Suchitra Dash
କେନ୍ଦୁପତ୍ର ତୋଳୁଥିବା ବେଳେ ଯୁବତୀ ଅସୁସ୍ଥ, ଚିକିତ୍ସା ସମୟରେ ମୃତ୍ୟୁ
ମାଲକାଗନଗିରି, ୨୯ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତର ଭାବେ ୪୩ଡିଗ୍ରୀ ତାପମାତ୍ରା ସାଙ୍ଗକୁ ପ୍ରବଳଗରମ ହେଉଥିବା ବେଳେ ପେଟ ପାଟଣା ପାଇଁ ଜଣେ ଆଦିବାସୀ ଯୁବତୀ...
ମାଲକାନଗିରି ଜିଲ୍ଲାରେ ଉତ୍କଳ ଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ
ମାଲକାନଗିରି,୨୮ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଭିମାନଦିବସ ଓ ଉତ୍କଳଗୌରବ ମଧୂବାବୁଙ୍କ ଜୟନ୍ତୀ ଆଡମ୍ବର ସହକରେ ପାଳିତ ହୋଇ ଯାଇଛି । ଆନ୍ଦ୍ରଓଡିଶା ଛତିଶଗଡ ସୀମାନ୍ତ ମୋଟୁ ଠାରେ ଥିବା...
ମାଲକାନଗିରି ରେ କାଳବୈଶାଖୀର ତାଣ୍ଡବ, ଗଛପଡି ଘରଭାଙ୍ଗିଲା, ଅଳ୍ପକେ ବର୍ତିଲେ ବୃଦ୍ଧା
ମାଲକାନଗିରି, ୨୮ା୪(ଓଡିଆ ପୁଅ ) ଗତ କିଛିଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ୪୨ରୁ ୪୩ଡିଗ୍ରୀ କୁ ତାପାମାତ୍ରା ବୃଦ୍ଧିପାଇ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ପ୍ରବଳ ଗରମରେ ଜିଲ୍ଲାବାସୀ ସନ୍ତୁଳିତ ହେଉଥିବାବେଳେ ଗତ...
ମାଲକାନଗିରିରେ ତ୍ରୀସ୍ତରୀୟ କଡାସୁରକ୍ଷା ବଳୟରେ ଇଭିଏମ ଷ୍ଟ୍ରଙ୍ଗରୁମ
ମାଲକାନଗିରି, ୨୮ା୪ (ଓଡିଆ ପୁ୍ଅ) କେନ୍ଦୁଝର ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ୫ ଜଣ ଯୁବକ ବୁଲୁଥିବା ଅବସ୍ଥାରେ ଜଣେ ଗିରଫ ହେବା ଓ ଅନ୍ୟ ୪ ଜଣ...
ଗୋବିନ୍ଦପାଲି ପିଡିତାର ଭିଡିଓ ଭାଇରାଲକୁ ନେଇ ପୁଲିସର ସାମ୍ବାଦିକ ସମ୍ମିଳନୀ
ମାଲକାନଗିରି,୨୬ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି କଲେଜରେ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଙ୍କ ପ୍ରତି ଗତ୨୦୧୭ମସିହାରେ ହୋଇଥିବା ଅସଦାଚରାଣର ଓ ଦୁସ୍କର୍ମର ଉପଯୁକ୍ତ ନ୍ୟାୟ ନପାଇ ପିଡିତାଙ୍କ ଆତ୍ମହତ୍ୟା ଉଦ୍ୟମ...
ବିଚାରଧୀନ କଏଦୀ,ସାକ୍ଷୀଙ୍କ ପାଇଁ ବିଶ୍ରାମଗାର,ପାନୀୟଜଳ,ଶୌଚାଳୟ ଦାବିନେଇ କୋର୍ଟବର୍ଜନ କଲେ ଆଇନଜୀବୀ ସଂଘ
ମାଲକାନଗିରି,୨୬ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଜଜଙ୍କ କୋର୍ଟ ସହିତ ଅନ୍ୟାନ ଅଦାଲତ ପରିସରରେ ବିଚାରଧୀନ କଏଦୀ,ସାକ୍ଷୀ ଓ ତାଙ୍କ ସଂପର୍କିୟ ମାନଙ୍କ ପାଇଁ ବିଶ୍ରାମଗାର,ପାନୀୟଜଳ,ଶୌଚାଳୟ ବ୍ୟବସ୍ଥା ନଥିବାରୁ ଏହାର ପ୍ରତିବାଦରେ ଆଜି...
