Snigdha Ray
ଫୁଲଛତ୍ର ଅର୍ପଣ କଲେ ମାନସିକଧାରୀ, ପାଳିଆ ଶ୍ରୀବିରଂଚି ନାରାୟଣଙ୍କ ପୀଠରେ ଐତିହାସିକ ଗୁଣ୍ଡୁଣୀ ମେଳା
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପାଳିଆବିନ୍ଧା ପଂଚାୟତ ଅଧୀନ ପାଳିଆ ଗ୍ରାମରେ ଶ୍ରୀବିରଂଚି ନାରାୟଣଙ୍କ ପୀଠରେ ସୋମବାର ଐତିହାସିକ ଗୁଣ୍ଡୁଣୀ ମେଳା...
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନା ନେଇ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ରୀୟ ବଜେଟ–୨୦୨୬ର ନୂତନ ସଂସ୍କାର ଓ ଜନହିତକାରୀ ପ୍ରାବଧାନ ସମ୍ପର୍କରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସଫଳତାର...
ସର୍ବ ଭାରତୀୟ ରାମଚନ୍ଦ୍ର ଦାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ : ବାପୁଜୀ କ୍ଲବ ବିଜୟୀ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ଜଗନ୍ନାଥ ହାଇସ୍କୁଲ ପଡିଆ ଠାରେ ରାମଚନ୍ଦ୍ର ଦାଶ ସ୍ମୃତି ସଂସଦ ଓ ଭଗବତୀ...
ମା’ ନୀଳ ସରସ୍ୱତୀ ପୂଜା ଉତ୍ସବ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୧୫ କୁଆଁସ ଗ୍ରାମରେ ଗଢ଼ିଉଠିଥିବା ଭଦ୍ରକ ଜିଲ୍ଲାର ସୁନାମଧନ୍ୟ ସାମାଜିକ ସଙ୍ଗଠନ “ନୀଳ ସରସ୍ୱତୀ ହେଲ୍ପ...
ସାରାଦୁନିଆ କ୍ରିକେଟ ଆସୋସିଏସନ ଟୁର୍ଣ୍ଣାମେଂଟର ଶୁଭ ଉଦଘାଟନ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ବାଣିତିଆ ଗ୍ରାମ ପଂଚାୟତ ଅନ୍ତର୍ଗତ କୁଢିଆମାଳ ଗ୍ରାମ ଠାରେ“ସାରାଦୁନିଆ ୟୁଥ୍ କ୍ଲବ୍” ର ଆନୁକୁଲ୍ୟରେ ଆୟୋଜିତ "ସାରାଦୁନିଆ କ୍ରିକେଟ...
ଭଦ୍ରକ ପୌରାଂଚଳ ଅଧିନସ୍ଥ ଗରଦପୁର ସ୍ଥିତ ହାଇସ୍କୁଲ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେଉ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଂଚଳ ୨୯ନଂ ୱାର୍ଡର ଗରଦପୁର ସ୍ଥିତ ସତ୍ୟସାଇ ବିଷ୍ଣୁମୋହନ ସରକାରୀ ହାଇସ୍କୁଲର ଖେଳ ପଡିଆ ନିମନ୍ତେ ଜମି ଅଧିଗ୍ରହଣ ସମ୍ପର୍କରେ...
୪ ରୁ ଆରମ୍ଭ ହେବ ନଟରାଜ ନାଟ୍ୟ ଅଂନୁଷ୍ଠାନର ନାଟ୍ୟ ମହୋତ୍ସବ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ୪ ରୁ ଆରମ୍ଭ ହେଉଛି ଭଦ୍ରକର ଅଗ୍ରଣୀ ନାଟ୍ୟ ଅଂନୁଷ୍ଠାନ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାବିଂଶ ତମ ନାଟ୍ୟ ମହୋତ୍ସବ...
ଭଦ୍ରକରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଆଜି ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟ ରେ ଆୟୋଜିତ ହୋଇଯାଇଛି। ଉକ୍ତ...
ବେରୋଜଗାରଙ୍କୁ ମିଳିବ ରୋଜଗାର, ଚାଷୀଙ୍କୁ ମିଳିବ ବଜାର, ଧାମନଗରରେ ହେବ ମାର୍କେଟ କମ୍ପେ୍ଲକ୍ସ, ଉଚ୍ଚ...
ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଅଂଚଳରେ କୃଷି, କୃଷକ ଓ ବେରୋଜଗାର ଯୁବକଙ୍କ ଆର୍ôଥକ ଅଭିବୃଦ୍ଧି ପାଇଁ ଏକ ବଡ଼ ଧରଣର ଭିତିଭୂମି...
