Suchitra Dash
କୋଭିଡ ନିୟମ ଉଲଘଂନ କରିଥିବାରୁ ଫାଷ୍ଟଫୁଡ ଦୋକାନ ସିଲ
ମାଲକାନଗିରି,୧୫ା ୪( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ କୋଭିଡ ନିୟମ ଉଲଘଂନ କରିବା ଯୋଗୁ ଗୋଟିଏ ଫାଷ୍ଟଫୁଡ ଦୋକାନକୁ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ମାଲକାନଗିରି...
ବାପା ମା ଙ୍କ ବିଛେଦ ଦେଖି ଦୁଃଖ ରେ ଘର ଛାଡିଲା ଝିଅ,ରାଚିଂରୁ ନାବାଳିକା...
ମାଲକାନଗିରି,୧୫ା ୪ (ଓଡିଆ ପୁଅ ) ବାପା ମାଙ୍କ ବିଛେଦ ଦୁଃଖରେ ରୁଷିକି ନିଜଘରୁ ଲୁଚିପଳାଇ ଗଲା ନବାଳିକା ଝିଅ । ସୁଦୂର ରାଚିଂ ସହରରୁ ନିଖୋଜ ନାବାଳିକା କୁ ଉଦ୍ଧାର କଲା...
ମମ ର୍ଦୁନ୍ତ ଦୁର୍ଘଟଣା,ଟ୍ୟାଙ୍କର ଧକ୍କାରେ ବାଇକ ଆରୋହି ମୃତ,ଜଣେ ଗୁରୁତର
ମାଲକାନଗିରି,୧୫ା ୪(ଓଡିଆ ପୁଅ ) ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ମମ ର୍ଦୁନ୍ତ ଦୁର୍ଘଟଣା ଘଟିଛି,ଟ୍ୟାଙ୍କର ଧକ୍କାରେ ବାଇକ ଆରୋହିର ବେକରୁ ମୁଣ୍ଡ ଛିଡିଯାଇ ମୃତ୍ୟୁଘଟିଥିବା ବେଳେ ଅନ୍ୟଜଣେ ଗୁରୁତର...
ଆନ୍ଦ୍ରପ୍ରଦେଶ କୁ ଶିଶୁ ଶ୍ରମିକ ଭାବେ ଚାଲାଣ ହେଉଥିବା ୩ ନାବାଳିକା ସୀମାନ୍ତ ମୋଟୁ...
ମାଲକାନଗିରି,୧୫ା ୪ (ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶକୁ ଶିଶୁ ଶ୍ରମିକ ଭାବେ ଜଣେ ଦଲାଲ ଚାଲାଣ କରୁଥିବା ବେଳେ ସୀମାନ୍ତ ମୋଟୁ ରୁ ୩ଜଣ ନାବାଳିକା ଙ୍କୁ ପୁଲିିସ ଉଦ୍ଧାର କରିଛି ।...
ବରିଷ୍ଠ ଓକିଲଙ୍କ ବିୟୋଗରେ ମାଲକାନଗିରି ଓକିଲ ସଂଘ ପକ୍ଷରୁ ଶୋକ ସଭା
ମାଲକାନଗିରି,୧୫ା ୪ (ଓଡିଆ ପୁଅ ) ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ପୁବ ର୍ତନ ସଭାପତି ବରିଷ୍ଠ ଓକିଲ ସମାଜସେବୀ ଏନ.ଅହମଦ ଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ଓକିଲ ସଂଘର କାର୍ଯ୍ୟାଳୟ ଠାରେ...
ଜଣେ କୋଭିଡ ଯୋଦ୍ଧା ସହ ୨ କରୋନା ପଜିଟିଭି ଚିହ୍ନଟ
ମାଲକାନଗିରି,୧୪ା ୪( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧିିପାଇବାରେ ଲାଗିଛି,ଆଜି ପୁଣି ଜିଲ୍ଲାରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର କରୋନା...
ସ୍ୱାଭିମାନ ଅଚଂଳ ରୁ ଯୁବକର ଗଳିତ ଶବ ଉଦ୍ଧାର, ପରିଚୟ ଖୋଜୁଛି ପୁଲିସ
ମାଲକାନଗିରି,୧୪ା ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ପାପରମେଟଲା ଥାନା ନିକଟବର୍ତି ଜାମଜୋଡି ନଦୀରୁ ପୁଲିସ ଗତ ସୋମବାରଦିନ ଜଣେ ଅଚିହ୍ନା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରିଥିଲେ ।...
