Home Coronavirus Outbreak ଭଲଖବର, ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୨୬୧୭ ଆକ୍ରାନ୍ତ ଚିହ୍ନଟ ଏବଂ ୧୭...

ଭଲଖବର, ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୨୬୧୭ ଆକ୍ରାନ୍ତ ଚିହ୍ନଟ ଏବଂ ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ତଥ୍ୟ –

126

ଭୁବନେଶ୍ୱର ୫-୧୦ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୬୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୩୫୩୩୦ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୫୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସୁସ୍ଥ ହୋଇଥିଲେ ୪୧୦୮ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୪୮୨୪୦୨। ମୋଟ ଆକ୍ରାନ୍ତ ୨୩୫୩୩୦ ଜଣ। ମୋଟ ସୁସ୍ଥ ହେଲେଣି ୨୦୨୩୦୨ ଜଣ। ସକ୍ରୀୟ ଆକ୍ରାନ୍ତ – ୩୨୦୫୧।

ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତ୍ୟୁ ୯୨୪ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୭ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ବାଲେଶ୍ୱର ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୩୫ (ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ବୌଦ୍ଦ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୪ (ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

କଟକ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୮୦ (ଆଜି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

କେନ୍ଦୁଝର ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୧୨ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ଖୋର୍ଦ୍ଦା ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୧୫୧ (ଆଜି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ନବରଙ୍ଗପୁର ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୬ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ପୁରୀ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୬୨ (ଆଜି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ରାୟଗଡ଼ା ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୩୯ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ ମୃତକଙ୍କ ସଂଖ୍ୟା ୪୧ (ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି)

ମୃତକଙ୍କ ବିଷୟରେ
୧- ଅନୁଗୁଳ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ବାଲେଶ୍ୱର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ବାଲେଶ୍ୱରର ୨୫ ବର୍ଷ ବୟସ୍କ ପୁରୁଷ।

୪- ଭୁବନେଶ୍ୱରର ଜଣେ ୭୮ ବର୍ଷ ବୟସ୍କ ପୁରୁଷ।

୫- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୬- ବୌଦ୍ଧ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭- ବୌଦ୍ଧ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- କଟକ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କା ମହିଳା।

୯- କଟକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- କଟକ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ପୁରୁଷ।

୧୧- କେନ୍ଦୁଝର ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୨- ନବରଙ୍ଗପୁର ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ।

୧୩- ପୁରୀ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ।

୧୪- ପୁରୀ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ପୁଲମୋନାରୀ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୧୫- ପୁରୀ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୧୬- ରାୟଗଡା ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କା ମହିଳା।

୧୭- ସୁନ୍ଦରଗଡ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

ଆଜି ୨୬୧୭ ଆକ୍ରାନ୍ତ ଚିହ୍ନଟ
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୧୫
୨- ବାଲେଶ୍ୱର ଜିଲ୍ଲାରୁ – ୭୯
୩- ବରଗଡ଼ ଜିଲ୍ଲାରୁ – ୧୪୮
୪- ଭଦ୍ରକ ଜିଲ୍ଲାରୁ – ୪୯
୫- ବଲାଙ୍ଗୀର ଜିଲ୍ଲାରୁ – ୧୦୯
୬- ବୌଦ୍ଦ ଜିଲ୍ଲାରୁ – ୧୮
୭- କଟକ ଜିଲ୍ଲାରୁ – ୧୩୬
୮- ଦେବଗଡ଼ ଜିଲ୍ଲାରୁ – ୧୮
୯- ଢେଙ୍କାନାଳ ଜିଲ୍ଲାରୁ – ୭୪
୧୦- ଗଜପତି ଜିଲ୍ଲାରୁ – ୭
୧୧- ଗଞ୍ଜାମ ଜିଲ୍ଲାରୁ – ୪୩
୧୨- ଜଗତସିଂହପୁର ଜିଲ୍ଲାରୁ – ୪୫
୧୩- ଯାଜପୁର ଜିଲ୍ଲାରୁ – ୧୧୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୬
୧୫- କଳାହାଣ୍ଡି ଜିଲ୍ଲାରୁ – ୪୪
୧୬- କନ୍ଧମାଳ ଜିଲ୍ଲାରୁ – ୩୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩୨
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୭
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୦୬
୨୦- କୋରାପୁଟ ଜିଲ୍ଲାରୁ – ୪୩
୨୧- ମାଲକାନଗିରି : ୬୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୧
୨୩- ନବରଙ୍ଗପୁର ଜିଲ୍ଲାରେ: ୫୯
୨୪- ନୟାଗଡ଼ ଜିଲ୍ଲାରୁ – ୩୮
୨୫- ନୂଆପଡ଼ା ଜିଲ୍ଲାରୁ – ୫୮
୨୬- ପୁରୀ ଜିଲ୍ଲାରୁ – ୭୯
୨୭- ରାୟଗଡ଼ା ଜିଲ୍ଲାରୁ – ୨୬
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୬
୨୯- ସୋନପୁର ଜିଲ୍ଲାରୁ – ୨୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୧
୩୧- State Pool: ୧୦୬