ମା’ ବ୍ରାହ୍ମଣୀ ଦେବୀ କଳାନୁଷ୍ଠାନର ବାର୍ଷିକ ଉତ୍ସବ, କଳା ସାଧନାରେ ସିଦ୍ଧିଲାଭ କର- ଡ.ସୁଧାଂଶୁ...
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ରାହ୍ମଣୀ ଦେବୀ ନୃତ୍ୟ,ସଙ୍ଗୀତ କଳାନୁଷ୍ଠାନର ୪ର୍ଥ ବାର୍ଷିକ ଉତ୍ସବ ବନ୍ତ ଠାରେ ପାଳିତ ହୋଇଯାଇଛି । ଶିକ୍ଷକ ସୁଧିର କୁମାର ବାରିକଙ୍କ...
ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ,ରାଇଜିଂ ଷ୍ଟୁଡେଟଂସ କଟକ ଚମ୍ପିୟନ
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶା କ୍ରିକେଟ ଆସୋସିଏସନ ଓ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଭଦ୍ରକ ଜିଲା...
ଫ୍ରେଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣା ବଜାର ନିକଟସ୍ଥ ୨୬ନଂ ଓା୍ୱର୍ଡର ଅବସ୍ଥିତ ଫ୍ରେଜର ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।...
ଧାମନଗର ଶୀତ ମହୋତ୍ସବରେ କଳାକାର କାଳନ୍ଦୀ ମଲ୍ଲିକ ସମ୍ବର୍ଦ୍ଧିତ
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଶୀତ ମହୋତ୍ସବ ଅସୁରାଳିସ୍ଥିତ ଶହୀଦ ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେଉଅଛି । ଏହି ମହୋତ୍ସବର ଚତୁର୍ଥ...
ଗୌରୀପ୍ରଭା ସାରସ୍ୱତ ପତ୍ରିକା ଉନ୍ମୋଚନ ତାରିଖ ଓ ପୁରସ୍କାର ଘୋଷଣା
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରୁ ପ୍ରକାଶ ପାଇ ଆସୁଥିବା ସୃଜନଶୀଳ ସାହିତ୍ୟ ପତ୍ରିକା ଗୌରୀପ୍ରଭାର ୨୦୨୬ ନିମନ୍ତେ ପୁରସ୍କାର ଘୋଷଣା କରାଯାଇଛି । ପ୍ରତି ବର୍ଷ...
ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ୨୦୨୫-୨୬ ଉଦ୍ଯାପିତ
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ୨୦୨୫-୨୬ ବିନ୍ଦୁମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି...
ଧର୍ମପରାୟଣା ମହିଳା ଚିନ୍ମୟୀ ନନ୍ଦଙ୍କ ପରଲୋକ
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ନାଟ୍ୟକାର ରାଜ୍ୟ ସଂଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ପୂର୍ବତନ ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ତଥା ଭଣ୍ଡାରିପୋଖରୀ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ...
ଫେବୃଆରୀ ୧୨ ଭାରତ ବନ୍ଦକୁ ସଫଳ କରିବା ପାଇଁ ଭଦ୍ରକରେ ମିଳିତ ଟ୍ରେଡ୍ ୟୁନିୟନର...
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ଫେବୃଆରୀ ୧୨ ତାରିଖ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ଆହୂତ ‘ସର୍ବଭାରତୀୟ ଧର୍ମଘଟ' ଓ...
ପ୍ରଥମ ମୁଖ୍ୟମନ୍ତ୍ରୀ କପ କବାଡି ,ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାସ୍ତରୀୟ...
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରଥମ ମୁଖ୍ୟମନ୍ତ୍ରୀ କପ୍ କବାଡି ,ଫୁଟବଲ ଓ ଭଲିବଲ...
ବେଆଇନ ବାଲି ଚାଲାଣକୁ ନେଇ ଜନ ଆକ୍ରୋଶ, ଓଭର ଲୋଡେଡ ହାଇୱାକୁ ଧାମନଗର ପୋଲିସ...
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଅଂଚଳରେ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଓ ବେପରୁଆ ଗାଡ଼ି ଚାଲାଣକୁ ନେଇ ଜନ ଅସନ୍ତୋଷ ଉଗ୍ରରୂପ...
ମିଥ୍ୟା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ ପ୍ରତିବାଦରେ ତିହିଡି ଥାନା ଘେରାଉ
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ମୁକୁନ୍ଦପୁର ପଂଚାୟତ ଅଧୀନ ଆରସା ଗ୍ରାମର ଜଣେ ବୃଦ୍ଧଙ୍କୁ ମିଥ୍ୟା ଅଭିଯୋଗରେ ପୋଲିସ ଗିରଫ କରିକୋର୍ଟ...
