ମାଲକାନଗିରି ଜିଲ୍ଲାରେ ନିଆଁ ବର୍ଷା,ତାପମାତ୍ରା ୪୩ଡିଗ୍ରୀ ଛୁଇଁଲା,ଜନଜୀବନ ଅତିଷ୍ଠ
ମାଲକାନଗିରି,୨୪ା୪(ଓଡିଆ ପୁଅ ) ଗତ କିଛି ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୧ଡିଗ୍ରୀରୁ ୪୨ଡିଗ୍ରୀ ରହୁଥିବା ବେଳେ ଆଜି ୪୩ଡିଗ୍ରୀ ରେ ପହଁଚି ସମଗ୍ର ରାଜ୍ୟର ରାକେର୍ଡ ଭଙ୍ଗକରିଛି । ୪୩...
ମାଲକାନଗିରି କୋର୍ଟ ପରିସରରେ ବିଚାରଧୀନ କଏଦୀଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟଜଳ, ଶୌଚାଳୟ ଦାବିନେଇ...
ମାଲକାନଗିରି, ୨୪ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ ଥିବା ସାତଟି ଯାକ ଅଦାଲତ ପରିସରରେ ବିଚାରଧୀନ କଏଦୀ ଓ ତାଙ୍କ ସଂପର୍କୀୟ ମାନଙ୍କ ପାଇଁ ବିଶ୍ରାମଗୃହ, ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ନଥିବାରୁ...
କୁକୁର ମୁହଁରୁ ଉଦ୍ଧାରକରି ଆହତ ମାଙ୍କଡ ଛୁଆକୁ ଚିକିତ୍ସା କରି ଜଙ୍ଗଲରେ ଛାଡିଲେ ବନବିଭାଗ
ମାଲକାନଗିରି, ୨୪ା୪(ଓଡିଆ ପୁଅ) ଗତକାଲି ସନ୍ଧ୍ୟାରେ ମାଲକାନଗିରି ସହର ପ୍ରବେଶଦ୍ୱାର ଭୈରବ ମନ୍ଦିର ପାହଡ ନିକଟରେ ଏକ ମା' ମାଙ୍କଡ ତାର ଛୋଟଛୁଆକୁ ଧରି ବୁଲିଥିବା ସମୟରେ ରେ ହଟାତ ଏକ କୁକୁର...
ରକ୍ତଭଣ୍ଡାର କର୍ମଚାରୀଙ୍କ ଅବହେଳାପାଇଁ ରକ୍ତଦାନ କରି ନ ପାରି ନିରାଶରେ ଫେରିଗଲେ ୧୬୩ ଜଣ...
ମାଲକାନଗିରି, ୨୩ା୪ (ଓଡିଆ ପୁଅ) ଆଜି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ରକ୍ତଭଣ୍ଡାରରେ ଆବଶ୍ୟକୀୟ ପରିମାଣର ରକ୍ତ ନଥିବାରୁ ମାଲକାନଗିରି ବ୍ଲକର ୧୭୦ଜଣ ଅଙ୍ଗନୱାର୍ଡ଼ି କର୍ମୀମାନେ ସ୍ୱେଚ୍ଛାକୃତ ରକ୍ତଦାନ...
ମାଲକାନଗିରି ଜିଲ୍ଲାରେ ବିଶ୍ୱଧରିତ୍ରୀ ଦିବସ, ପ୍ରଦୁଷଣ ଓ ଜଙ୍ଗଲ ଅବକ୍ଷୟ ପାଇଁ ପରିବେଶ ସନ୍ତୁଳିତ...
ମାଲକାନଗିରି, ୨୨ା୪(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ବନବିଭାଗ ପକ୍ଷରୁ ବିଶ୍ୱଧରିତ୍ରୀ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଆଜି ସକାଳେ ଜିଲ୍ଲା ବନାଧିକାରୀ କାର୍ଯ୍ୟାଳୟ ପରିସରରେ ବିଶ୍ୱଧରିତ୍ରୀ ଦିବସ ଅବସରେ ମୁଖ୍ୟଅତିଥି ଭାବେ...
ସ୍ୱାମୀର ଏସିଡ୍ ମାଡରେ ସ୍ତ୍ରୀ ଗୁରୁତର, ସ୍ୱାମୀ ଫେରାର
ମାଲକାନଗିରି,୨୧ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଏମଭି୭୯ ବଜାରରେ ଆଜି ଏକ ଅଭାବନୀୟ ଘଟଣାଘଟି ଯାଇଛି । ସ୍ୱାମୀର ଏସିଡ୍ ମାଡରେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ...