ଜିଲ୍ଲାୱାରୀ ତଥ୍ୟ –
ଅନୁଗୁଳ ଜିଲ୍ଲା ରେ ୪, ୮୦୭ [+୧୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୩୩ [+୧୧୪] ଜଣ ସକ୍ରୀୟ ଅଛନ୍ତି। ୩, ୫୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୮, ୦୮୭ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୬୪ [+୭୭] ଜଣ ସକ୍ରୀୟ ଅଛନ୍ତି। ୬, ୭୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୬, ୯୧୬ [+୧୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୮୮ [+୧୪୮] ଜଣ ସକ୍ରୀୟ ଅଛନ୍ତି। ୫, ୮୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୫, ୫୩୯ [+୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୭୧୭ [+୪୯] ଜଣ ସକ୍ରୀୟ ଅଛନ୍ତି। ୪, ୮୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୪, ୭୯୫ [+୧୦୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୫ [+୧୦୯] ଜଣ ସକ୍ରୀୟ ଅଛନ୍ତି। ୩, ୮୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲା ରେ ୨, ୦୩୮ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫୪ [+୧୬] ଜଣ ସକ୍ରୀୟ ଅଛନ୍ତି। ୧, ୬୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲା ରେ ୨୧, ୯୦୯ [+୧୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୯୬୪ [+୧୩୩] ଜଣ ସକ୍ରୀୟ ଅଛନ୍ତି। ୧୮, ୮୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୭୧୭ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୨ [+୧୮] ଜଣ ସକ୍ରୀୟ ଅଛନ୍ତି। ୫୯୫ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୪, ୦୫୩ [+୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୫ [+୭୪] ଜଣ ସକ୍ରୀୟ ଅଛନ୍ତି। ୩, ୪୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୩, ୬୫୦ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୦ [+୭] ଜଣ ସକ୍ରୀୟ ଅଛନ୍ତି। ୩, ୪୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୨୦, ୩୭୬ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୨ [+୪୩] ଜଣ ସକ୍ରୀୟ ଅଛନ୍ତି। ୧୯, ୯୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୫, ୬୬୦ [+୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୦୦ [+୪୫] ଜଣ ସକ୍ରୀୟ ଅଛନ୍ତି। ୪, ୮୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୮, ୯୩୫ [+୧୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୧୪ [+୧୧୨] ଜଣ ସକ୍ରୀୟ ଅଛନ୍ତି। ୭, ୭୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୪, ୯୧୦ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୫ [+୪୬] ଜଣ ସକ୍ରୀୟ ଅଛନ୍ତି। ୪, ୨୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୩, ୫୭୫ [+୪୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୬ [+୪୪] ଜଣ ସକ୍ରୀୟ ଅଛନ୍ତି। ୨, ୮୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରେ ୪, ୭୬୯ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୨ [+୩୨] ଜଣ ସକ୍ରୀୟ ଅଛନ୍ତି। ୪, ୨୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୫, ୬୩୨ [+୧୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୨୧ [+୧୩୨] ଜଣ ସକ୍ରୀୟ ଅଛନ୍ତି। ୪, ୪୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୪, ୮୦୭ [+୧୦୭] ଜଣ ସଂକ୍ରମିତ ହୋଇଥିବା ବେଳେ ୮୧୯ [+୧୦୬] ଜଣ ସକ୍ରୀୟ ଅଛନ୍ତି। ୩, ୯୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୪୦, ୭୦୨ [+୫୦୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୧୬୭ [+୫୦୪] ଜଣ ସକ୍ରୀୟ ଅଛନ୍ତି। ୩୪, ୩୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୬, ୩୯୪ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୩ [+୪୩] ଜଣ ସକ୍ରୀୟ ଅଛନ୍ତି। ୫, ୮୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୩, ୮୮୨ [+୬୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪୭ [+୬୭] ଜଣ ସକ୍ରୀୟ ଅଛନ୍ତି। ୩, ୪୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲା ରେ ୮, ୭୨୧ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୬୪ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୭, ୩୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୩, ୯୬୬ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୫ [+୫୮] ଜଣ ସକ୍ରୀୟ ଅଛନ୍ତି। ୩, ୩୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୫, ୦୯୬ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୫ [+୩୮] ଜଣ ସକ୍ରୀୟ ଅଛନ୍ତି। ୪, ୪୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୩, ୫୪୩ [+୫୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୨ [+୫୮] ଜଣ ସକ୍ରୀୟ ଅଛନ୍ତି। ୨, ୬୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲା ରେ ୧୦, ୬୭୨ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୯୨ [+୭୬] ଜଣ ସକ୍ରୀୟ ଅଛନ୍ତି। ୯, ୧୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୭, ୬୪୭ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୬ [+୨୫] ଜଣ ସକ୍ରୀୟ ଅଛନ୍ତି। ୭, ୨୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୬, ୫୧୭ [+୧୦୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୭୯ [+୧୦୬] ଜଣ ସକ୍ରୀୟ ଅଛନ୍ତି। ୫, ୪୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ରେ ୩, ୨୩୪ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୯ [+୨୩] ଜଣ ସକ୍ରୀୟ ଅଛନ୍ତି। ୨, ୭୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୭, ୯୫୯ [+୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮୦୨ [+୯୦] ଜଣ ସକ୍ରୀୟ ଅଛନ୍ତି। ୭, ୧୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୫, ୮୨୨ [+୧୦୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୮୬୯ [+୧୦୬] ଜଣ ସକ୍ରୀୟ ଅଛନ୍ତି। ୩, ୯୫୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.