିସ୍ପୋରଣର ତଦନ୍ତ କରିବା ପାଇଁ ବାଲେଶ୍ୱର ରୁ ଏକ ସାଇଣ୍ଟିଫିିକ ଟିମ ଆସି...

ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦର ସ୍ୱାସ୍ଥ୍ୟ ଶିବିର, ବରିଷ୍ଠ ପାଇବେ ପ୍ରତିମାସ ମାଗଣା...

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଭଦ୍ରକ ବ୍ଲକ ରାନ୍ଦିଆ ରାମେଶ୍ୱର ମନ୍ଦିର ନିକଟସ୍ଥ ପରିଷଦ ଗୃହରେ ବରିଷ୍ଠମାନଙ୍କ ଉଦ୍ଦେଶ୍ୟରେ...

ପ୍ରଜ୍ଞାପୀଠରେ ୧୨୫ତମ ବାଞ୍ଛାନିଧି ଜୟନ୍ତୀ ପାଳିତ

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟକବି ବାଞ୍ଛାନିଧି ମହାନ୍ତି ଥିଲେ ଭାରତୀୟ ଜାତୀୟ ମୁକ୍ତି ସଂଗ୍ରାମର ଜଣେ ମହାନ ଯୋଦ୍ଧା। ମହାତ୍ମା ଗାନ୍ଧୀ, ସୁବାସ ବୋଷ, ପଣ୍ଡିତ...

ପରିଚୟ ପାଇଁ ଖବରକାଗଜ ହକରମାନେ ପାଇଲେ କାର୍ଡ଼

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଖବରକାଗଜ ହକରମାନଙ୍କ ପରିଚୟ ପାଇଁ କାର୍ଡ଼ ପ୍ରଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାକୁ ଗତବର୍ଷ ଡିସେମ୍ବର ୨୩ ରେ...

ରେଲ୍‌ୱେ ଫ୍ଲାଏ ଓଭର ପାଇଁ ଯୁଗ୍ମ ସର୍ଭେ ଆରମ୍ଭ

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପରାସ୍ଥିତ ଡଗରାସାହି ଲେବୁଲ କ୍ରସିଂ ୧୧୮ ଠାରେ ଖୁବଶୀଘ୍ର ଆରମ୍ଭ ହେବ ଫ୍ଲାଏ ଓଭର ବ୍ରିଜ୍। ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି।...

ଗୋହତ୍ୟା ଏବଂ ବେଆଇନ ଗୋଚାଳାଣ ବନ୍ଦ ଦାବି

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ଭାଇର ଆସ୍ଥା ଏବଂ ଶ୍ରଦ୍ଧାର କେନ୍ଦ୍ର ଗୋ- ମାତାର ହତ୍ୟା କରାଯାଉଛି। ଏଣେ କିନ୍ତୁ, ଭାଇଚାରାର କଥା କୁହାଯାଉଛି! ଏପରି...

ଗଛରେ ପିଟି ହେଲା ବାଇକ୍‌, ଜଣେ ମୃତ, ଜଣେ ଗୁରୁତର

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦ୍ରୁତଗତିରେ ଗାଡି ଚଳାଉଥିବାବେଳେ ସାମ୍ନାକୁ କୁକୁର ଆସିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍। ଫଳରେ ବାଇକ୍ ଆରୋହୀଙ୍କ ଜୀବନ...

ନ୍ୟାୟ ଦାବିରେ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ମନୋରମାଙ୍କ ଧାରଣା

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନ୍ୟାୟ ଦାବିରେ ମନୋରମା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସମସ୍ୟାର ସମାଧାନ ନହେବାରୁ ପୁଣି ଥରେ ଧାରଣାରେ ବସିଛନ୍ତି ଭଦ୍ରକ...

ଭଦ୍ରକ ପୌରପାଳିକାରେ ଆବାସ କାର୍ଯ୍ୟାଦେଶ ବଣ୍ଟନ

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ପକ୍ଷରୁ ଟାଉନ୍‌ହଲ୍ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବା ମୋଟ ୧୦୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଆଜି...

ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷକୁ ସର୍ବନିମ୍ନ ୨ ଶହ ଦିନର କାମ ଯୋଗାଇଦେବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କେନ୍ଦ୍ରୀୟ ବ୍ୟୟବରାଦ...

ଧାମରାରେ ରାସାୟନିକ ବିସ୍ପୋରଣରେ ୨ ଆହତ, କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଗରମ କରୁଥିବା ବେଳେ ବିସ୍ପୋରଣ...

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ବଜାରରେ ଏକ ରାସାୟନିକ ବିସ୍ପୋରଣରେ ୨ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ...

ଭଦ୍ରକ ଜିଲ୍ଲାପାଇଁ ରାଜସ୍ୱ ସମୀକ୍ଷା ବୈଠକ

0
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ବୈଠକ ଜରିଆରେ ଗତ କାଲି ତା ୧୮-୦୪-୨୦୨୨ରିଖ ସୋମବାର...

ସେବା ସମବାୟ ସମିତିର ଅନିୟମିତତା ନେଇ ଜିଲାପାଳଙ୍କ ଠାରେ ଫେରାଦ ହେଲେ ଚାଷୀ

0
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଚାଷୀ। ଧାମନଗର ସେବା ସମବାୟ ସମିତିର ଅନିୟମିତତା ନେଇ ଫେରାଦ ହେଲେ ଚାଷୀ। ଏହାସହିତ ବିଭିନ୍ନ...

ଜିଲାରେ ସମସ୍ତ ଓଟି କାର୍ଯ୍ୟ କରୁଛି ବୋଲି ସ୍ପଷ୍ଟୀକରଣ ଦେଲେ ଭଦ୍ରକ ସିଡିଏମ୍‌ଓ

0
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଅଛି ସମସ୍ତ ଓଟି। ଏହା ସହ ଗୋଟିଏ ଆର୍ଥିକ ବର୍ଷରେ ହୋଇଥିବା ଅପରେସନର ତାଲିକା ମଧ୍ୟ...

ମାନସ ସ୍ୱାଇଁ ହତ୍ୟା ଘଟଣା, ଭଦ୍ରକ ଜେଲ୍‌ରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା...

0
ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ୨...

ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ ପାଳିତ

0
ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ୧୮୭ତମ ଜୟନ୍ତୀ ଭଦ୍ରକ ବ୍ଲକ ନଳାଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିରାଡ଼ମ୍ବର...

ଆମ୍ବେଦକର ଥିଲେ ସର୍ବଶ୍ରେଷ୍ଠ ସମ୍ବିଧାନବିତ୍‌, ଦେଶର ଆର୍ଥିକ ଓ ସାମାଜିକ ସ୍ୱାଧୀନତାର ପଥ ପ୍ରଦର୍ଶକ,...

0
ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ସରକାରୀଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ସଂସ୍କୃତି ଭବନ ଠାରେ ଆଜି ଭାରତରତ୍ନ...

୨୨ତମ ବିଷୁବ ମିଳନ

0
ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଷୁବ ପରିଷଦ ତରଫରୁ ଦେବଭୂମୀ, ଗବସାହିଠାରେ ୨୨ତମ ବିଷୁବ ମିଳନ ପାଳିତ ହୋଇଯାଇଅଛି। ଗୋପାଳକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ସମ୍ମାନନୀୟ ଅତିଥି ଭାବେ...

ରମ୍ଭିଳା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ଥାନପତୀଙ୍କ ପୀଠରେ ଚଣ୍ଡୀ ପୂଜା

0
ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପଣାସଂକ୍ରାନ୍ତି ଦିନ ମାଆଙ୍କର ମାନସିକଧାରୀ ଶହଶହ ପାଟ ଭକ୍ତ ଯଥାରୀତି ପୂଜାରେ ଅଂଶ ଗ୍ରହଣ କରି ସାରାଦିନ ଯଜ୍ଞରେ ବସି ସନ୍ଧ୍ୟାରେ ପୂର୍ଣ୍ଣାହୂତି...