ଦୁର୍ଗମ ଆଦିବାସୀ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳନ ଓ ଯୋଗ...
ମାଲକାନଗିରି,୧୪ା୪ (ଓଡିଆ ପୁଅ ) ଦୁର୍ଗମ ଆଦିବାସୀ ମାଟାପେକା ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋରନା କଟକଣା ମଧ୍ୟରେ ସ୍ୱାସ୍ଥ୍ୟ,ଆରୋଗ୍ୟ କେନ୍ଦ୍ରଦିବସ ଓ ଯୋଗ ଶିବିର ଅନୁଷ୍ଟିତ ହୋଇଯାଇଛି । ମାଟାପେକା...
ମାଲକାନଗିରିରେ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓଡିଆନବବର୍ଷ ଉତ୍ସବ ପାଳିତ
ମାଲକାନଗିରି,୧୪ । ୪(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ରେ ପଣାସଂକ୍ରାନ୍ତି,ହନୁମାନଜୟନ୍ତୀ,ମା ତାରିଣୀଙ୍କ ଘଟ ଯାତ୍ରା ସହିତ ଓଡିଆନବ ବର୍ଷ ପାଳିତ ହୋଇ ଯାଇଛି ।...
ମାଲକାନଗିରି ଜିଲ୍ଲାରେ ୧୩୦ତମ ଡଃ ଆମ୍ବେଦକର ଜୟନ୍ତୀ ପାଳନ ଓ ରକ୍ତଦାନ ଶିବୀର
ମାଲକାନଗିରି,୧୪ । ୪(ଓଡିଆ ପୁଅ ) ଲକ ଡାଉନ ପରିସ୍ଥିତି ପାଇଁ ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବ ନିରା ଆଡମ୍ବର ସହକାରେ ପାଳିତ ହୋଇଯାଇଛି...
ମାଲକାନଗିରି ପୌରପରିଷଦ ଅଚଂଳରୁ ଗୋଟିଏ ଦିନରେ ୪ କରୋନା ପଜିଟିଭ ଚିହ୍ନଟ
ମାଲକାନଗିରି,୧୧ା ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧିିପାଇବାରେ ଲାଗିଛି,ଆଜି ପୁଣି ଜିଲ୍ଲାରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହକ ମଧ୍ୟରେ ୧୦ଜଣ...
ମାଲକାନଗିରି ଜିଲ୍ଲା ଓକିଲ ସଂଘ ର ସପଥ ପାଠ ଗ୍ରହଣ ଉତ୍ସବ
ମାଲକାନଗିରି,୧୧ା୪ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଓକିଲ ସଘଂର ନୂତନ କର୍ମକର୍ତା ଙ୍କ ସପଥପାଠ ଗ୍ରହଣ ଆଜି କୋଭିଡ ନିୟମ ପାଳନ ଭିତରେ ଜିଲ୍ଲାଓକିଲ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି...
ଜଣେ ଛାତ୍ରଙ୍କର କରୋନା ପଜିଟିଭ ଚିହ୍ନଟ,କଲେଜକୁ କଟେଂନମେଟଂ ଜୋନ ଘୋଷଣା
ମାଲକାନଗିରି,୧୦ା୪( ଓଡିଆ ପୁଅ ) ଜିଲ୍ଲାସଦର ମହକୁମାସ୍ଥ ଘଡେଇ ଆବାସିକ ଘରୋଇ ମହାବିଦ୍ୟାଳୟ ର ଜଣେ ଛାତ୍ର ଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାପ୍ରଶାସନ ପକ୍ଷରୁ କଲେଜକୁ କଟେଂନମେଟଂ ଜୋନ ଘୋଷଣାକରା...
ଭାର୍ଚୁଆଲ ମାଧ୍ୟମରେ ଓଡିଶା ଇତିହାସ ହିନ୍ଦୀ ସଂସ୍କରଣ ପୁସ୍ତକ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଉନ୍ମୋଚନ...
