Home Top News ପୁରୀ ଜିଲ୍ଲାପାଳଙ୍କୁ ଓଏମ୍‌ସି ଏମ୍‌ଡି ଦାୟିତ୍ୱ

ପୁରୀ ଜିଲ୍ଲାପାଳଙ୍କୁ ଓଏମ୍‌ସି ଏମ୍‌ଡି ଦାୟିତ୍ୱ

59

ଭୁବନେଶ୍ୱର ୧-୧ (ଓଡ଼ିଆ ପୁଅ) : ନୂଆବର୍ଷରେ ପୁରୀ ଜିଲ୍ଲାପାଳଙ୍କୁ ସ୍ଥାନାନ୍ତିରିତ କରିଛନ୍ତି ରାଜ୍ୟ ସରକାର। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ ଓଏମ୍‌ସି ଏମ୍‌ଡି ଭାବେ ଦାୟିତ୍ୱ ଜିଆଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀକୁ ବଦଳି କରାଯାଇଛି। ସେ ଏବେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.