ଚିକିତ୍ସା ହେବାକୁ ଆସିଥିବା ବିଚାରଧିନ କଏଦୀ ହସପିଟାଲ ପରିସରରୁ ଚମ୍ପଟ
ମାଲକାନଗିରି, ୨୦ା୪(ଓଡିଆ ପୁଅ ) ଜଣେ ବିଚାର ଧୀନକଏଦୀ ହସପିଟାଲକୁ ଚିକିତ୍ସିତ ହେବାକୁ ଆସି ପଇଡପିଇବା ବାହାନାରେ ଆଜି ମଧ୍ୟାହ୍ନରେ ମାଲକାନଗିରି ହସପିଟାଲ ପରିସରରୁ ଚମ୍ପଟ ମାରିଛି। ମାଲକାନଗିରି ଥାନାସ୍ଥ ପଦ୍ମଗିରି ଅଚଂଳର...
ପ୍ରବାଦ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ବିଜୁପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ
ମାଲକାନଗିରି, ୧୮ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ବିଜେଡି ଦଳ ଲାଠିଆଗୁଡା ବିଜେଡି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ତଥା ବିଧାୟକ ମାନସ ମାଡକାମିଙ୍କ ଅଧ୍ୟକ୍ଷତାରେ ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ବିଜୁପଟ୍ଟନାୟକଙ୍କ ୨୨ତମ...
ମାଲକାନଗିରି: କଡାସୁରକ୍ଷା ସୁରକ୍ଷା ମଧ୍ୟରେ ୨୫୪ ନମ୍ବର ବୁଥରେ ସାନି ନିର୍ବାଚନ- ୭୬.୦୬ ପ୍ରତିଶତ...
ମାଲକାନଗିରି, ୧୮ା୪ (ଓଡିଆ ପୁଅ ) ଗତ ୧୧ ତାରିଖ ଦିନ ଏମପିଭି ୬୫ ଗ୍ରାମର ୨୫୪ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ଘଟଣା ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି...
ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା: ସିସିଟିଭି କ୍ୟାମେରା ଓ କଡା ସୁରକ୍ଷା ବଳୟରେ ୨୫୪...
ମାଲକାନଗିରି, ୧୬ା୪ (ଓଡିଆ ପୁଅ ) ଗତ ୧୧ତାରିଖଦିନ ନିର୍ବାଚନ ସରିବାପରେ ୧୪୬ ନମ୍ବର ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳି ୧୨ ନମ୍ବର ନବରଙ୍ଗପୁର ଲୋକସଭା ଆସନର କାଲିମେଳା ବ୍ଲକସ୍ଥ ଏମପିଭି ୬୫...
ମାଲକାନଗିରି ଜିଲ୍ଲାରେ ପୁରୁଷ ଅପେକ୍ଷା ୭୨.୩୬ପ୍ରତିଶତ ଅଧିକ ମହିଳା ଭୋଟ ଦେଲେ
ମାଲକାନଗିରି, ୧୫ା ୪(ଓଡିଆ ପୁଅ ) ଗତ ୧୧ ତାରିଖରେ ନିର୍ବାଚନର ବଡପର୍ବ ମତଦାନର ମହୋତ୍ସବ ଥିଲା, ଆଦିବାସୀ ଅଧ୍ୟୁଷିତ ମାପ୍ରବଣ ମାଲକାନଗିରି ଜିଲ୍ଲାରେ କୌଣସି ମାଓହିଂସା କାଣ୍ଡ ନ ହୋଇ ଶାନ୍ତିଶୃଙ୍ଖଲାର...
ବଲେରୋ ଧକ୍କାରେ ୨ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ, ଉତ୍ୟକ୍ତ ଲୋକେ ଗାଡି ପୋଡ଼ିଲେ
ମାଲକାନଗିରି, ୧୫ା୪ (ଓଡିଆ ପୁଅ ) ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ପୋଟେରୁ ଫାଣ୍ଡି ନିକଟ ବଦଲି ଗ୍ରାମ ଛକ ଠାରେ ବଲେରୋ ଧକ୍କାରେ ମଟର ସାଇକେଲ ଆରୋହୀ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା...
ହୃଦଘାତରେ ସରକାରି ଓକିଲଙ୍କ ଅକାଳ ବିୟୋଗ
ମାଲକାନଗିରି, ୧୪। ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବରିଷ୍ଠ ସରକାରି ଓକିଲ ପ୍ରଳୟକାନ୍ତି ଗାୟୀନି(୫୫) ଙ୍କ ର ହୃଦ୍ ଘାତ ରେ ମୃତ୍ୟୁଘଟିଛି। ଗତ କାଲି ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା...
ମାଲକାନଗିରି ବସଷ୍ଟାଣ୍ଡଠାରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ମାଲକାନଗିରି, ୧୪। ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜିଲ୍ଲାସଦର ମହକୁମା ଠାରେ ଥିବା ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡ...