Home Coronavirus Outbreak ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ

108

ଭୁବନେଶ୍ୱର ୫-୧୦ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। – ମୋଟ ଆକ୍ରାନ୍ତ ୨୩୫୩୩୦ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ ଚିହ୍ନଟ : ୨୬୧୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୨୧
– ସ୍ଥାନୀୟ ଅଞ୍ଚଳରୁ୧୦୯୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୧୫
୨- ବାଲେଶ୍ୱର ଜିଲ୍ଲାରୁ – ୭୯
୩- ବରଗଡ଼ ଜିଲ୍ଲାରୁ – ୧୪୮
୪- ଭଦ୍ରକ ଜିଲ୍ଲାରୁ – ୪୯
୫- ବଲାଙ୍ଗୀର ଜିଲ୍ଲାରୁ – ୧୦୯
୬- ବୌଦ୍ଦ ଜିଲ୍ଲାରୁ – ୧୮
୭- କଟକ ଜିଲ୍ଲାରୁ – ୧୩୬
୮- ଦେବଗଡ଼ ଜିଲ୍ଲାରୁ – ୧୮
୯- ଢେଙ୍କାନାଳ ଜିଲ୍ଲାରୁ – ୭୪
୧୦- ଗଜପତି ଜିଲ୍ଲାରୁ – ୭
୧୧- ଗଞ୍ଜାମ ଜିଲ୍ଲାରୁ – ୪୩
୧୨- ଜଗତସିଂହପୁର ଜିଲ୍ଲାରୁ – ୪୫
୧୩- ଯାଜପୁର ଜିଲ୍ଲାରୁ – ୧୧୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୬
୧୫- କଳାହାଣ୍ଡି ଜିଲ୍ଲାରୁ – ୪୪
୧୬- କନ୍ଧମାଳ ଜିଲ୍ଲାରୁ – ୩୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩୨
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୭
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୦୬
୨୦- କୋରାପୁଟ ଜିଲ୍ଲାରୁ – ୪୩
୨୧- ମାଲକାନଗିରି : ୬୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୧
୨୩- ନବରଙ୍ଗପୁର ଜିଲ୍ଲାରେ: ୫୯
୨୪- ନୟାଗଡ଼ ଜିଲ୍ଲାରୁ – ୩୮
୨୫- ନୂଆପଡ଼ା ଜିଲ୍ଲାରୁ – ୫୮
୨୬- ପୁରୀ ଜିଲ୍ଲାରୁ – ୭୯
୨୭- ରାୟଗଡ଼ା ଜିଲ୍ଲାରୁ – ୨୬
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୬
୨୯- ସୋନପୁର ଜିଲ୍ଲାରୁ – ୨୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୧
୩୧- State Pool: ୧୦୬
– ନୂଆ ସୁସ୍ଥ ହୋଇଥିଲେ୪୧୦୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୪୮୨୪୦୨
– ମୋଟ ଆକ୍ରାନ୍ତ ୨୩୫୩୩୦
– ମୋଟ ସୁସ୍ଛ ହୋଲେଣି ୨୦୨୩୦୨
– ସକ୍ରୀୟ ଆକ୍ରାନ୍ତ – ୩୨୦୫୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.