ମାଲକାନଗିରି,୧୦ା୪( ଓଡିଆ ପୁଅ ) ବିଶିଷ୍ଠ ସ୍ୱାଧିନତା ସଂଗ୍ରମୀ ଓଡିଶା ମାଟିର ମହାନ ବୀରପୁତ୍ର ଡକ୍ଟର ହରେକୃଷ୍ଣମହତାବ ଙ୍କ ଦ୍ୱାରା ଲିଖିତ ଓଡିଶା ଇତିହାସ ର ହିନ୍ଦୀ ସଂସ୍କରଣ ପୁସ୍ତକକୁ ମାନ୍ୟବର ପ୍ରଧାନମନ୍ତ୍ରୀ...
ମାଲକାନଗିରି ଜିଲ୍ଲାରୁ ପୌଷ୍ଠିକଯୁକ୍ତ ଅରୁଆ ଚାଉଳ ବିହାର ରାଜ୍ୟର ଅପପୁଷ୍ଟି ଅଚଂଳକୁ ପଠାଗଲା
ମାଲକାନଗିରି,୧୦ା୪ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରୁ ୨୬ହଜାର୫୨୦କ୍ୱିଟାଂଲ ପୌଷ୍ଠିଯୁକ୍ତ ଅରୁଆଚାଉଳ ବିହାର ରାଜ୍ୟର ଅପପୁଷ୍ଠି ଅଚଂଳକୁ ପଠାଯାଇଛି । କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ...
ମୋଟୁ ସୀମାନ୍ତ ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଯାନବାହନ ଜାଂଚ,କରୋନା କଟକଣା ଜାରି
ମାଲକାନଗିରି,୧୦ା୪(ଓଡିଆ ପୁଅ ) କରୋନାର ଦ୍ୱିତୀୟ ଲହରୀ ଫେରିଥିବାରୁ ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନ,ଛତିଶଗଡ ରାଜ୍ୟ ରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଚାରୋଟି ରାଜ୍ୟ ସୀମାନ୍ତ ମୋଟୁ ଠାରେ ଯାନବାହନ...
ଛତିଶଗଡରେ କରୋନା ପରିସ୍ଥିତ ଭୟଙ୍କର ପାଇଁ ସୀମାସିଲ,ଯାନବାହନ ଚଳାଚଳ ଉପରେ କଟକଣା
ମାଲକାନଗିରି,୯ା୪ (ଓଡିଆ ପୁଅ ) କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ଭାବେ ସଂକ୍ରମଣ ହେବା ଓ ସୀମାନ୍ତ ଛତିଶଗଡ ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ...
ମାଲକାନଗିରି ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଗୁଆନ କାଠ ୨ଟି ଟ୍ରାକ୍ଟର ଜବତ,୪ଜଣ...
ମାଲକାନଗିରି,୯ା୪ (ଓଡିଆ ପୁ୍ଅ )) ମାଲାକନଗିରି ଜିଲ୍ଲା ବନବିଭାଗକୁ ମିଳିଛି ଏକ ସଫଳତା ,୨ଟି ଟ୍ରାକ୍ଟର ଯୋଗେ ମୂଲ୍ୟବାନ ସାଗୁଆନ କାଠଗଣ୍ଡି ଚୋରା ଚାଲାଣ କରୁଥିବା ସମୟରେ ବନବିଭାଗ ଜବତ କରିଛି ।...
ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିସ ସଂଘ ଗଠନ
ମାଲକାନଗିରି,୯ା୪(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ରେ ପ୍୍ରଥମ ଥରକରି ଜିଲ୍ଲା ଚାମ୍ବର ଅଫ କମର୍ସ ଆଣ୍ଡ ଅଷ୍ଟ୍ରିସ ସଂଘ ଗଠନ ହୋଇଛି । ଜିଲ୍ଲାସଦର ମହକୁମା ସ୍ୱାଗତ...
୧୧ ଦଫା ଦାବିପୁରଣ ନେଇ ସ୍ୱାଭିମାନ ଅଚଂଳରେ ଆଦିବାସୀ ମେଳି
ମାଲକାନଗିରି,୮ା୪ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳ ମୁଦୁବିଗୁଡା ଓ ବାୟାପଡା ଠାରେ ନୂତନ ଗ୍ରାମପଚାଂୟତ ଅଫିସ ଖୋଲିବା ଓ ଅନ୍ୟାନ ଦାବିନେଇ ୨୫ ଟି ଗ୍ରାମବାସୀ...