Home Top News ରାଜ୍ୟରେ ଆଜି ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

61

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୪୭୧
୦-୧୮ ବର୍ଷର : ୫୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭୪
– ସ୍ଥାନୀୟ ଅଞ୍ଚଳରୁ୧୯୭
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୨୬
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୪

୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୮୧
୭- ଦେବଗଡ଼ ଜିଲ୍ଲାରୁ – ୨
୮- ଢେଙ୍କାନାଳ ଜିଲ୍ଲାରୁ – ୫
୯- ଜଗତସିଂହପୁର ଜିଲ୍ଲାରୁ – ୧୬
୧୦- ଯାଜପୁର ଜିଲ୍ଲାରୁ – ୨୨
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୨- କନ୍ଧମାଳ ଜିଲ୍ଲାରୁ – ୧
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯
୧୪- କେନ୍ଦୁଝର ଜିଲ୍ଲାରୁ – ୩
୧୫- ଖୋର୍ଦ୍ଧାରୁ : ୧୯୬
୧୬- ମାଲକାନଗିରି : ୨
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୧୮- ନୟାଗଡ଼ ଜିଲ୍ଲାରୁ – ୭
୧୯- ପୁରୀ ଜିଲ୍ଲାରୁ – ୧୯
୨୦- ସମ୍ବଲପୁର ଜିଲ୍ଲାରୁ – ୧
୨୧- ସୁନ୍ଦରଗଡ଼ ଜିଲ୍ଲାରୁ – ୧
୨୨- State Pool: ୪୪
– ନୂଆ ସୁସ୍ଥ ହୋଇଥିଲେ୮୭୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୮୯୦୫୦୭୭
– ମୋଟ ଆକ୍ରାନ୍ତ ୧୦୧୬୮୩୩
– ମୋଟ ସୁସ୍ଛ ହୋଲେଣି ୧୦୦୨୧୨୮
– ସକ୍ରୀୟ ଆକ୍ରାନ୍ତ – ୬୫୪୮

ରାଜ୍ୟରେ ଆଜି କରୋନା ୬ ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮,୧୦୪କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ମୃତକଙ୍କ ବିଷୟରେ

୧. ବାଲେଶ୍ୱର ଜିଲ୍ଲାର ୪୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨. ବାଲେଶ୍ୱର ଜିଲ୍ଲାର ୪୬ ବର୍ଷ ବୟସ୍କ ପୁରୁଷ।

୩. କଟକ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪. ଖୋର୍ଦ୍ଧା ଜିଲ୍ଲାର ୬୪ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେରୋଗରେ ପୀଡିତ ଥିଲେ।

୫. ପୁରୀ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୬. ପୁରୀ ଜିଲ୍ଲାର ୩୭ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.