Home Top News ବିଜେଡିର ୩୦ ଜଣିଆ ମିଡିଆ ଟିମ୍ ଘୋଷିତ: ୬ ଜଣ ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର,...

ବିଜେଡିର ୩୦ ଜଣିଆ ମିଡିଆ ଟିମ୍ ଘୋଷିତ: ୬ ଜଣ ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର, ୧୪ ପ୍ୟାନେଲିଷ୍ଟ

37

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ତାର ଜାତୀୟ ମୁଖପାତ୍ର, ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମିଡିଆ ଟିମ୍‌ର ପୁନର୍ଗଠନ କରି ୬ ଜଣଙ୍କୁ ଜାତୀୟ ମୁଖପାତ୍ର, ୧୬ ଜଣଙ୍କୁ ମୁଖପାତ୍ର, ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦେଇଛନ୍ତି। ଏ’ ନେଇ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଜାତୀୟ ମୁଖପାତ୍ର –
ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଡ. ଅମର ପଟ୍ଟନାୟକ (ଅର୍ଥନୀତି ଓ ବୈଦେଶିକ ବ୍ୟାପାର), ଡ. ସସ୍ମିତ ପାତ୍ର ଏବଂ ଶର୍ମିଷ୍ଠା ସେଠୀ।

ମୁଖପାତ୍ର –
ପ୍ରତାପ କେଶରୀ ଦେବ, ଚନ୍ଦ୍ର ଶେଖର ସାହୁ, ରମେଶ ଚନ୍ଦ୍ର ମାଝି, ସ୍ନେହାଙ୍ଗିନୀ ଛୁରିଆ, ଡ. ବ୍ୟୋମକେଶ ରାୟ, ଡ. ରାଶେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଏବଂ ଡ. ହରିଶ ଚୌଧୁରୀ।

ପ୍ୟାନେଲିଷ୍ଟ –
ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବତ୍ତ ମାଝି, ଚକ୍ରଧର ଦାସ, ଓମ୍ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍‌ସିତା ସାହୁ, ଜ୍ୟୋତ୍ସାମୟୀ ପରିଡ଼ା, ସୋଫିଆ ଆଲମ୍, ତୁମ୍ଭନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ୍ ମଲ୍ଲିକ, ଛବି ମାହାଲି, ମୀନାକ୍ଷୀ ମିଶ୍ର ଏବଂ ସ୍ମୃତି ନନ୍ଦ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.